Supreme Court
ଦେଶ- ବିଦେଶ 

କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର ଅଭିଯୋଗରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ୧୪ ବିରୋଧୀ ଦଳ

କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର ଅଭିଯୋଗରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ୧୪ ବିରୋଧୀ ଦଳ ନୂଆଦିଲ୍ଲୀ, ୨୪/୩ : କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ହେଉଥିବା ଅଭିଯୋଗ କରି ୧୪ଟି ବିରୋଧୀ ଦଳ ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କଂଗ୍ରେସ ନେତୃତ୍ବରେ ୧୪ଟି ବିରୋଧୀ ଦଳ ଆଜି ସୁପ୍ରିମକୋର୍ଟରେ ଏକ ଆବେଦନ କରି କହିଛନ୍ତି ଯେ ଇଡି ଏବଂ ସିବିଆ‌ଇ ପରି କେନ୍ଦ୍ରୀୟ ସଂସ୍ଥା ଗୁଡ଼ିକ କେବଳ ବିଜେପିର ପ୍ରତିଦ୍ବନ୍ଦ୍ବୀଙ୍କୁ ଟାର୍ଗେଟ୍‌ କରୁଛନ୍ତି। ଅନ୍ୟ ଦଳର ନେତା ବିଜେପିରେ ଯୋଗ ଦେବାପରେ ସେମାନଙ୍କ ବିରୋଧରେ ଥିବା ମାମଲା ହଟାଯାଉଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। […]
Read More...
ବିଶ୍ବ 

ରୁଷରେ ପଢ଼ିବେ ୟୁକ୍ରେନ ଫେରନ୍ତା ଭାରତୀୟ ଛାତ୍ର

ରୁଷରେ ପଢ଼ିବେ ୟୁକ୍ରେନ ଫେରନ୍ତା ଭାରତୀୟ ଛାତ୍ର ନୂଆଦିଲ୍ଲୀ : ଯୁଦ୍ଧ ପାଇଁ ୟୁକ୍ରେନରେ ଡାକ୍ତରୀ ପୁଥିବା ଅନେକ ଭାରତୀୟ ଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି । ଯୁଦ୍ଧ ପାଇଁ ୟୁକ୍ରେନ୍‌ ଛାଡ଼ି ଭାରତ ପଳାଇ ଆସିଥିବା ଡାକ୍ତରୀ ଛାତ୍ରମାନେ ଭାରତରେ ପଢ଼ିବା ସୁଯୋଗ ପାଇଲେନି । ଇତିମଧ୍ୟରେ ଚେନ୍ନାଇରେ ରୁଷର ବାଣିଜି୍ୟକ ରାଷ୍ଟ୍ରଦୂତ ଓଲେଗ ଅବଦୀବ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଓଲେଗ କହିଛନ୍ତି, ୟୁକ୍ରେନରେ ପଢ଼ୁଥିବା ଭାରତୀୟ ମେଡିକାଲ ଛାତ୍ର ଯେଉଁମାନେ ୟୁକ୍ରେନ୍‌ ଛାଡ଼ି ଦେଇଛନ୍ତି ସେମାନେ ରୁଷରେ […]
Read More...
ଦେଶ- ବିଦେଶ 

ହିଜାବ ନିଷେଧ ମାମଲା : କର୍ଣ୍ଣାଟକ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ , ସେପ୍ଟେମ୍ବର ୫ ରେ ହେବ ଶୁଣାଣି

