latest odisha news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ବାସଭବନରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୁରୀ ଜିଲ୍ଲା ପରିଷଦଙ୍କ ମୃତଦେହ ,ଶ୍ୱଶୁର ଆଣିଲେ ଅଭିଯୋଗ
Published On
By Samaya Live
ଭୁବନେଶ୍ୱର: ଆଜି ସକାଳେ ପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର କୁମାର ସାହୁଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ତାଙ୍କ ଭୁବନେଶ୍ୱରସ୍ଥିତ ଶିଶୁପାଳଗଡ଼ ବାସଭବନରୁ ମିଳିଛି । ତାଙ୍କର ପତ୍ନୀ ଓ ଏକ ପୁଅ ଅଛନ୍ତି । ମୃତୁ୍ୟର ଚାରି ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ର ସାହୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି । ପୋଷ୍ଟରେ ଲେଖାଯାଇଛି ଯେ, ମୋ ଫୋନ ଦୁଇଟାରେ ସବୁ […]
ମନ୍ତ୍ରୀ ଓ ବିଧାୟକମାନଙ୍କୁ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ
Published On
By Samaya Live
ଭୁବନେଶ୍ୱର: ଆଜି ରାଜ୍ୟ ମନ୍ତ୍ରୀ ଓ ବିଧାୟକମାନଙ୍କୁ ରାଜ୍ୟ ସରକାର ଏକ ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ଓ ବିଧାୟକମାନଙ୍କୁ ବିଭିନ୍ନ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି । ତେବେ ଜାଣନ୍ତୁ କେଉଁ ମନ୍ତ୍ରୀ ଓ ବିଧାୟକଙ୍କୁ ମିଳିଲା କେଉଁ ଜିଲ୍ଲାର ଦାୟିତ୍ୱ- * ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା- ଅନୁଗୁଳ * ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୁଜାରୀ-ବଲାଙ୍ଗୀର * […]
ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ସ୍ନିଗ୍ଧା ବିଶ୍ୱାଳ
Published On
By Samaya Live
ଭୁବନେଶ୍ୱର : ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଓଡିଆ ଝିଅ ସ୍ନିଗ୍ଧା ବିଶ୍ୱାଳ । ସ୍ନିଗ୍ଧା ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିବା ସହ ଓଡିଶା ପାଇଁ ଏହି ଖ୍ୟାତି ଆଣିବାରେ ସକ୍ଷମ ହୋଇଛନ୍ତି । ଏନ୍ଟିପିସି (ଅର୍ଥ)ର ପୂର୍ବତନ ନିର୍ଦ୍ଦେଶକ ତଥା ଆଡଭୋକେଟ୍ କୁଳମଣି ବିଶ୍ୱାଳ ଓ ମୀନତି ବିଶ୍ୱାଳଙ୍କ କନିଷ୍ଠ କନ୍ୟା ହେଉଛନ୍ତି ସ୍ନିଗ୍ଧା । ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିବା ସ୍ନିଗ୍ଧାଙ୍କୁ ପ୍ରତିଯୋଗିତାର ବିଭିନ୍ନ ରାଉଣ୍ଡରେ ମୁକାବିଲା […]
ଆତ୍ମହତ୍ୟା କଲେ ପୋସ୍କୋ ବିଚାରପତି
Published On
By Samaya Live
କଟକ: ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କୁ ଆଜି ଝୁଲନ୍ତା ଅବସ୍ଥାରେ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁସାରେ, କଟକର ସିଡିଏ ସେକ୍ଟର -୯ ସ୍ଥିତ ସରକାରୀ ଘରେ ୪୯ ବର୍ଷିୟ ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଛନ୍ତି । ତାଙ୍କୁ ସିଡିଏର ଏକ ଘରୋଇ ଡାକ୍ତରଖାନାରେ […]
