Indian recipe
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ମାଛ ଟିକ୍କା ମସଲା
Published On
By Samaya Live
ଆବଶ୍ୟକ ସାମଗ୍ରୀ ୨୫୦ ଗ୍ରାମ ମାଛ, ୧ ଚାମଚ ଧନିଆ ପାଉଡର, ୧ କପ ଦହି, ୧ ଚାମଚ ଅଦା-ରସୁଣ ପେଷ୍ଟ୍, ୧ ଚାମଚ ଲଙ୍କା ଗୁଣ୍ଡ, ୧ ଚାମଚ ଗରମ ମସଲା, ୧ ଚାମଚ କଳା ଜିରା, ଅଧା ଚାମଚ ସୋରିଷ, ହଳଦୀ, ସ୍ୱାଦନୁସାରେ ଲୁଣ, ତେଲ ପ୍ରସ୍ତୁତି ପ୍ରଣାଳୀ ମାଛ ଟିକ୍କା ମସଲା ପ୍ରସ୍ତୁତ ପାଇଁ ପ୍ରଥମେ ଏହାର ମସଲା ପ୍ରସ୍ତୁତ କରିବାକୁ ପଡ଼ିଥାଏ । ଏକ ପାତ୍ରରେ ଦହି, ଅଦାରସୁଣ ପେଷ୍ଟ, ଲୁଣ, […]
ଆଲମଣ୍ଡ ଚିକେନ୍ ମୋମୋ
Published On
By Samaya Live
ସାମଗ୍ରୀ – ୨୫୦ ଗ୍ରାମ ବୋନଲେସ ଚିକେନ କିମା , ଏକ ଚାମଚ କଟା ରସୁଣ, ୩ ଚାମଚ ଗାଜର କଟା, ୩ ଚାମଚ ସ୍ପିଙ୍ଗ ଓନିଅନ କଟା, ଏକ ଚାମଚ ଅଦା କଟା, ଏକ ଚାମଚ ସୋୟା ସସ୍, ଏକ ଚାମଚ ଅୟେଷ୍ଟର ସସ୍, ଏକ ଚାମଚ ରାଶିତେଲ, ଏକ ଚାମଚ ମରିଚ ଗୁଣ୍ଡ, ଗୋଟିଏ ଅଣ୍ଡା, ଅଧା କପ କଟା ଆଲମଣ୍ଡ ପ୍ରଣାଳୀ – ଗୋଟିଏ ପାତ୍ରରେ ଚିକେନ ନିଅନ୍ତୁ ଏଥିରେ ଆଲମଣ୍ଡ ବ୍ୟତିତ […]
ଓଟସ୍ ଦହି କବାବ
Published On
By Samaya Live
ସାମଗ୍ରୀ – ଏକ କପ ବସା ଦହି, ୩ରୁ ୪ କପ ଓଟସ୍ ଗୁଣ୍ଡ, ଅଳ୍ପ ମରିଚଗୁଣ୍ଡ, କଟା କଞ୍ଚାଲଙ୍କା, ଏକ ଚାମଚ ଗରମ ମସଲା, କଟା ଧନିଆ ପତ୍ର, ଏକ କପ ଗ୍ରେଟେଡ ପନିର, ଏକ ଚାମଚ ଚାଟ ମସଲା, ୨ ଚାମଚ ଖିସମିସ, ୨ଚାମଚ କାଜୁ । ପ୍ରଣାଳୀ- ଗୋଟିଏ ପାତ୍ରରେ ଦହି, ଲୁଣ, ଲଙ୍କାଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଗରମ ମସଲା, କଞ୍ଚାଲଙ୍କା, ଧନିଆ ପତ୍ର ପକାଇ ମିଶାନ୍ତୁ । ଏହାପରେ ଏଥିରେ ଓଟସ […]
