ସୁପ୍ରିମକୋର୍ଟଙ୍କ ବଡ ରାୟ: ବାଧ୍ୟତାମୂଳକ ନୁହେଁ ଟିକାକରଣ

ନୂଆଦିଲ୍ଲୀ: ଜାନୁଆରୀ ୧୭: କୋଭିଡ ଟିକ।କରଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ର।ୟ । ବିନା ଇଚ୍ଛାରେ ବା ବାଧ୍ୟତାମୂଳକ ଭାବରେ ଦିଆଯାଇ ପାରିବନି କୋଭିଡ ଟୀକା। ଏନେଇ କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ବର୍ତ୍ତମାନର କୋଭିଡ ସଂକ୍ରମଣ ଅସମ୍ଭାଳ ହୋଇଥିବାବେଳେ ଏପରି ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ। ନିକଟରେ ଦିବ୍ୟ।ଙ୍ଗ ମ।ନଙ୍କୁ ବିଭିନ୍ନ କ୍ଷେତ୍ରରେ ଟିକ।କରଣର ପ୍ରମ।ଣପତ୍ର ବ।ଧ୍ୟତ।ମୂଳକ କର।ଯ।ଇଥିବ।ରୁ ଇଭ।ର। ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଆଇଏଲ୍ ଫ।ଇଲ କର।ଯ।ଇଥିଲ। । ସେହି ଆବେଦନରେ ଭିନ୍ନକ୍ଷମମ।ନେ […]

Samaya Live Picture
Published On

ନୂଆଦିଲ୍ଲୀ: ଜାନୁଆରୀ ୧୭: କୋଭିଡ ଟିକ।କରଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ର।ୟ । ବିନା ଇଚ୍ଛାରେ ବା ବାଧ୍ୟତାମୂଳକ ଭାବରେ ଦିଆଯାଇ ପାରିବନି କୋଭିଡ ଟୀକା। ଏନେଇ କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ବର୍ତ୍ତମାନର କୋଭିଡ ସଂକ୍ରମଣ ଅସମ୍ଭାଳ ହୋଇଥିବାବେଳେ ଏପରି ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ।

ନିକଟରେ ଦିବ୍ୟ।ଙ୍ଗ ମ।ନଙ୍କୁ ବିଭିନ୍ନ କ୍ଷେତ୍ରରେ ଟିକ।କରଣର ପ୍ରମ।ଣପତ୍ର ବ।ଧ୍ୟତ।ମୂଳକ କର।ଯ।ଇଥିବ।ରୁ ଇଭ।ର। ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଆଇଏଲ୍ ଫ।ଇଲ କର।ଯ।ଇଥିଲ। । ସେହି ଆବେଦନରେ ଭିନ୍ନକ୍ଷମମ।ନେ ଟିକା କେନ୍ଦ୍ରକୁ ଯିବାରେ ଅସୁବିଧା ପାଇଁ ପ୍ରାଥମିକତା ଭିତ୍ତିରେ ଟିକା ଦେବକୁ କୁହାଯାଇଥିଲା। ତେବେ ଏନେଇ କେନ୍ଦ୍ର ସରକ।ର ଏକ ସତ୍ୟପ।ଠ ଦ।ଖଲ କରି କହିଛନ୍ତି ଯେ, କୋଭିଡ ଟିକ।କରଣକୁ ନେଇ କୌଣସି ଏସଓପି ଜ।ରି କର।ଯ।ଇ ନ।ହିଁ। ଏବଂ ସରକାରଙ୍କ ଡୋର ଟୁ ଡୋର ଭ୍ୟାକ୍ସିନ ଅଭିଯାନରେ ସମସ୍ତଙ୍କୁ ସାମିଲ କରିବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମ କୋର୍ଟ।