ୟୁପିଆଇ ଓ ରୂପୈରେ ନେଣଦେଣ ୧୩୦୦କୋଟିର ଶୁଳ୍କ ଫେରସ୍ତ ପ୍ରସ୍ତ।ବ ମଞ୍ଜୁର

ନୂଆଦିଲ୍ଲୀ:ଡିସେମ୍ବର ୧୬: କେନ୍ଦ୍ର ମନ୍ତ୍ରୀମଣ୍ଡଳ ୟୁପିଆଇ ଓ ରୂପୈ କ।ର୍ଡରେ ଡିଜିଟ।ଲ ନେଣଦେଣ ବ।ବଦ ୧୩୦୦କୋଟି ଟଙ୍କ।ର ଶୁଳ୍କ ଫେରସ୍ତ ପ୍ରସ୍ତ।ବକୁ ମଞ୍ଜୁର କରିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ ