Kalahandi district
ଜିଲ୍ଲା 

ଶିରୋଲ ଗ୍ରାମରେ ଝାଡ଼ାବାନ୍ତି, ୬ଦିନରେ ୩୬ ଆକ୍ରାନ୍ତ ୨ ଗୁରୁତର

ଶିରୋଲ ଗ୍ରାମରେ ଝାଡ଼ାବାନ୍ତି, ୬ଦିନରେ ୩୬ ଆକ୍ରାନ୍ତ ୨ ଗୁରୁତର କେସିଙ୍ଗା : କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଶିରୋଲ ଗ୍ରାମରେ ୬ଦିନ ହେଲା ଝାଡ଼ାବାନ୍ତି ହେଉଛି । ଏହି ଗ୍ରାମର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା କ୍ଷୀର ଗୌଡ଼(୬୮), ଭୁବନ ସାହୁ(୨୦), କୁନି ବାଗ(୩୮),ନିରଞ୍ଜନ ନାୟକ(୫୦),ଲକ୍ଷଣ ବାଗ(୬୦) ,କମଳା ବେୱା(୬୦)ଦୋଳମଣି ବାଗ(୪୪),ମୋହିତ ଗୌଡ଼(୧୨) । ଏହିପରି ୩୬ ଜଣ ଗୁରୁତର ହୋଇ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି । ଏଥି ମଧ୍ୟରୁ ଯୋଗେନ୍ଦ୍ର ଗୌଡ଼(୫୦) ଓ ପଦୁ ଭୋଇ(୬୦)ଙ୍କ ଅବସ୍ଥା ଅତି ଗୁରୁତର ହେବାରୁ […]
Read More...
ଜିଲ୍ଲା  ଓଡ଼ିଶା 

ଭବାନୀପାଟଣାରେ ‘ଓପିଏସ୍‌ସି’ ପରୀକ୍ଷା କେନ୍ଦ୍ର ହେବ

ଭବାନୀପାଟଣାରେ ‘ଓପିଏସ୍‌ସି’ ପରୀକ୍ଷା କେନ୍ଦ୍ର ହେବ ଭବାନୀପାଟଣା : ଭବାନୀପାଟଣାରେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପରୀକ୍ଷା ପାଇଁ ଏକ ପରୀକ୍ଷା କେନ୍ଦ୍ର କରିବାକୁ ‘ଅଲ୍‌ ଓଡିଶା ସିଡୁ୍ୟଲ କାଷ୍ଟ ଫେଡେରେସନ’ କଳାହାଣ୍ଡି ଶାଖା ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବି କରାଯାଇଥିଲା । ସଙ୍ଗଠନ ପକ୍ଷରୁ ଏ ନେଇ ଆୟୋଗର କମିସନରଙ୍କୁ ଏକ ଚିଠି ଲେଖି ଅନୁରୋଧ କରାଯାଇଥିଲା । କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ସରକାରୀ କୃଷି ମହାବିଦ୍ୟାଳୟ, ଇଂଜିନିୟରିଂ କଲେଜ ସମେତ ଅନେକ ବେସରକାରୀ ଶିକ୍ଷାୟତନ ଥିବାରୁ ଏଠାରେ ପରୀକ୍ଷା କେନ୍ଦ୍ର କରିବାରେ […]
Read More...
ଜିଲ୍ଲା 

ଜୁନାଗଡ-ବିଶାଖାପାଟଣା ଦୈନିକ ଟ୍ରେନ୍‌ ଚଳାଚଳ ଆରମ୍ଭ ନକଲେ ଆନ୍ଦୋଳନ

ଜୁନାଗଡ-ବିଶାଖାପାଟଣା ଦୈନିକ ଟ୍ରେନ୍‌ ଚଳାଚଳ ଆରମ୍ଭ ନକଲେ ଆନ୍ଦୋଳନ ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଜୁନାଗଡ ରୋଡରୁ ବିଶାଖାପାଟଣା ପର୍ଯ୍ୟନ୍ତ ସିଧାସଳଖ ଟ୍ରେନ୍‌ ସଂଯୋଗ ଏବେ ମରୀଚିକା ପାଲଟିଛି । ରେଳ ବୋର୍ଡ ପକ୍ଷରୁ ଏହାର ଫିଜିବିଲିଟି ରିପୋର୍ଟ ନିମନ୍ତେ ଚିଠି କରାଯାଇଥିଲା । କି;ୁ ବିଭାଗ ପକ୍ଷରୁ ଫିଜିବିଲିଟି ନଥିବା ଦର୍ଶାଇବା ପରେ ଜନସାଧାରଣଙ୍କୁ ନିରାଶ ହେବାକୁ ପଡିଛି । ଏନେଇ କଳାହାଣ୍ଡି ସିଟିଜେନ୍‌ ଫୋରମ୍‌ ପକ୍ଷରୁ ଏକ ବୈଠକରେ ରେଳ ବିଭାଗ ପକ୍ଷରୁ ଜୁନାଗଡ-ବିଶାଖାପାଟଣା ଦୈନିକ ଟ୍ରେନ୍‌ ଚଳାଚଳ ଆରମ୍ଭ ନକଲେ ଆନ୍ଦୋଳନ କରାଯିବ […]
Read More...
ଜିଲ୍ଲା 

