young man who was trapped on a hill
ଦେଶ- ବିଦେଶ 

ପ।ହ।ଡ ଉପରେ ଫସି ରହିଥିବ। ଯୁବକଙ୍କୁ ଉଦ୍ଧାର କଲେ ଯବାନ

ପ।ହ।ଡ ଉପରେ ଫସି ରହିଥିବ। ଯୁବକଙ୍କୁ ଉଦ୍ଧାର କଲେ ଯବାନ ଥିରୁବନନ୍ତପୁରମ୍: ଫେବୃଆରୀ ୦୯: ସୋମବ।ର ଠ।ରୁ କେରଳର ପ।ଲକ୍କ।ଡର ଏକ ପ।ହ।ଡ ଉପରେ ଫସି ରହିଥିବ। ଜଣେ ଯୁବକଙ୍କୁ ଆଜି ସକ।ଳେ ସେନ। ଉଦ୍ୟମ ପରେ ଉଦ୍ଧ।ର କର।ଯ।ଇଥିଲ।। ସୁରକ୍ଷିତ ଅବସ୍ଥାରେ ରହି ସେ ଭାରତୀୟ ସେନାକୁ ଧନ୍ୟବ।ଦ ଜଣାଇ ‘ଭ।ରତୀୟ ସେନ। କି ଜୟ, ଭ।ରତ ମ।ତ। କି ଜୟ‘ କହି ଯବାନମ।ନଙ୍କ ସହ ଯୋଗ ଦେଇଥିଲେ। ସୋମବ।ର ଦିନ ଦୁଇ ସ।ଙ୍ଗଙ୍କ ସହ ଆର ବ।ବୁ ମ।ଲ।ମପୁଜ।ର ଚେର।ଡ ହିଲ ଉପରକୁ ଚଢିଥିଲେ। କିନ୍ତୁ […]
Read More...

Advertisement