ନଡିଆ କଦଳୀ ଇଡିଲ୍
Published On
By Samaya Live
ସାମଗ୍ରୀ – ଗୋଟିଏ କପ ଇଡିଲ୍ ଆଣ, ୬ଚାମଚ ଗୁଣ୍ଡ ଗୁଡ, ଅଳ୍ପ କିଛି ଗୁଜୁରାତି ଗୁଣ୍ଡ, ଅଧା ଖଣ୍ଡ କଟା କଦଳୀ, ଏକ କପ ନଡିଆ ରସ । ପ୍ରଣାଳୀ – ପ୍ରଥମେ ପିଠା ଆଣରେ କଦଳୀ, ଗୁଜୁରାତି ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଗୁଡ ମିଶାଇ ନିଅନ୍ତୁ । ଏହାକୁ ଇଡିଲ୍ ଛାଞ୍ଚରେ ଦେଇ ଇଡିଲ୍ ପ୍ରସ୍ତୁତ କରି ନିଅନ୍ତୁ । ଏହାପରେ ଏକ ପାତ୍ରରେ ନଡିଆ ରସକୁ ଗରମ କରନ୍ତୁ । ସେଥିରେ […]
ମୁଥିୟା ଚିକେନ୍ କବାବ୍
Published On
By Samaya Live
ସାମଗ୍ରୀ – ଅଧାକେଜି ହାଡ଼ ନଥିବା ଚିକେନ୍, ଗୋଟିଏ ପିଆଜ,୨ଚାମଚ ଅଦା ରସୁଣ ପେଷ୍ଟ, ଧନିଆ ପତ୍ର, ପୋଦିନା ପତ୍ର,ଏକ ଚାମଚ ଲଙ୍କାଗୁଣ୍ଡ, ଏକ ଚାମଚ ଗୋଲମରିଚ ଗୁଣ୍ଡ, ଏକ ଚାମଚ ଗରମ ମସଲା, ଏକ ଚାମଚ ଚାଟ୍ ମସଲା, ଏକ ଚାମଚ ଜୀରା ଗୁଣ୍ଡ, ଗୋଟେ କଞ୍ଚା ଲଙ୍କା । ପ୍ରଣାଳୀ – ପ୍ରଥମେ ପିଆଜ, ଅଦା, ରସୁଣ, ପୋଦିନା , ଧନିଆ ପତ୍ରକୁ ବାଟି ନିଅନ୍ତୁ । ଏହାପରେ ଚିକେନ୍ରେ ଲୁଣ, ଲଙ୍କାଗୁଣ୍ଡ,ମରିଚ ଗୁଣ୍ଡ, […]
ଭେଜ୍ ମଟକା ପଲଉ
Published On
By Samaya Live
ସାମଗ୍ରୀ – ଏକ କପ ବାସୁମତି ଚାଉଳ, ଅଧା ଚାମଚ ଗରମ ମସଲା, ୨ରୁ ୩ଟି ଲବଙ୍ଗ, ୨ଟି ଗୁଜୁରାତି, ଏକଟି ଅଳେଇଚ, ତେଜପତ୍ର ଗୋଟିଏ, ଏକ ଚାମଚ ଜୀରା, ଅଧା ଚାମଚ ଗୋଲମରିଚ ଗୁଣ୍ଡ, ଅଳ୍ପ ଲଙ୍କା ଗୁଣ୍ଡ, ଏକ ଚାମଚ ଧନିଆ ଗୁଣ୍ଡ, ଗୋଟିଏ କଟା ବଡ ପିଆଜ, ଅଳ୍ପ କଟାହୋଇଥିବା କୋବି, ଅଳ୍ପ କଟାହୋଇଥିବା ଗାଜର, ମଟର ଅଧାକପ (ଛୋଟ କପରେ), ୨ ଚାମଚ ଦହି, ଏକ ଚାମଚ ଅଦା ରସୁଣ ପେଷ୍ଟ, […]
