indian army
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
୨୪ ଘଣ୍ଟାରେ ୩ଟି ପୃଥକ୍ ସ୍ଥାନରେ ଏନ୍କାଉଣ୍ଟ: ୭ ଆତଙ୍କବାଦୀ ନିହତ
Published On
By Samaya Live
ଶ୍ରୀନଗର: ଜୁନ୍ ୨୦: ଆଜି ସେନା ଓ ଜମ୍ମୁ ଓ କଶ୍ମୀର ପୋଲିସଙ୍କ ମିଳିତ ଉଦ୍ୟମରେ ଏକ ବଡ଼ ଧରଣର ଆତଙ୍କବାଦୀ ନିରୋଧୀ ଅଭିଯାନ କରାଯାଇଛି । ଗତ ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ କଶ୍ମୀରର କୁପ୍ୱାରା, କୁଲ୍ଗାମ ଏବଂ ପୁଲ୍ୱାମା ଜିଲ୍ଲାରେ ୩ଟି ପୃଥକ୍ ସ୍ଥାନରେ ଏନ୍କାଉଣ୍ଟର କରାଯାଇଛି । ଏଥିରେ ୪ଜଣ ପାକିସ୍ତନୀଙ୍କ ସମେତ ୭ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ହୋଇଥିବା ୭ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୫ଜଣ ‘ଏଲ୍ଇଟି’ ସହିତ […]
ଆରମ୍ଭ ହେଲା ଭାରତୀୟ ସେନାର ନୂଆ ନିୟୁକ୍ତି ‘ଅଗ୍ନିପଥ’
Published On
By Samaya Live
ଦିଲ୍ଲୀ: ଜୁନ୍ ୧୪: ସେନାରେ ଭର୍ତ୍ତି ହେବା ପାଇଁ ଭାରତ ସରକାର ଆଜି ‘ଅଗ୍ନିପଥ’ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନା ଅଧିନରେ ଭାରତୀୟ ଯୁବକ ସ୍ଥଳସେନା, ନୌସେନା ଓ ବାୟୁସେନାରେ ଯୋଗ ଦେଇ ଦେଶ ପାଇଁ ସୁଯୋଗ ମିଳିବ । ଯାହାକୁ ‘ଟୁର୍ ଅଫ୍ ଡୁ୍ୟଟି’କୁହାଯାଉଛି । ମହିଳାମାନେ ମଧ୍ୟ ଏହି ଅଗ୍ନିପଥ ଯୋଜନାରେ ନିୟୁକ୍ତି ପାଇବେ । ଯୋଜନା ଅଧୀନରେ ଭର୍ତ୍ତି ହୋଇଥିବା ୮୦% ଯୁବକଙ୍କୁ ଏଥିରୁ ବିରାମ ଦିଆଯିବ । ହେଲେ […]
ଏବେ ସେନାରେ କେବଳ ୪ ବର୍ଷ ପାଇଁ ମିଳିବ ନିଯୁକ୍ତି
Published On
By Samaya Live
