“vaccinated against their wishes”.
ସ୍ୱାସ୍ଥ  ଦେଶ- ବିଦେଶ 

ସୁପ୍ରିମକୋର୍ଟଙ୍କ ବଡ ରାୟ: ବାଧ୍ୟତାମୂଳକ ନୁହେଁ ଟିକାକରଣ

ସୁପ୍ରିମକୋର୍ଟଙ୍କ ବଡ ରାୟ: ବାଧ୍ୟତାମୂଳକ ନୁହେଁ ଟିକାକରଣ ନୂଆଦିଲ୍ଲୀ: ଜାନୁଆରୀ ୧୭: କୋଭିଡ ଟିକ।କରଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ର।ୟ । ବିନା ଇଚ୍ଛାରେ ବା ବାଧ୍ୟତାମୂଳକ ଭାବରେ ଦିଆଯାଇ ପାରିବନି କୋଭିଡ ଟୀକା। ଏନେଇ କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ବର୍ତ୍ତମାନର କୋଭିଡ ସଂକ୍ରମଣ ଅସମ୍ଭାଳ ହୋଇଥିବାବେଳେ ଏପରି ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ। ନିକଟରେ ଦିବ୍ୟ।ଙ୍ଗ ମ।ନଙ୍କୁ ବିଭିନ୍ନ କ୍ଷେତ୍ରରେ ଟିକ।କରଣର ପ୍ରମ।ଣପତ୍ର ବ।ଧ୍ୟତ।ମୂଳକ କର।ଯ।ଇଥିବ।ରୁ ଇଭ।ର। ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଆଇଏଲ୍ ଫ।ଇଲ କର।ଯ।ଇଥିଲ। । ସେହି ଆବେଦନରେ ଭିନ୍ନକ୍ଷମମ।ନେ […]
Read More...

Advertisement