Koksara news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଟିର୍ଲିଆମ ଗାଁରେ ବ୍ୟାପିଲା ଝାଡ଼ାବାନ୍ତି, ପହଞ୍ଚିଲେ ମେଡିକାଲ ଟିମ
Published On
By Samaya Live
କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଦୁର୍ଗମ ଓ ଅପହଞ୍ଚ ର୍ଟିଲିଆମ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପୀ ଅନେକ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଖବର ପହଞ୍ଚିବା ପରେ କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସଙ୍କ ନେତୃତ୍ୱରେ ମେଡିକାଲ ଟିମ ର୍ଟିଲିଆମ ଗାଁ ରେ ପହଞ୍ଚି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି । ଗୁରବାର […]
ପ୍ରଶାସନର ଉଦ୍ୟମ ପରେ ତେଲେଙ୍ଗାନାରୁ ନିଜଗାଁ କୁ ଫେରିଲେ ବନ୍ଧକ ଦାଦନ
Published On
By Samaya Live
କୋକସରା: ତେଲେଙ୍ଗାନା ରାଜ୍ୟରେ କଳାହାଣ୍ଡି,ବଲାଙ୍ଗିର, ଜିଲ୍ଲାର ଦାଦନ ଶ୍ରମିକ ବନ୍ଧକ ଘଟଣାର ଭିଡ଼ିଓ ଭାଇରାଲ ସହ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ବୁଧବାର ନିଜ ଭିଟାମାଟିକୁ ଫେରିଛନ୍ତି ବନ୍ଧକ ଦାଦନ ଶ୍ରମିକ । ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କୋକସରା ଓ ଧର୍ମଗଡ ବ୍ଲକର ୨ ଦାଦନ ଶ୍ରମିକ ସମେତ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର ଦାଦନ ଶ୍ରମିକ ପରିବାରଙ୍କୁ ବଲାଙ୍ଗିର ଜିଲ୍ଲାର ଜଣେ ଦାଦନ ସର୍ଦ୍ଦାର ତେଲେଙ୍ଗାନା […]
ଅଙ୍ଗନୱାଡି ପିଲାଙ୍କ ଖେଲଣା କିଣାରେ ଦୁର୍ନିତୀ
Published On
By Samaya Live
କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧିନରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନଙ୍କ ଖେଲଣା କିଣାରେ ଦୁର୍ନୀତ ହୋଇଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ, ବ୍ଲକରେ ୨୭ ଟି ମିନି ଅଙ୍ଗନୱାଡି ସେଣ୍ଟର ଓ ୧୪୦ ସବ୍ ସେଣ୍ଟର ରହିଛି । ସମୁଦାୟ ୧୬୭ ଅଙ୍ଗନୱାଡି କେନ୍ଦ୍ର କୁ ୮ଟି ସେକଫର ରେ ଭାଗ କରାଯାଇଛି । ତେବେ ଲଡୁଗାଁ ସେକଫରରେ ୨୧ ଟି କେନ୍ଦ୍ର ରହିଥିବାବେଳେ […]
ଚର୍ଚ୍ଚାରେ ରିତେଶ, ଆଖୁ ବୁଜି କରିପାରୁଛନ୍ତି ସବୁ କାମ
Published On
By Samaya Live
କୋକସରା :କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନ ପୋଡାଗୁଡା ଗାଁର ଆଠ ବର୍ଷର ବିସ୍ମୟ ବାଳକ ରିତେଶ ସାହୁ । ସାଧାରଣତଃ ଆମ ଆଖିରେ ପଟି ବାନ୍ଧିଲେ ଆମକୁ କିଛି ଦେଖାଯାଏ ନାହିଁ । ହେଲେ ରିତେଶ ଆଖି ବନ୍ଦ କରି ସବୁ କାମ କରିପାରୁଛନ୍ତି । ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ । ସାନ ପୋଡାଗୁଡା ଗାଁର ବବୃବାହାନ ସାହୁ ଓ ସୁରଭି ସାହୁଙ୍କ ପୁଅ ରିତେଶ । ଗାଁ ସ୍କୁଲରେ ସେ ଦ୍ୱିତୀୟ […]
ନାଗ ବଂଶୀୟ ବାଲିଯାତ୍ରାର କଳସ ଯାତ୍ରା ସମ୍ପନ୍ନ
Published On
By Samaya Live
କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡହଗାଁ ପଞ୍ଚାୟତ ନୂଆଗୁଡା ନାଗପଡା ରେ ନାଗ ବଂଶୀୟ ଭାଇ ଭାଇଙ୍କ ଏକ ଜୁଟ ଫଳରେ ଦୀର୍ଘ ଷାଠିଏ ବର୍ଷ ପରେ ଭୀମା ବାଲିଯାତ୍ରା ଅନୁଷ୍ଠିତ ହୋଇଛି । ନାଗ ବଂଶୀୟ ପିତୃପୁରୁଷ ଙ୍କ ପରମ୍ପରା ରେ ଦୀର୍ଘ ଷାଠିଏ ବର୍ଷ ପରେ ଭୀମା ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ସମାପନ ପାଇଁ ମଙ୍ଗଳବାର ଶୁଭ ଖମ୍ବ ଓ କଳସ ଯାତ୍ରା ଆରମ୍ଭ ହୋଇଯାଇଛି । ନାଗ […]

