Koraput News
ଜିଲ୍ଲା 

ମାଓବାଦୀ ନାମରେ ୫ ଲକ୍ଷ ମାଗୁଥିଲେ ,୨ ଗିରଫ

ମାଓବାଦୀ ନାମରେ ୫ ଲକ୍ଷ ମାଗୁଥିଲେ ,୨ ଗିରଫ କୋରାପୁଟ: ନିଜକୁ ମାଓବାଦୀ ପରିଚୟ ଦେଇ କୋରାପୁଟ ଜିଲ୍ଲା ପୋଡାଗଡରେ ଜଣେ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ଆଦାୟ କରିବା କରିବା ଅଭିଯୋଗରେ ପୁଲିସ ଦୁଇ ଜଣକୁ ଗିରଫ କରି କୋର୍ଟଚାଲଣ କରିଛି । ସେମାନେ ହେଲେ କୋରାପୁଟ ଜିଲ୍ଲା ପୋଡାଗଡ ନିକଟ ରୁଞ୍ଜାଗୁଡା ଗାଁର ପ୍ରଶାନ୍ତ ଖୋସଲା(୪୨) ଓ ବିଜାଘାଟି ଗାଁର ଅମନ ମହାନନ୍ଦିଆ(୩୦) । ଘଟଣାରେ ସମ୍ପୃକ୍ତି ରହିଥିବା ଅନ୍ୟ ଜଣେ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରାଯାଉଛି । ଏନେଇ ସାମ୍ବାଦିକ […]
Read More...
ଜିଲ୍ଲା 

ଜାତୀୟ ରାଜପଥ ପ୍ରଶସ୍ତିକରଣ ନାମରେ ବଳି ପଡ଼ିଲା ୨,୭୧୫ ଗଛ

ଜାତୀୟ ରାଜପଥ ପ୍ରଶସ୍ତିକରଣ ନାମରେ ବଳି ପଡ଼ିଲା ୨,୭୧୫ ଗଛ କୋରାପୁଟ, ସେପ୍‌ଟେମ୍ବର ୩୦ : ରାସ୍ତା ପ୍ରଶସ୍ତୀକରଣ ନାମରେ ବଳି ପଡ଼ୁଛି ବହୁ ମୂଲ୍ୟବାନ ଗଛ । କୋରାପୁଟ ଜିଲ୍ଲାର ବାରିଣୀପୁଟରୁ ବୋରିଗୁମ୍ମା, ବୋରିଗୁମ୍ମାରୁ ଇନ୍ଦ୍ରାବତୀ ବ୍ରିଜ୍‌ ପର୍ଯ୍ୟନ୍ତ ଜାତୀୟ ରାଜପଥ ୨୬ର ପ୍ରଶସ୍ତିକରଣ ଓ ନବୀକରଣ କାମ ଚାଳିଛି । ଏହି ୪୮କିଲୋ ମିଟିର ଏନ୍‌ଏଚ୍‌ ପ୍ରଶସ୍ତିକରଣ କାମ ପାଇଁ ଜୟପୁର ଏନ୍‌ଏଚ୍‌ ଏସଡିଓ ଡିଭିଜନ ଅଧିନରେ ବାରିଣୀପୁଟରୁ ବୋରିଗୁମ୍ମା ପର୍ଯ୍ୟନ୍ତ ୨୪୦୦ଟି ଗଛ ଓ ବୋରିଗୁମ୍ମାରୁ ଇନ୍ଦ୍ରାବତୀ ବ୍ରିଜ୍‌ ପର୍ଯ୍ୟନ୍ତ ୩୧୫ଟି ଗଛ ଏଭଳି […]
Read More...
ଜିଲ୍ଲା 

ଛେଳି ପାଇବ ଜାତୀୟ ମାନ୍ୟତା, ରୋଗ ପ୍ରତିରୋଧକ ଶକ୍ତି ଅଧିକ

ଛେଳି ପାଇବ ଜାତୀୟ ମାନ୍ୟତା, ରୋଗ ପ୍ରତିରୋଧକ ଶକ୍ତି ଅଧିକ କୋରାପୁଟ : କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ । ଏହି ବ୍ଲକରେ ଲୋକେ ସାଧାରଣତଃ ଛେଳି ଓ ଅନ୍ୟ ଗୃହପାଳିତ ପଶୁ ପାଳନ କରିଥାନ୍ତି । ତେବେ ନାରାୟଣପାଟଣା ଛେଳି ଏହି ସ୍ଥାନରେ ଏକ ସ୍‌୍ୱତନ୍ତ୍ର ପରିଚୟ ହାସଲ କରିଛି । ଏହା ଏକ ସ୍ଥାନୀୟ ପ୍ରଜାତି, ଯାହାର ରଙ୍ଗ ମୁଖ୍ୟତଃ ବାଦାମୀ, ବାଦାମୀ କଳା କିମ୍ବା ବାଦାମୀ ଧଳା । ଏହି ଛେଳିର ମୁଣ୍ଡଠାରୁ ଲାଞ୍ଜ ପର୍ଯ୍ୟନ୍ତ ଏକ କଳା […]
Read More...
ଓଡ଼ିଶା 

ଶାବର ଶ୍ରୀକ୍ଷେତ୍ରରେ ହେବନି ରଥ ଟଣା; କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ

ଶାବର ଶ୍ରୀକ୍ଷେତ୍ରରେ ହେବନି ରଥ ଟଣା; କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ ଭୁବନେଶ୍ୱର : ଜୁନ ୧୩: କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଚଳିତ ବର୍ଷ ହେବନି ରଥଟଣା I ଏହା ଉପରେ ରୋକ୍‌ ଲଗାଇଛି କୋରାପୁଟ ଜିଲ୍ଲା ପ୍ରଶାସନ । ଫଳରେ ମନ୍ଦିର ବାହାରେ ରଥ ଟଣା ହୋଇପାରିବ ନାହିଁ । କରୋନା ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ଗ୍ରହଣ କରାଯାଇଛି । ମନ୍ଦିର ଭିତରେ ହିଁ ରଥଯାତ୍ରାର ସମ୍ପୂର୍ଣ୍ଣ ନୀତିକାନ୍ତି ସମାପନ କରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେବାୟତମାନେ […]
Read More...

Advertisement