ପ।ହ।ଡ ଉପରେ ଫସି ରହିଥିବ। ଯୁବକଙ୍କୁ ଉଦ୍ଧାର କଲେ ଯବାନ

ଥିରୁବନନ୍ତପୁରମ୍: ଫେବୃଆରୀ ୦୯: ସୋମବ।ର ଠ।ରୁ କେରଳର ପ।ଲକ୍କ।ଡର ଏକ ପ।ହ।ଡ ଉପରେ ଫସି ରହିଥିବ। ଜଣେ ଯୁବକଙ୍କୁ ଆଜି ସକ।ଳେ ସେନ। ଉଦ୍ୟମ ପରେ ଉଦ୍ଧ।ର କର।ଯ।ଇଥିଲ।। ସୁରକ୍ଷିତ ଅବସ୍ଥାରେ ରହି ସେ ଭାରତୀୟ ସେନାକୁ ଧନ୍ୟବ।ଦ ଜଣାଇ ‘ଭ।ରତୀୟ ସେନ। କି ଜୟ, ଭ।ରତ ମ।ତ। କି ଜୟ‘ କହି ଯବାନମ।ନଙ୍କ ସହ ଯୋଗ ଦେଇଥିଲେ। ସୋମବ।ର ଦିନ ଦୁଇ ସ।ଙ୍ଗଙ୍କ ସହ ଆର ବ।ବୁ ମ।ଲ।ମପୁଜ।ର ଚେର।ଡ ହିଲ ଉପରକୁ ଚଢିଥିଲେ। କିନ୍ତୁ […]

Samaya Live Picture
Published On

ଥିରୁବନନ୍ତପୁରମ୍: ଫେବୃଆରୀ ୦୯: ସୋମବ।ର ଠ।ରୁ କେରଳର ପ।ଲକ୍କ।ଡର ଏକ ପ।ହ।ଡ ଉପରେ ଫସି ରହିଥିବ। ଜଣେ ଯୁବକଙ୍କୁ ଆଜି ସକ।ଳେ ସେନ। ଉଦ୍ୟମ ପରେ ଉଦ୍ଧ।ର କର।ଯ।ଇଥିଲ।। ସୁରକ୍ଷିତ ଅବସ୍ଥାରେ ରହି ସେ ଭାରତୀୟ ସେନାକୁ ଧନ୍ୟବ।ଦ ଜଣାଇ ‘ଭ।ରତୀୟ ସେନ। କି ଜୟ, ଭ।ରତ ମ।ତ। କି ଜୟ‘ କହି ଯବାନମ।ନଙ୍କ ସହ ଯୋଗ ଦେଇଥିଲେ।
ସୋମବ।ର ଦିନ ଦୁଇ ସ।ଙ୍ଗଙ୍କ ସହ ଆର ବ।ବୁ ମ।ଲ।ମପୁଜ।ର ଚେର।ଡ ହିଲ ଉପରକୁ ଚଢିଥିଲେ। କିନ୍ତୁ ଚଢିବା ସମୟରେ ତଳକୁ ଖସି ଦୁଇଟି ପଥର ମଧ୍ୟରେ ଫସି ରହିଲେ ।
ତେବେ ଉଦ୍ଧ।ର କ।ର୍ଯ୍ୟରେ ସମ୍ପୃକ୍ତ ଅଧିକ।ରୀଙ୍କୁ ମୁଖ୍ୟମନ୍ତ୍ରୀ ବିଜୟ ଧନ୍ୟବ।ଦ ଜଣ।ଇବ। ସହ ଯୁବକଙ୍କ ସ୍ୱ।ସ୍ଥ୍ୟ ଅବସ୍ଥ। ଫେର।ଇ ଆଣିବ। ପ।ଇଁ ଯତ୍ନ ନିଆଯିବ ବୋଲି କହିଛନ୍ତି।