ପଶ୍ଚିମ ଓଡ଼ିଶାର ୮ ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣ ଶୂନ୍ୟ

ପଶ୍ଚିମ ଓଡ଼ିଶାର ୮ ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣ ଶୂନ୍ୟ ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ଲଗାତାର ଭାବେ ହ ୍ରାସ ପାଉଛି । ଦୈନିକ ସଂକ୍ରମଣ ହ ୍ରାସ ପାଇବା ସହ ଚିକିତ୍ସାଧୀନ ଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ବି କମୁଛି । ମଙ୍ଗଳବାର ପୂରା ପଶ୍ଚିମ ଓଡ଼ିଶାରେ ମାତ୍ର ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୫ ଜଣ ରହିଥିବା ବେଳେ ସମ୍ବଲପୁରରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ପଶ୍ଚିମ ଓଡ଼ିଶାର […]
Read More...
ଜିଲ୍ଲା 

ରାଜ୍ୟରେ ପ୍ରଥମ: ଡ୍ରୋନ ମାଧ୍ୟମରେ ଯକ୍ଷ୍ମା ନମୁନା ସଂଗ୍ରହ

ରାଜ୍ୟରେ ପ୍ରଥମ: ଡ୍ରୋନ ମାଧ୍ୟମରେ ଯକ୍ଷ୍ମା ନମୁନା ସଂଗ୍ରହ ଭବାନୀପାଟଣା: ଆଜି ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ପିରାମଲ ସ୍ୱାସ୍ଥ୍ୟର ମିଳିତ ଆନୁକୂଳ୍ୟରେ ଓଡିଶାରେ ପ୍ରଥମ ଥର ପାଇଁ କଳାହାଣ୍ଡି ଜିଲ୍ଲାରେ ଡ୍ରୋନ୍‌ ସାହାଯ୍ୟରେ ନମୁନା ସଂଗ୍ରହ ହୋଇଛି । କଳାହାଣ୍ଡିର କେସିଙ୍ଗା ଓ ନର୍ଲା ବ୍ଲକର ଗୋଷ୍ଠୀ ସେବା କେନ୍ଦ୍ରରୁ କଫ ସଗ୍ରହ କରି ଡ୍ରୋନ୍‌ ମାଧ୍ୟମରେ ଭବାନୀପାଟଣା ମୁଖ୍ୟ ଚିକିସିାଳୟକୁ ପରୀକ୍ଷା ପାଇଁ ପଠାଯାଇଥିଲା । ଏହି କାର୍ଯ୍ୟକ୍ରମର ମୂଲ ଉଦ୍ଦେଶ୍ୟ ହେଲା, ଆଦିବାସୀ ସମ୍ପ୍ରଦାୟର ଅପହଞ୍ଚ ଇଲାକାକୁ ସ୍ୱୟଂ ଚାଲିତ ଡ୍ରୋନ୍‌ ମାଧ୍ୟମରେ […]
Read More...
ଜିଲ୍ଲା 

ଦିନ ବେଳା ଭାରୀଯାନ ଚଳାଚଳକୁ ନେଇ ଭବାନୀପାଟଣା ସହରରେ ବିରୋଧ

ଦିନ ବେଳା ଭାରୀଯାନ ଚଳାଚଳକୁ ନେଇ ଭବାନୀପାଟଣା ସହରରେ ବିରୋଧ ଭବାନୀପାଟଣା : ସହରରେ ଦିନବେଳା ଭାରୀଯାନ ଚଳାଚଳ ନିଷେଧ ଥିବା ସତ୍ତେ୍ୱ ଭାରୀ ଟ୍ରକ୍‌ ଚାଲୁଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଫଳରେ ବ୍ୟସ୍ତବହୁଳ ଭବନୀପାଟଣା ସହରର ରାସ୍ତାରେ ଦୁର୍ଘଟଣା ଘଟୁଛି । ଏମିତି ପ୍ରତିବାଦ ସ୍ୱରୂପ କଳାହାଣ୍ଡି ବରିଷ୍ଠ ନାଗରିକ ସଂଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନିକଟରେ ଭବାନୀପାଟଣା ସହରର ବାଲାଜୀ ମନ୍ଦିର ନିକଟସ୍ଥ ପେଟ୍ରୋଲ ପମ୍ପ ସାମ୍ନା ସଡ଼କ ଉପରେ ସହର ଭିତରକୁ ଦ୍ରୁତ ଗତିରେ ଆସୁଥିବା ଏକ […]
Read More...

Advertisement