ଦିଲ୍ଲୀ: ଦୀର୍ଘ ୨୫୦ ବର୍ଷ ଧରି ଭାରତୀୟ ସେନାରେ ଚାଲିଥିବା ନିଯୁକ୍ତି ପ୍ରକ୍ରିୟା ସବୁଦିନ ପାଇଁ ବଦଳିବାକୁ ଯାଉଛି । ଏବେ ସେନାରେ ଜାତି, ଧର୍ମ ଓ ଆଞ୍ଚଳିକତା ହିସାବରେ ମିଳୁଥିବା ନିଯୁକ୍ତି ପ୍ରକ୍ରିୟା ମଧ୍ୟ ବଦଳିବାକୁ ଯାଇଛି । ଆଶା କରାଯାଉଛି କି, ସରକାର ଚଳିତ ସପ୍ତାହରେ ଏନେଇ ଘୋଷଣା କରିପାରନ୍ତି । ସରକାର ଏହି ପ୍ରକ୍ରିୟାରେ ନିଯୁକ୍ତିକୁ ‘ଅଗ୍ନିପଥ’ ବୋଲି ନାମକରଣ କରାଯାଇଛି । ରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି […]
ପ।ହ।ଡ ଉପରେ ଫସି ରହିଥିବ। ଯୁବକଙ୍କୁ ଉଦ୍ଧାର କଲେ ଯବାନ
Published On
By Samaya Live
ଥିରୁବନନ୍ତପୁରମ୍: ଫେବୃଆରୀ ୦୯: ସୋମବ।ର ଠ।ରୁ କେରଳର ପ।ଲକ୍କ।ଡର ଏକ ପ।ହ।ଡ ଉପରେ ଫସି ରହିଥିବ। ଜଣେ ଯୁବକଙ୍କୁ ଆଜି ସକ।ଳେ ସେନ। ଉଦ୍ୟମ ପରେ ଉଦ୍ଧ।ର କର।ଯ।ଇଥିଲ।। ସୁରକ୍ଷିତ ଅବସ୍ଥାରେ ରହି ସେ ଭାରତୀୟ ସେନାକୁ ଧନ୍ୟବ।ଦ ଜଣାଇ ‘ଭ।ରତୀୟ ସେନ। କି ଜୟ, ଭ।ରତ ମ।ତ। କି ଜୟ‘ କହି ଯବାନମ।ନଙ୍କ ସହ ଯୋଗ ଦେଇଥିଲେ। ସୋମବ।ର ଦିନ ଦୁଇ ସ।ଙ୍ଗଙ୍କ ସହ ଆର ବ।ବୁ ମ।ଲ।ମପୁଜ।ର ଚେର।ଡ ହିଲ ଉପରକୁ ଚଢିଥିଲେ। କିନ୍ତୁ […]
୧୫ ହଜାର ଫୁଟ ଉପରେ ଉଡିଲା ତ୍ରୀରଙ୍ଗା
Published On
By Samaya Live
ଲଦାଖ: ଜାନୁଆରୀ ୨୭: ଗତକାଲି ଦେଶ ପ।ଳନ କରିଛି ୭୩ ତମ ଗଣତନ୍ତ୍ର ଦିବସ । ଏହି ଅବସରରେ ୧୫ ହଜ।ର ଫୁଟ ଉପରେ ଯବ।ନଙ୍କ ପରେଡ୍ ଦେଖିବ।କୁ ମିଳିଛି । ଲଦ।ଖ ବର୍ଡରରେ ମ।ଇନସ୍ ୩୫ ଡିଗ୍ରୀ ତ।ପମ।ତ୍ର।ରେ ଆଇଟିବିପିର ଯବ।ନମ।ନେ ତ୍ରିରଙ୍ଗ। ଉଡ।ଇଛନ୍ତି । ସେହିପରି ହିମ।ଚଳ ପ୍ରଦେଶରେ ୧୬ ହଜ।ର ଫୁଟ ଉପରେ ଆଇଟିବିପିର ଯବ।ନମ।ନେ ତ୍ରିରଙ୍ଗ। ଉଡ।ଇବ। ସହ ପରେଡ୍ କରିଛନ୍ତି । ଉତ୍ତର।ଖଣ୍ଡରେ ବି ଯବ।ନମ।ନେ ମ।ଇନସ୍ ୨୦ ଡିଗ୍ରୀ […]
ଏନକାଉଣ୍ଟରରେ ୬ ଆତଙ୍କବାଦୀ ନିହତ
Published On
By Samaya Live