ହିଜାବ ନିଷେଧ ମାମଲା : କର୍ଣ୍ଣାଟକ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ , ସେପ୍ଟେମ୍ବର ୫ ରେ ହେବ ଶୁଣାଣି କର୍ଣ୍ଣାଟକ : ହିଜାବ ନିଷେଧ ମାମଲାରେ କର୍ଣ୍ଣାଟକ ସରକାରଙ୍କୁ ସୁପ୍ରିମକୋର୍ଟ ଙ୍କ ନୋଟିସ I କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୫ ତାରିଖରେ ହେବ । କର୍ଣ୍ଣାଟକ ହାଇକୋର୍ଟ ଶ୍ରେଣୀ ଗୃହରେ ହିଜାବ ପରିଧାନକୁ ଅନୁମତି ଦେବା ପାଇଁ ଉଡ୍ଡୁପୀ ସ୍ଥିତ ଏକ କଲେଜର ମୁସଲିମ ଛାତ୍ରୀମାନଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ହିଜାବ ପିନ୍ଧିବା ଇସଲାମର ଧର୍ମ କିନ୍ତୁ ଜରୁରୀ […]
Read More...
ଓଡ଼ିଶା 

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଶ୍ୱସ୍ତି : ସର୍ତ୍ତମୂଳକ ଜାମିନ ଦେଲା ସୁପ୍ରିମକୋର୍ଟ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଶ୍ୱସ୍ତି :  ସର୍ତ୍ତମୂଳକ ଜାମିନ ଦେଲା ସୁପ୍ରିମକୋର୍ଟ ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଛି ଆଶ୍ୱସ୍ତି । ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଏନେଇ ଆଇନଜୀବୀ ମାନସ ଚାନ୍ଦ ସୂଚନା ଦେଇଛନ୍ତି । ସୂଚନା ଥାଉ ଯେ, ମାର୍ଚ୍ଚ ୧୨ ତାରିଖ ଦିନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ ବାଣପୁର ବ୍ଲକ ଅଫିସ୍‌ ସମ୍ମୁଖରେ ସାଧାରଣ ଜନତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ଯାହାପରେ ସାଧାରଣ ଜନତାଙ୍କ ସମେତ କିଛି ପୋଲିସ୍‌ କର୍ମଚାରୀ ଗୁରୁତର ଆହତ […]
Read More...
ଦେଶ- ବିଦେଶ 

ମେଡିକାଲ ସିଟ୍‌ ଖାଲି ପଡିଥିବା ନେଇ କ୍ଷୋଭ ପ୍ରକାଶ କଲେ କୋର୍ଟ

ମେଡିକାଲ ସିଟ୍‌ ଖାଲି ପଡିଥିବା ନେଇ କ୍ଷୋଭ ପ୍ରକାଶ କଲେ କୋର୍ଟ ନୂଆଦିଲ୍ଲୀ: ଜୁନ ୯: ଦେଶରେ ଡାକ୍ତରଙ୍କ ଅଭାବ ପରିଲକ୍ଷିତ ହେଉଛି । ଚଳିତବର୍ଷ ୧୪୫୬ ପୋଷ୍ଟ ଗ୍ରାଜୁଏଟ୍‌ ମେଡିକାଲ ସିଟ୍‌ ଖାଲି ପଡ଼ିଥିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଡାକ୍ତରମାନଙ୍କ ଭବିଷ୍ୟତ ସହ ଖେଳୁଛ ବୋଲି କହି କୋର୍ଟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । କାହିଁକି ମେଡିକାଲ ପିଜି ସିଟ ଗୁଡ଼ିକ ଖାଲି ପଡ଼ିଛି । ୭ ଦିନ ଭିତରେ ଏକ ସତ୍ୟପାଠରେ ତାହା ଜଣାଇବା ପାଇଁ କୋର୍ଟ କେନ୍ଦ୍ର ସରକାର […]
Read More...
ରାଜନୀତି  ଦେଶ- ବିଦେଶ 