ଚିଙ୍ଗୁଡ଼ି ବିରିୟାନୀ
Published On
By Samaya Live
ସାମଗ୍ରୀ – ୨୫୦ ଗ୍ରାମ ଚିଙ୍ଗୁଡି, ଅଧା ଚାମଚ ହଳଦୀ ପାଉଡର, ୨୫୦ ଗ୍ରାମ ବାସୁମତି ଚାଉଳ, ତିନି ଚାମଚ ତେଲ, ୩ଟି ଗୁଜୁରାତି, ୪ଟି ଲବଙ୍ଗ, ୨ଟି ତେଜପତ୍ର, ଗୋଟିଏ ବଡ ଟମାଟର୍ କଟା, ୨ଟି କଟା ପିଆଜ, ଅଧା କପ ଟମାଟର ରସ, ଗୋଟିଏ ଡାଲଚିନି ଖଣ୍ଡ, ଏକ ଚାମଚ ଜୀରା, ଏକ ଚାମଚ କାଶ୍ମିରି ଚିଲି ପାଉଡର, ଏକ ଚାମଚ ଧନିଆ ଗୁଣ୍ଡ, ୬ରୁ ୭ଟି ଭୁସଙ୍ଗ ପତ୍ର, ଏକ ଚାମଚ ଲେମ୍ବୁ […]
ମ୍ୟାଙ୍ଗେ ଜାମୁନ୍ ଫିରିନି
Published On
By Samaya Live
ସାମଗ୍ରୀ- ୨୫୦ଗ୍ରାମ ଆମ୍ବର ବହଳିଆ ରସ, ୨ଗ୍ରାମ ଗୁଜୁରାତି ଗୁଣ୍ଡ, ୨୦୦ଗ୍ରାମ ଖୀର, ପୂର୍ବ ପ୍ରସ୍ତୁତ ଗୋଲାପ ଜାମୁ , ଏକ ଗ୍ରାମ ପେସ୍ତା, ୨୫୦ ଗ୍ରାମ ଚାଉଳ, ୩୫୦ ଗ୍ରାମଚିନି । ପ୍ରଣାଳୀ- ପ୍ରଥମେ ଚାଉଳକୁ ବତୁରାଇ ଧୋଇନିଅନ୍ତୁ । ଏହାପରେ ଖୀର ଗରମ କରନ୍ତୁ, ଏଥିରେ ଚାଉଳ ମିଶାଇ ଏହାକୁ ରାନ୍ଧନ୍ତୁ । ଏହାକୁ ସିଝିବାକୁ ଦିଅନ୍ତୁ । ପରେ ଏଥିରେ ଚିନି ମିଶାନ୍ତୁ । ଚିନି ଗୋଳାଇବା ପରେ ଏଥିରେ ଆମ୍ବରସ ଓ […]
କଦଳୀ ଇଡିଲ୍ ସହ ନଡିଆଗୁଡ ସସ୍
Published On
By Samaya Live
ସାମଗ୍ରୀ – ଗୋଟିଏ କପ ଇଡିଲ୍ ଆଣ, ୪ଚାମଚ ଗୁଣ୍ଡ ଗୁଡ, ସ୍ୱାଦ ଅନୁସାରେ ଲୁଣ, ଅଳ୍ପ ଗୁଜୁରାତି ଗୁଣ୍ଡ, ୧ଟା ପାଚିଲା କଦଳୀ କଟା, ଗୋଟିଏ କପ ନଡିଆ ରସ,୨ଚାମଚ ଗୁଡ ଗୁଣ୍ଡ । ପ୍ରଣାଳୀ – ପ୍ରଥମେ ଇଡିଲି ପ୍ରସ୍ତୁତ ପାଇଁ ସମସ୍ତ ସାମଗ୍ରୀ ଯଥା କଦଳୀ, ଆଣ, ଗୁଣ୍ଡଗୁଡ, ଲୁଣ, ଗୁଜୁରାତି ଗୁଣ୍ଡକୁ ମିଶାଇ ନିଅନ୍ତୁ । ଏହାପରେ ଇଡି୍ଲ ଛାଞ୍ଚରେ ତେଲ ଲଗାନ୍ତୁ ଏଥିରେ ପ୍ରସ୍ତୁତ ହୋଇଥିବା ଆଣକୁ ଦେଇ ଇଡିଲ୍ […]
