kolkata headline
ଅପରାଧ 

ଶିକ୍ଷକ ନିଯୁକ୍ତି ସ୍କାମ: ଟିଏମ୍‌ସି ବିଧାୟକ ଗିରଫ

ଶିକ୍ଷକ ନିଯୁକ୍ତି ସ୍କାମ: ଟିଏମ୍‌ସି ବିଧାୟକ ଗିରଫ କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ସ୍କାମରେ ବନ୍ଧା ହେଲେ ଟିଏମ୍ସିର ଆଉ ଜଣେ ବିଧାୟକ । ପୂର୍ବରୁ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ବନ୍ଧା ହୋଇଥିବା ବେଳେ ଏବେ ବିଧାୟକ ତଥା ତତ୍କାଳୀନ ବଙ୍ଗଳା ପ୍ରାଥମିକ ଶିକ୍ଷା ବୋର୍ଡର ଅଧ୍ୟକ୍ଷ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ବାନ୍ଧିଛି ଇଡି । ବିଧାୟକ ଭଟ୍ଟାଚାର୍ଯ୍ୟ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ଠକେଇ କରିଥିବା ଅଭିଯୋଗ ହୋଇଛି । ଗତକାଲି ଅପରାହ୍ନରେ ପଚରାଉଚରା ନିମନ୍ତେ ତାଙ୍କୁ କୋଲକତାସ୍ଥିତ ସିଜିଓ କମ୍ପ୍ଲେକ୍ସକୁ ଡକାଯାଇଥିଲା । ସେଠାରେ […]
Read More...
ଦେଶ- ବିଦେଶ 

ପାର୍ଥଙ୍କୁ ଜେରା କରି ବେଦମ୍‌ ଇଡି

ପାର୍ଥଙ୍କୁ ଜେରା କରି ବେଦମ୍‌ ଇଡି କୋଲକତା: ଇଡିକୁ କୌଣସି ପ୍ରକାର ସହଯୋଗ କରୁ ନାହାନ୍ତି ବେଙ୍ଗଲର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ । ସବୁବେଳେ ଥକାପଣର ବାହାନା ଦେଖାଇ ପ୍ରଶ୍ନକୁ ଟାଳିବାକୁ ଚେଷ୍ଟା କରୁଛନ୍ତି । ଏପରିକି ଷଡଯନ୍ତ୍ରର ଶିକାର ହୋଇ ଯାଇଥିବା ଅଭିଯୋଗ ମଧ୍ୟ କରୁଛନ୍ତି । ଇଡି ସହ ସେ ଏପରି ଲୁଚକାଳି ଖେଳ ଖେଳୁଥିବା ନେଇ ଏହାର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି । ଏପରି ପାର୍ଥ ଚାଟାର୍ଜୀଙ୍କୁ ବିଭିନ୍ନ ପ୍ରଶ୍ନ ଗୋଡ଼ାଇ ତୋଡ଼ାଇ ପଚାରି ଇଡି […]
Read More...
ଖେଳ  ଦେଶ- ବିଦେଶ 

ଭାରତୀୟ ଫୁଟବଲ ଟିମ୍‌ର ପୂର୍ବତନ କୋଚ୍‌ ସୁଭାଷ ଭୌମିକଙ୍କ ପରଲୋକ

ଭାରତୀୟ ଫୁଟବଲ ଟିମ୍‌ର ପୂର୍ବତନ କୋଚ୍‌ ସୁଭାଷ ଭୌମିକଙ୍କ ପରଲୋକ କୋଲକାତା: ଜାନୁଆରୀ ୨୨: ଫୁଟବଲ ତାରକା ତଥା ଭାରତୀୟ ଫୁଟବଲ ଟିମ୍‌ର ପୂର୍ବତନ କୋଚ୍‌ ସୁଭାଷ ଭୌମିକଙ୍କର ଆଜି ସକାଳେ ପରଲୋକ ଘଟିଛି । ଗତ ୩ ମାସ ଧରି କିଡନୀ ରୋଗରେ ପୀଡ଼ିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ କୋଲକାତାର ଇକବାଲପୁର ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତୁ୍ୟ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ଚିକିତ୍ସା ସମୟରେ ସେ କରୋନା ରୋଗରେ ସଂକ୍ରମିତ ହୋଇଥିଲେ । ତାଙ୍କର ବିୟୋଗରେ […]
Read More...
ଦେଶ- ବିଦେଶ 

କୋଲକାତା ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ପରଲୋକ

କୋଲକାତା ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ପରଲୋକ କୋଲକାତା: ନଭେମ୍ବର ୦୫: ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ସୁବ୍ରତ ମୁଖାର୍ଜୀଙ୍କ ଗତକାଲି ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ନିଶ୍ୱାସ ନେବାରେ ତାଙ୍କୁ କଷ୍ଟ ହେଉଥିଲା । କୋଲାକାତାର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସଧୀନ ଅବସ୍ଥାରେ ହିଁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ରାଜ୍ୟର ପଞ୍ଚୟତ ମନ୍ତ୍ରୀ ଥିଲେ । ଏହାସହିତ ସେ ଅନ୍ୟ ୩ଟି ବିଭାଗର ଦାୟିତ୍ୱରେ ମଧ୍ୟ ଥିଲେ । […]
Read More...

Advertisement