latest Indian cricket news
ଖେଳ 

ସୁପର କିଙ୍ଗ୍ସର ନେତୃତ୍ୱ ନେବେ ଧୋନୀ

ସୁପର କିଙ୍ଗ୍ସର ନେତୃତ୍ୱ ନେବେ ଧୋନୀ ଚେନ୍ନାଇ : ୨୦୨୩ରେ ଆଇପିଏଲ୍‌ର ୧୬ତମ ସଂସ୍କରଣ ଆୟୋଜନ ହେବାକୁ ଯାଉଛି । ଚେନ୍ନାଇ ସୁପରକିଙ୍ଗସ ମଧ୍ୟ ଦଳ ଘୋଷଣା କରିସାରିଛି । ୨୦୨୩ ସିଜନ ପାଇଁ କିଛି ଖେଳାଳିଙ୍କୁ ପ୍ରାଞ୍ଚାଇଜ ବାଦ୍‌ ଦେଇଥିବାବେଳେ କିଛି ତାରକା ଖେଳାଳି ଦଳରେ ସ୍ଥାନ ବଜାୟ ରଖିଛନ୍ତି । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ଧୋନୀଙ୍କ ପ୍ରଶଂସକ ମଧ୍ୟରେ ଉତ୍ସାହ ବଢ଼ିଯାଇଛି । ଚେନ୍ନାଇ […]
Read More...
ଖେଳ 

ବର୍ମିଂହାମ୍‌ ଟେଷ୍ଟ: ବିଜୟଲକ୍ଷ୍ୟ ୩୭୮, ଇଂଲଣ୍ଡ ୧୨୦/୩

ବର୍ମିଂହାମ୍‌ ଟେଷ୍ଟ: ବିଜୟଲକ୍ଷ୍ୟ ୩୭୮, ଇଂଲଣ୍ଡ ୧୨୦/୩ ବର୍ମିଂହାମ୍‌ : ପଞ୍ଚମ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍‌ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଭାରତୀୟ ଦଳ ଘରୋଇ ଇଂଲଣ୍ଡ ସମ୍ମୁଖରେ ୩୭୮ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି । ଚତୁର୍ଥ ଦିବସ ଚା’ପାନ ବିରତି ସୁଦ୍ଧା ଇଂଲଣ୍ଡ ୨୮ ଓଭରରେ ୩ ୱିକେଟ୍‌ ହରାଇ ୧୨୧ ରନ୍‌ କରିଛି । ମ୍ୟାଚ୍‌ ଜିତିବା ପାଇଁ ଇଂଲଣ୍ଡକୁ ୨୫୭ ରନ୍‌ର ଆବଶ୍ୟକତା ଥିବା ବେଳେ ହାତରେ ୭ ୱିକେଟ୍‌ ସୁରକ୍ଷିତ ରହିଛି । ଭାରତ ପ୍ରଥମ ଇନିଂସରେ […]
Read More...
ଖେଳ 

ଓମିକ୍ରନ ସଙ୍କଟ ମଧ୍ୟରେ ଭାରତୀୟ କ୍ରିକେଟ୍‌ ଖେଳାଳୀ ଯିବେ ଆଫ୍ରିକା

ଓମିକ୍ରନ ସଙ୍କଟ ମଧ୍ୟରେ ଭାରତୀୟ କ୍ରିକେଟ୍‌ ଖେଳାଳୀ ଯିବେ ଆଫ୍ରିକା ଦିଲ୍ଲୀ: ଡିସେମ୍ବର ୦୪: ଆଫ୍ରିକାର ନୂଆ ଭାରିଆଣ୍ଟ ଓମିକ୍ରନ ସଙ୍କଟ ଏବେ ସମଗ୍ର ଦେଶକୁ ଘାରିଛି । ଏହିପରିକି ଅନେକ ଦେଶ ଏବେ ବିମାନ ଯାତ୍ରାକୁ ବ୍ୟାନ୍‌ କଲେଣି । ଏହାରି ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳିବା ପାଇଁ ଭାରତୀୟ କ୍ରିକେଟ ଖେଳାଳୀ ଦକ୍ଷିଣ ଆଫ୍ରିକା ଗ୍ରସ୍ତ କରିବେ । ଏନେଇ ବିସିସିଆଇର ସଚିବ ଜୟ ଶାହ ସୂଚନା ଦେଇଛନ୍ତି । ଏହି ଗ୍ରସ୍ତ ମଧ୍ୟରେ ଭାରତୀୟ ଟିମ୍‌ ୩ଟି ଟେଷ୍ଟ ସିରିଜ୍‌ ଏବଂ ୩ଟି ୱାନ୍‌ଡେ […]
Read More...

Advertisement