ଉତ୍ତରପ୍ରଦେଶରେ ଘନଉଛି ଧର୍ମିୟ ବିବାଦ

ଉତ୍ତରପ୍ରଦେଶରେ ଘନଉଛି ଧର୍ମିୟ ବିବାଦ ଉତ୍ତରପ୍ରଦେଶ: ମଇ ୧୪: ବାରାଣସୀରେ ପୁଣି ବିବାଦ ।କାଶୀ ବିଶ୍ୱନାଥ ମନ୍ଦିର ପରିସରକୁ ଲାଗି ଥିବା ବିଶେ୍ୱଶ୍ୱର ମହାପ୍ରଭୁଙ୍କ ମନ୍ଦିର ଭାଙ୍ଗି ସେଠାରେ ମସଜିଦ ର୍ନିମାଣ ହୋଇଥିବା ଘଟଣାକୁ ବହୁବର୍ଷ ଧରି ବିରୋଧ କରାଯାଉଥିଲା । ଏହି ମସଜିଦ ପରିସରର ଭିଡିଓ ସର୍ଭେକୁ ନେଇ ସୁପ୍ରିମକୋର୍ଟ ସବୁ ତଥ୍ୟକୁ ନପରଖି ତତ୍କାଳ ରହିତାଦେଶ ଦେଇପାରିବେ ନାହିଁ ବୋଲି କହିବା ପରେ, ଶନିବାର ଠାରୁ ପୁଣି ଏହାର ଭିଡିଓ ସର୍ଭେ ହେବ ବୋଲି ଧାର୍ଯ୍ୟ ହୋଇଛି । କଣ […]
Read More...
ଦେଶ- ବିଦେଶ 

ନିଟ୍‌ ପିଜି ପରୀକ୍ଷା ହେବନି ବାତିଲ୍‌

ନିଟ୍‌ ପିଜି ପରୀକ୍ଷା ହେବନି ବାତିଲ୍‌ ନୂଆଦିଲ୍ଲୀ: ମଇ ୧୩: ନିଟ୍‌ ପିଜି ପରୀକ୍ଷା ହେବନି ବାତିଲ । ରାୟ ଦେଲେ ସୁପ୍ରିମ କୋର୍ଟ । ପ୍ରସ୍ତୁତି କରିଥିବା ହଜାର ହଜାର ଶିକ୍ଷାର୍ଥୀଙ୍କ ପାଇଁ ଅସୁବିଧାର କାରଣ ହେବେ ନାହିଁ କହି ନିଟ୍‌-ପିଜି ୨୦୨୨’ ପରୀକ୍ଷା ସ୍ଥଗିତ ପାଇଁ ଦାଏର ଆବେଦନକୁ ଖାରଜ କେଲେ କୋର୍ଟ । ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଦୁଇଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । ସେ କହିଛନ୍ତି, ପରୀକ୍ଷା ସ୍ଥଗତିକରଣ ଗୋଳମାଳ ଓ ଅନିଶ୍ଚିତତା ସୃଷ୍ଟି […]
Read More...
ଦେଶ- ବିଦେଶ 

ଦେଶଦ୍ରୋହ ଆଇନ ଉପରେ ରହିତାଦେଶ କଲେ ସୁପ୍ରିମ୍‌ କୋର୍ଟ

ଦେଶଦ୍ରୋହ ଆଇନ ଉପରେ ରହିତାଦେଶ କଲେ ସୁପ୍ରିମ୍‌ କୋର୍ଟ ଦିଲ୍ଲୀ: ମେ ୧୧: ଦେଶଦ୍ରୋହ ଆଇନ ଉପରେ ସୁପ୍ରିମ୍‌ କୋର୍ଟ ରହିତାଦେଶ ଜାରି କରିଛନ୍ତି । ତେବେ ଏହି ଦେଶଦ୍ରୋହ ଆଇନ ମାମଲା ଶୁଣାଣି କରୁଥିବା ସୁପ୍ରିମ୍‌ କୋର୍ଟଙ୍କୁ ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟା ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ଯେ , ଆଇନର ପୁନର୍ବାର ପାଇଁ କେନ୍ଦ୍ର ସରକାର ଚିଠା ପ୍ରସ୍ତୁତ କରିଛନ୍ତି । ଦେଶଦ୍ରୋହ ଆଇନ ସଂକ୍ରାନ୍ତରେ ଉଲ୍ଲେଖ କରି ପଡ଼ିରହିଥିବା ମାମଲାଗୁଡ଼ିକ ବିଷୟରେ କହିବାକୁ ଯାଇ ତୁଷାର କହିଛନ୍ତି ଯେ, ଏହା […]
Read More...
ଜିଲ୍ଲା  ଅପରାଧ 

