latest news in odisha
ଓଡ଼ିଶା 

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର: ଲଗାଣ ବର୍ଷା ଯୋଗୁଁ ବ୍ୟାପିପାରେ ହଇଜା

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର: ଲଗାଣ ବର୍ଷା ଯୋଗୁଁ ବ୍ୟାପିପାରେ ହଇଜା ଭୁବନେଶ୍ୱର: କିଛି ଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିିଛି । ଏହି କାରଣରୁ ଜଳ ପ୍ରଦୂଷଣ ହୋଇପାରେ । ଲଗାଣ ବର୍ଷା ଯୋଗୁ ହଇଜା , ଝାଡାବାନ୍ତି ବ୍ୟାପିପାରେ ବୋଲି ଆଜି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସତର୍କ କରାଇଛନ୍ତି । ଏନେଇ ସବୁ ଜିଲ୍ଲାର ସିଡିଏମଓଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଝାଡ଼ା ବାନ୍ତି ବ୍ୟାପିଥିବା ୭ ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର ରଖାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି […]
Read More...
ଓଡ଼ିଶା 

ନବୀନଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ଅଦଳବଦଳ: ଇସ୍ତଫା ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ନବୀନଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ଅଦଳବଦଳ: ଇସ୍ତଫା ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଭୁବନେଶ୍ୱର: ଜୁନ୍‌ ୦୪: ମୁଖ୍ୟମନ୍ତ୍ରୀ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଏକ ବଡ଼ ଧରଣର ଅଦଳବଦଳ ହୋଇପାରେ ବୋଲି ସୂଚନା ମିଳିଛି । ଏହିପରିକି ଇସ୍ତଫା ନେଇ ୪ ଜଣ ମନ୍ତ୍ରୀଙ୍କୁ ଫୋନ୍‌ କଲ୍‌ ମଧ୍ୟ ଯାଇଛି ବୋଲି ସୂଚନା ମିଳିଛି । ସେହି ମନ୍ତ୍ରୀମାନଙ୍କ ମଧ୍ୟରେ ରାଜା ସ୍ୱାଇଁ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ ରହିଥିବା ଚର୍ଚ୍ଚା ହେଉଛି । ଏବେ ପ୍ରଶ୍ନ ଉଠୁଛି ଯେ, ଇସ୍ତାଫା ଦେବାକୁ ଥିବା ମନ୍ତ୍ରୀଙ୍କ ସ୍ଥାନରେ କେଉଁ ମନ୍ତ୍ରୀ […]
Read More...
ଓଡ଼ିଶା 

ପାରଦ୍ୱୀପର ଆଇଓସିଏଲ୍‌ ଟାଉନ୍‌ସିପ୍‌ ନିକଟରେ ତେଲ ପାଇପ୍‌ ଫାଟିଲା

ପାରଦ୍ୱୀପର ଆଇଓସିଏଲ୍‌ ଟାଉନ୍‌ସିପ୍‌ ନିକଟରେ ତେଲ ପାଇପ୍‌ ଫାଟିଲା ପାରାଦ୍ୱୀପ: ମେ ୨୬: ପାରାଦ୍ୱୀପରେ ଥିବା ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ଲିମିଟେଡ୍‌(ଆଇଓସିଏଲ୍‌) ଟାଉନ୍‌ସିପ ନିକଟରେ ତେଲ ପାଇପ୍‌ ଫାଠିଛି । ଟାଉନ୍‌ସିପ ନିକଟରେ ଯାଇଥିବା ତେଲ ପାଇପରେ ହଳଦିଆ ଅଶୋଧିତ ତେଲ ପ୍ରବାହିତ ହୋଇଥାଏ । ଏହି ପାଇପ୍‌ ଫାଟିବା ଫଳରେ ପାଇପ୍‌ ଲାଇନ୍‌ ନିକଟସ୍ଥ ଚାଷ ଜମିରେ ଶହ ଶହ ତେଲ ବୋହି ଯାଇଛି । ଅନ୍ୟପକ୍ଷରେ, ସ୍ଥାନୀୟ ପ୍ରଶାସନ କୌଣସି ଅଘଟଣା ଆଶଙ୍କାରେ ନିକଟସ୍ଥ ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ କରିଦେଇଛନ୍ତି । ଏହା […]
Read More...
ଜିଲ୍ଲା 

ଛେଳି ପାଇବ ଜାତୀୟ ମାନ୍ୟତା, ରୋଗ ପ୍ରତିରୋଧକ ଶକ୍ତି ଅଧିକ

ଛେଳି ପାଇବ ଜାତୀୟ ମାନ୍ୟତା, ରୋଗ ପ୍ରତିରୋଧକ ଶକ୍ତି ଅଧିକ କୋରାପୁଟ : କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ । ଏହି ବ୍ଲକରେ ଲୋକେ ସାଧାରଣତଃ ଛେଳି ଓ ଅନ୍ୟ ଗୃହପାଳିତ ପଶୁ ପାଳନ କରିଥାନ୍ତି । ତେବେ ନାରାୟଣପାଟଣା ଛେଳି ଏହି ସ୍ଥାନରେ ଏକ ସ୍‌୍ୱତନ୍ତ୍ର ପରିଚୟ ହାସଲ କରିଛି । ଏହା ଏକ ସ୍ଥାନୀୟ ପ୍ରଜାତି, ଯାହାର ରଙ୍ଗ ମୁଖ୍ୟତଃ ବାଦାମୀ, ବାଦାମୀ କଳା କିମ୍ବା ବାଦାମୀ ଧଳା । ଏହି ଛେଳିର ମୁଣ୍ଡଠାରୁ ଲାଞ୍ଜ ପର୍ଯ୍ୟନ୍ତ ଏକ କଳା […]
Read More...
ଓଡ଼ିଶା 

୨୪ ଘଣ୍ଟାରେ ରାଜ୍ୟରେ ୬୩୮ ସଂକ୍ରମିତ ଓ ୭୨୭ ସୁସ୍ଥ

୨୪ ଘଣ୍ଟାରେ ରାଜ୍ୟରେ ୬୩୮ ସଂକ୍ରମିତ ଓ ୭୨୭ ସୁସ୍ଥ   ଭୁବନେଶ୍ୱର: ସେପ୍‌ଟେମ୍ବର ୭: ଆଜି ରାଜ୍ୟରେ ନୂତନ ୫୭, ୩୦୩ ସ୍ୱାବ ଟେଷ୍ଟ ମଧ୍ୟରୁ ୬୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୯୩ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୩୭୨ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୬୬ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୧୨ ହଜାର ୮୦୫ ଜଣ କରୋନାରେ ଆକ୍ରାନ୍ତ […]
Read More...

Advertisement