ଜ।ମ୍ମୁ-କ।ଶ୍ମୀର: ଡିସେମ୍ବର ୩୦: ଜ।ମ୍ମୁ-କ।ଶ୍ମୀରର ଅନନ୍ତନ।ଗ ଓ କୁଲଗ।ଁଓରେ ସୁରକ୍ଷ।କର୍ମୀ ଓ ଆତଙ୍କବ।ଦୀଙ୍କ ମଧ୍ୟରେ ଦୁଇଟି ଏନକାଉଣ୍ଟରରେ ୨ ପ।କିସ୍ତ।ନ ନ।ଗରିକଙ୍କ ସମେତ ୬ ଆତଙ୍କବ।ଦୀ ପ୍ର।ଣ ହର।ଇଛନ୍ତି । ପ୍ର।ଣ ହର।ଇଥିବ। ଆତଙ୍କବ।ଦୀ ଜୈଶ-ଏ-ମହମ୍ମଦର ବୋଲି ଜଣ।ପଡିଛି । ଘଟଣାରେ ଜଣେ ପୁଲିସ କର୍ମୀ ବି ଆହତ ହୋଇଛନ୍ତି । ସେନ।, ସିଆରପିଏଫ ଓ କ।ଶ୍ମୀର ପୁଲିସର ମିଳିତ ଉଦ୍ୟମରେ ଗତ ୨୪ ଘଣ୍ଟା ମଧ୍ୟରେ ୬ ଜଣ ଆତଙ୍କବ।ଦୀ ନିପ।ତ ହୋଇଛନ୍ତି । ବିଶ୍ୱସ୍ଥ […]
ସେନାକୁ ଅଧିକ ଶକ୍ତିଶାଳୀ କରାଇବ ‘ଅର୍ଜୁନ ଏମ୍କେ-୧’ କମାଣ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୨୪ : ଭାରତୀୟ ସେନାର ଯୁଦ୍ଧ କ୍ଷମତାକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ରକ୍ଷାମନ୍ତ୍ରାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ପ୍ରାୟ ୭, ୫୨୩ କୋଟି ଟଙ୍କା ବ୍ୟୟରେ କେନ୍ଦ୍ର ୧୧୮ଟି ‘ଅର୍ଜୁନ ଏମ୍କେ-୧’ ମଡେଲ ଟ୍ୟାଙ୍କ ବା କମାଣ ପ୍ରସ୍ତୁତ କରିବା ପାଇଁ ନିଷ୍ପିତ୍ତି ନେଇଛି । ଯାହା ସେନାକୁ ଦ୍ୱିଗୁଣିତ ଶକ୍ତିଶାଳୀ କରାଇବ । ସୂଚନା ଅନୁସାରେ, ଅର୍ଜୁନ ଏମକେ-୧ କମାଣର ପ୍ରସ୍ତୁତି ପାଇଁ ପ୍ରତିରକ୍ଷା ବିଭାଗ ଚେନ୍ନାଇ ସ୍ଥିତ […]
ମହିଳାଙ୍କୁ ‘ପର୍ମାନେଣ୍ଟ୍ କମିସନ୍ଦ ଦେବାକୁ ତିନି ସେନା ମୁଖ୍ୟ ରାଜି: ସୁପ୍ରିମ୍ କୋର୍ଟଙ୍କୁ ଜଣାଇଲେ କେନ୍ଦ୍ର ସରକାର
Published On
By Samaya Live
ନୂଆଦିଲ୍ଲୀ: ମହିଳାମାନଙ୍କୁ ‘ପର୍ମାନେଣ୍ଟ୍ କମିସନ୍ଦ ଦେବା ସହ ସେମାନଙ୍କୁ ‘ଏନଡ଼ିଏଦ ଓ ନେଭାଲ୍ଏକାଡେମିଦକୁ ପ୍ରବେଶ କରିବା ନିମନ୍ତେ ଅନୁମତି ଦେବା ଲାଗି ତିନି ସେନା ମୁଖ୍ୟ ଏବଂ ସରକାର ନିଷ୍ପତ୍ତି ଗ୍ରହଣ କରିଥିବା ନେଇ ଅତିରିକ୍ତ ସଲିସିଟର୍ ଜେନେରାଲ୍ ଐଶ୍ୱର୍ଯ୍ୟା ଭାଟୀ ସୁପ୍ରିମ୍ କୋର୍ଟଙ୍କୁ ଜଣାଇଛନ୍ତି । ସର୍ବୋଚ୍ଚ ଅଦାଲତଙ୍କୁ ସେ କହିଲେ, ମୋ ପାଖରେ ଗୁରୁିତ୍ୱପୂର୍ଣ୍ଣ ଖବର ରହିଛି । ‘ଏନଡ଼ିିଏଦ ଓ ନାଭାଲ୍ଏକାଡେମିଦ ଜରିଆରେ ଝିଅମାନଙ୍କୁ ‘ପର୍ମାନେଣ୍ଟ୍ କମିସନ୍ଦ ଦେବା ପାଇଁ ସେନା ମୁଖ୍ୟମାନେ […]

