Jharkhand headline
ରାଜନୀତି 

ଲାଲୁଙ୍କ ମଡ଼େଲ ଆପଣେଇବେକି ହେମନ୍ତ ?

ଲାଲୁଙ୍କ ମଡ଼େଲ ଆପଣେଇବେକି ହେମନ୍ତ ? ରାଞ୍ଚି: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବାକୁ ନିର୍ବାଚନ ଆୟୋଗ ସୁପାରିଶ କରିଛନ୍ତି । ଏହି ଖବର ଆସିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି ଯେ ହେମନ୍ତ ସୋରେନ ଝାଡଖଣ୍ଡରେ ‘ରାବିଡି ମଡେଲ’କୁ ଆପଣେଇବେକି? ହେମନ୍ତ ସୋରେନ ତାଙ୍କ ପତ୍ନୀ କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ବାସ୍ତବରେ ୧୯୯୬ ମସିହାରେ, ତତ୍କାଳୀନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ନାମ ଚାରା ଦୁର୍ନୀତିରେ ଆସିବା ପରେ ବିରୋଧୀଙ୍କ […]
Read More...
ଦେଶ- ବିଦେଶ 

କରୋନା ଟିକା ନେବା ପରେ ସୁସ୍ଥ ହେଲେ ଶଯ୍ୟାଶାୟୀ ବ୍ୟକ୍ତି

କରୋନା ଟିକା ନେବା ପରେ ସୁସ୍ଥ ହେଲେ ଶଯ୍ୟାଶାୟୀ ବ୍ୟକ୍ତି ବୋକାରୋ : ଜାନୁଆରୀ ୧୫: କରୋନା ଟିକା ନେବା ପରେ ଜଣେ ଶଯ୍ୟାଶାୟୀ ବ୍ୟକ୍ତି ସୁସ୍ଥ ହେବା ଘଟଣା ଏବେ ସାରା ଦେଶକୁ ଆଚମ୍ବିତ କରିଦେଇଛି । ଏହି ଚମତ୍କାର ଘଟଣାଟି ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ ଘଟିଛି । ୪ବର୍ଷ ଧରି ପାରାଲିସ୍‌ ବା ପକ୍ଷାଘାତ ରୋଗରେ ଥିବା ଜଣେ ୫୫ ବର୍ଷୀୟ ବ୍ୟକ୍ତି ସୁସ୍ଥ ହୋଇ ଚଳପ୍ରଚଳ କରିପାରିବା ସହିତ ନିଜ ଗୋଡ଼ରେ ଠିଆ ହୋଇପାରୁଛନ୍ତି । ୪ ବର୍ଷ ତଳେ ବୋକାରୋ ଅନ୍ତର୍ଗତ ପେତରୱର୍‌ […]
Read More...

Advertisement