ଆଗୁଆ ଜାମିନ ଆବେଦନ କଲେ ତ୍ରିନାଥଙ୍କ ସ୍ତ୍ରୀ ଦୀପ୍ତିମୟୀ

ଆଗୁଆ ଜାମିନ ଆବେଦନ କଲେ ତ୍ରିନାଥଙ୍କ ସ୍ତ୍ରୀ ଦୀପ୍ତିମୟୀ ଭୁବନେଶ୍ୱର: ଫେବୃଆରୀ ୧୮: କୋଟିପତି ଅତିରିକ୍ତ ଏସ୍ପିଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଛି । ତେବେ ଏହି ଗିରଫ ନେଇ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଛନ୍ତି ପତ୍ନୀ ଦୀପ୍ତିମୟୀ । ତ୍ରିନାଥଙ୍କୁ ଗିରଫ ସହ ତାଙ୍କ ପତ୍ନୀଙ୍କ ନାଁରେ ବି ମାମଲା ରୁଜୁ ହୋଇଛି। ତାଙ୍କର ମୋଟ ୧୧ କୋଟି ୨ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ୧୧ କୋଟିରୁ ୮ କୋଟି ୬୧ ଲକ୍ଷ ଆୟ ବହିର୍ଭୂତ। ତାଙ୍କ […]
Read More...
ଦେଶ- ବିଦେଶ 

କର୍ଣ୍ଣାଟକ ହିଜାବ ବିବାଦ: ସଠିକ୍‌ ସମୟ ଦେଖି ଶୁଣାଣି ହେବା କଥା କହିଲେ ସୁପ୍ରିମକୋର୍ଟ

କର୍ଣ୍ଣାଟକ ହିଜାବ ବିବାଦ: ସଠିକ୍‌ ସମୟ ଦେଖି ଶୁଣାଣି ହେବା କଥା କହିଲେ ସୁପ୍ରିମକୋର୍ଟ ବାଙ୍ଗାଲୁରୁ: ଫେବୃଆରୀ ୧୧: ହିଜାବ ବିବାଦକୁ କେନ୍ଦ୍ର କରି ଗତକାଲି କର୍ଣ୍ଣାଟକ ହାଇକୋର୍ଟର ତିନି ଜଣିଆ ଖଣ୍ଡପୀଠ ଏହା ଉପରେ ଶୁଣାଣି କରିଥିଲେ । ନିର୍ଦ୍ଦେନାମା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଧର୍ମୀୟ ଭାବନା ସହିତ ଜଡ଼ିତ କୌଣସି ପୋଷାକ ପିନ୍ଧି ଶିକ୍ଷାନୁଷ୍ଠାନକୁ ଆସିପାରିବେ ନାହିଁ ବୋଲି ହାଇକୋର୍ଟ ଶୁଣାଣୀରେ କହିଛି । ହାଇକୋର୍ଟର ଏହି ନିର୍ଦ୍ଦେଶରେ ସେମାନଙ୍କର ମୌଳିକ ଅଧିକାର କ୍ଷୁର୍ଣ୍ଣ କରାଯାଉଛି ବୋଲି ଦର୍ଶାଯାଇ ଏହି ମାମଲାକୁ ସୁପ୍ରିମକୋର୍ଟରେ ଅପିଲ କରାଯାଇଛି । ହାଇକୋର୍ଟଙ୍କ ଏହ ଅନ୍ତରୀଣ […]
Read More...
ଦେଶ- ବିଦେଶ 