ମଟନ୍ କଟଲେଟ୍
Published On
By Samaya Live
ସାମଗ୍ରୀ – ୨୦୦ ଗ୍ରାମ ଗ୍ରେଟ୍ ମଟନ୍,ଛୋଟ କଟାହୋଇଥିବା ପିଆଜ ଏକଟା, ସିଝା ଆଳୁ ୨ଟି, ଏକ କପ୍ କର୍ଣ୍ଣଫ୍ଲୋର, ଏକ ଚାମଚ ଭିନେଗାର, ୨ଟି କଞ୍ଚଲଙ୍କା କଟାହୋଇଥିବା, ଏକ ଚାମଚ ଅଦା ରସୁଣ ପେଷ୍ଟ, ଅଧା ଚାମଚ ଗରମ ମସଲା, ଅଧା ଚାମଚ ଲଙ୍କା ଗୁଣ୍ଡ, କଟା ହୋଇଥିବା ଧନିଆ ପତ୍ର, ଅଧା ଚାମଚ ଚାଟ ମସଲା । ପ୍ରଣାଳୀ – ମିଡିଅମ୍ ଆଞ୍ଚରେ ପ୍ୟାନ୍ ବସାଇ ତେଲ ପକାଇ ପିଆଜ ଭାଜନ୍ତୁ । ଅଳ୍ପ […]
ମସାଲା ଚିଜ୍ ଟୋଷ୍ଟ
Published On
By Samaya Live
ସାମଗ୍ରୀ- ଗୋଟିଏ କଟା ପିଆଜ, କଟା କ୍ୟାପ୍ସିଅମ୍, ଗାଜର , ଅଧା ଚାମଚ ଲଙ୍କା ଗୁଣ୍ଡ, ଅଧା ଚାମଚ ମରିଚଗୁଣ୍ଡ, ଅଧା ଚାମଚ ଧନିଆ ପାଉଡର, ୨ଟି ବ୍ରେଡ୍, ଚିଜ୍ । ପ୍ରଣାଳୀ – ପ୍ରଥମେ ସବୁ ପରିବାକୁ କାଟି ନିଅନ୍ତୁ । ଏଥିରେ ସମସ୍ତ ମସଲା ଗୁଣ୍ଡ ମିଶାନ୍ତୁ । ଏହାକୁ ଅଳ୍ପ ସମୟ ପାଇଁ ଭାଜନ୍ତୁ । ଏହାପରେ ବ୍ରେଡର ଗୋଟିଏ ପଟ ଟୋଷ୍ଟ କରନ୍ତୁ । ଏହାପରେ ବ୍ରେଡ୍ରେ ଆଗରୁ ପ୍ରସ୍ତୁତ ମସଲା […]
ମଟନ୍ ଆକବରୀ
Published On
By Samaya Live
ସାମଗ୍ରୀ – ଏକ ଚାମଚ ଘିଅ, ଏକ ଚାମଚ ଅଏଲ୍ ସଲଫ, ୫୦୦ ଗ୍ରାମ ଖାସୀମାଂସ, ଏକ ଚାମଚ ଅଦା ରସୁଣ ପେଷ୍ଟ, ୨ ଟମାଟୋ, ୩ଟି କଞ୍ଚାଲଙ୍କା, ୩ ଚାମଚ ଦହି,ହଳଦୀ, ଏକ ଚାମଚ ଚାଟ୍ ମସଲା, ଏକ ଚାମଚ ମରିଚ ଗୁଣ୍ଡ, ଏକ ଚାମଚ ଲଙ୍କା ଗୁଣ୍ଡ, ଏକ ଚାମଚ ଗରମ ମସଲା ଗୁଣ୍ଡ, ଏକ ଚାମଚ ରେଡ୍ ଚିଲି ଫ୍ଲେକ୍ସ , ଲେମ୍ବୁ ରସ । ପ୍ରଣାଳୀ- ପ୍ରଥମେ ଏକ ପ୍ୟାନ୍ରେ ଘିଅ […]