ସ୍ୱାଧୀନତା ଦିବସ ସକାଶେ କୋଭିଡ୍ କଟକଣା ନିୟମ: ରାଜ୍ୟସ୍ତରୀୟ ପରେଡ୍ରେ ଭାଗ ନେବେନି ଛାତ୍ରଛାତ୍ରୀ
Published On
By Samaya Live
ଭୁବନେଶ୍ୱର: ଆଗକୁ ଆସୁଛି ସ୍ୱାଧୀନତା ଦିବସ । ଏହାକୁ ନଜରେ ରଖି ରାଜ୍ୟ ସରକାର କୋଭିଡ୍ର ନୂଆ ନିୟମ ଆଣିଛନ୍ତି । ଚଳିତ ବର୍ଷ ଅଗଷ୍ଟ ୧୫ରେ ରାଜ୍ୟସ୍ତରୀୟ ପରେଡ୍ରେ ବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀମାନେ ଭାଗ ନେବେ ନାହିଁ । କେବଳ ୩ଟି କଣ୍ଟିଜେଣ୍ଟ୍ ଏହି ପରେଡ୍ରେ ସାମିଲ ହେବେ । ଓଏସଏପି, ଓଡ୍ରାଫ୍ ଓ ବିଏସଏଫ୍ ପରେଡ୍ରେ ସାମିଲ ହେବେ । ସରକାରଙ୍କ ନୂଆ କୋଭିଡ୍ ଗାଇଡଲାଇନ୍ ଅନୁସାରେ- * ସ୍ୱାଧୀନତା ଦିବସ ସମାରୋହରେ […]
ଭିଜିଲାନ୍ସ ନଜରରେ କଟକ ସିଟି ଓ ଜିଏସଟିର ଅତିରିକ୍ତ କମିସନର, ଘର ଓ ଅଫିସରେ ଚଢ଼ାଉ ଜାରି
Published On
By Samaya Live
ଭୁବନେଶ୍ବର: କିଛି ଦିନ ହେବ ଆକ୍ସନ ମୋଡରେ ଭିଜିଲାନ୍ସ ନଜର ଆସୁଛି। ଆଜି କଟକ ସିଟି ଓ ଜିଏସଟିର ଅତିରିକ୍ତ କମିସନରଙ୍କ ଉପରେ ଭିଜିଲାନ୍ସ ଚଢ଼ାଉ କରିଛି। ଏକକାଳୀନ ଭାବେ କମିସନରଙ୍କ ଯାଜପୁର ରୋଡ ସ୍ଥିତ ଘର ସମେତ କଟକ ଓ ଭୁବନେଶ୍ୱରରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ କଟକ ସିଟି ଓ ଜିଏସଟିର ଅତିରିକ୍ତ କମିସନରଙ୍କ ପୀୟୂଷକାନ୍ତ ପାଣିଙ୍କ ଘର ଓ ଅଫିସରେ ଚଢ଼ାଉ ଜାରି ରହିଛି। ଚଢାଉରେ […]
ଅବସର ନେବାର ଦୁଇ ପୂର୍ବରୁ ଭିଜିଲାନ୍ସ ହାତରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ
Published On
By Samaya Live
କେନ୍ଦ୍ରାପଡ଼ା: ଲାଞ୍ଚ ନେବା ସମୟରେ ଭିଜିଲାନ୍ସଙ୍କ ହାତରେ ଧରାପଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ । ସେ ପୁଣି ଅବସର ନେବାର ଦୁଇ ପୂର୍ବରୁ ଘଟିଲା ଏହି ଅଘଟଣ । ୨୦ ହଜାର ଟଙ୍କା ଲାଞ୍ଚ ନେବା ପଡ଼ିଲା ମହଙ୍ଗା । କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବ ସିଂ ବଦଳି କରେଇ ଦେବା ପାଇଁ ପିଅନ ସନ୍ତୋଷ କୁଣ୍ଡୁଙ୍କଠାରୁ ୨୦ ହାଜର ଟଙ୍କା ନେଉଥିଲା ବେଳେ କେନ୍ଦ୍ରାପଡ଼ା ଭିଜିଲାନ୍ସ ହଠାତ୍ କାବୁ କରି ନେଇଥିଲା ଏବଂ ଟଙ୍କା ଜବତ […]
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଶ୍ୱସ୍ତି : ସର୍ତ୍ତମୂଳକ ଜାମିନ ଦେଲା ସୁପ୍ରିମକୋର୍ଟ
Published On
By Samaya Live
ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଛି ଆଶ୍ୱସ୍ତି । ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଏନେଇ ଆଇନଜୀବୀ ମାନସ ଚାନ୍ଦ ସୂଚନା ଦେଇଛନ୍ତି । ସୂଚନା ଥାଉ ଯେ, ମାର୍ଚ୍ଚ ୧୨ ତାରିଖ ଦିନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ ବାଣପୁର ବ୍ଲକ ଅଫିସ୍ ସମ୍ମୁଖରେ ସାଧାରଣ ଜନତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ଯାହାପରେ ସାଧାରଣ ଜନତାଙ୍କ ସମେତ କିଛି ପୋଲିସ୍ କର୍ମଚାରୀ ଗୁରୁତର ଆହତ […]