୬-୮ ସପ୍ତାହ ଘୁଞ୍ଚିଲା ନିଟ୍‌ ପିଜି ପରୀକ୍ଷା ୨୦୨୨

୬-୮ ସପ୍ତାହ ଘୁଞ୍ଚିଲା ନିଟ୍‌ ପିଜି ପରୀକ୍ଷା ୨୦୨୨ ଭୁବନେଶ୍ୱର: ଫେବୃଆରୀ ୦୪: କେନ୍ଦ୍ର ସ୍ୱ।ସ୍ଥ୍ୟ ମନ୍ତ୍ରଣ।ଳୟ ନିଟ୍‌ ପିଜି ୨୦୨୨ ପରୀକ୍ଷ। ତ।ରିଖକୁ ଛଅରୁ ଆଠ ସପ୍ତ।ହ ପର୍ଯ୍ୟନ୍ତ ସ୍ଥଗିତ ରଖିଛି । ସ୍ୱ।ସ୍ଥ୍ୟସେବ। ନିର୍ଦ୍ଦେଶକ ଏକ ବିଜ୍ଞପ୍ତିରେ ଏହାର ତାରିଖ ଘୁଞ୍ଚିବା ନେଇ ସୂଚନା ଦେଇଛନ୍ତି। ଶୁକ୍ରବ।ର ଦିନ ପରୀକ୍ଷ।ର ସ୍ଥଗିତ।ଦେଶ ଉପରେ ସୁପ୍ରିମକୋର୍ଟ ଏକ ଶୁଣ।ଣି କରିବେ ବୋଲି ଧ।ର୍ଯ୍ୟ କର।ଯ।ଇଥିଲ।। ଜ।ନୁୟ।ରୀ ୨୫ ରେ ଏହି ଆବେଦନ କର।ଯ।ଇଥିଲ।। ଛଅ ଏମବିବିଏସ ଛ।ତ୍ର ସର୍ବୋଚ୍ଚ ନ୍ୟ।ୟ।ଳୟ ନିକଟକୁ ଯ।ଇ ବ।ଧ୍ୟତ।ମୂଳକ ଇଣ୍ଟର୍ନସିପ୍ […]
Read More...
ସ୍ୱାସ୍ଥ  ଦେଶ- ବିଦେଶ 

ସୁପ୍ରିମକୋର୍ଟଙ୍କ ବଡ ରାୟ: ବାଧ୍ୟତାମୂଳକ ନୁହେଁ ଟିକାକରଣ

ସୁପ୍ରିମକୋର୍ଟଙ୍କ ବଡ ରାୟ: ବାଧ୍ୟତାମୂଳକ ନୁହେଁ ଟିକାକରଣ ନୂଆଦିଲ୍ଲୀ: ଜାନୁଆରୀ ୧୭: କୋଭିଡ ଟିକ।କରଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ର।ୟ । ବିନା ଇଚ୍ଛାରେ ବା ବାଧ୍ୟତାମୂଳକ ଭାବରେ ଦିଆଯାଇ ପାରିବନି କୋଭିଡ ଟୀକା। ଏନେଇ କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ବର୍ତ୍ତମାନର କୋଭିଡ ସଂକ୍ରମଣ ଅସମ୍ଭାଳ ହୋଇଥିବାବେଳେ ଏପରି ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ। ନିକଟରେ ଦିବ୍ୟ।ଙ୍ଗ ମ।ନଙ୍କୁ ବିଭିନ୍ନ କ୍ଷେତ୍ରରେ ଟିକ।କରଣର ପ୍ରମ।ଣପତ୍ର ବ।ଧ୍ୟତ।ମୂଳକ କର।ଯ।ଇଥିବ।ରୁ ଇଭ।ର। ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଆଇଏଲ୍ ଫ।ଇଲ କର।ଯ।ଇଥିଲ। । ସେହି ଆବେଦନରେ ଭିନ୍ନକ୍ଷମମ।ନେ […]
Read More...

Advertisement