ରାଜ୍ୟରେ ୧୩ ଲକ୍ଷ ଡୋଜ ମହଜୁଦ ରହିଛି : ପରିବାର କଲ୍ୟାଣ ନିର୍ଦ୍ଦେଶକ
Published On
By Samaya Live
ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଟିକାକରଣ । ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମାଗଣାରେ ଦିଆଯିବ କରୋନା ଡୋଜ । ଏନେଇ ପରିବାର କଲ୍ୟାଣ ନିଦ୍ଦେର୍ଶକ ତଥା ଷ୍ଟେଟ ନୋଡାଲ ହେଡ୍ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ରାଜ୍ୟରେ ଆଜି ୨୩୨୦ କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇଛି । କେବଳ ରାଜଧାନୀ ଭୁବନେଶ୍ୱରରେ ୧୯ଟି କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇଛି । ଏହା କ୍ରମାଗତ ଭାବେ ୭୫ ଦିନ ଚାଲିବ । ୨ କୋଟି […]
୧୫ରୁ ମାଗଣା ବୁଷ୍ଟର୍ ଡୋଜ୍
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୧୩: ଚଳିତ ମାସ ୧୫ରୁ ମାଗଣା ବୁଷ୍ଟର ଡୋଜ୍ ଉପଲବ୍ଧ ହେବ । କୋଭିଡ ବୁଷ୍ଟର ଡୋଜର ଅଭିଯାନକୁ ତ୍ୱରାନ୍ୱିତ କରିବାର ଲକ୍ଷ୍ୟ ରଖି ଭାରତର ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ କରିବାକୁ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଆଜାଦି କା ଅମୃତ ମହୋତ୍ସବ’ର ଏକ ଅଂଶ ଭାବରେ ଏହି ଅଭିଯାନ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ୭୫ଦିନିଆ ସ୍ୱତନ୍ତ୍ର ଅଭିଯାନ ଅନ୍ତର୍ଗତ ସରକାରୀ ଟିକାକରଣ କେନ୍ଦ୍ରରେ ୧୮-୫୯ବର୍ଷ ବୟସ ବର୍ଗର ଲୋକମାନେ […]
ରାଜ୍ୟରେ ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ୨୯ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ରିଲିଫ୍ ପାଣ୍ଠିକୁ ଏକ ବଡ଼ ଅର୍ଥ ଅନୁମୋଦନ କରିଛନ୍ତି । ରାଜ୍ୟରେ ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ସେ ୨୯ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହା ହେଉଛି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥରାଶି । ତେବେ ଚଳିତ ବର୍ଷ ଏପ୍ରିଲ […]
ଆସନ୍ତା ୨୪ ଘଣ୍ଟାରେ ବର୍ଷା ସମ୍ଭାବନା: ୧୪ ଜିଲ୍ଲାକୁ ସତର୍କ
Published On
By Samaya Live
ଭୁବନେଶ୍ୱର: ଜୁନ୍ ୨୪: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରିହଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଇନ୍ତି । ଏହାସହିତ ୧୪ ଜିଲ୍ଲାକୁ ସତର୍କ ସୂଚନା ମଧ୍ୟ ଦିଆଯାଇଛି । ସେହି ସବୁ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ିର ସମ୍ଭାବନା ରହିଛି । Past 24 hours Realized Maximum Temperature (ºC) and Departure (ºC) from normal pic.twitter.com/WKi3HQ5jy4 — Meteorological Centre, Bhubaneswar (@mcbbsr) […]

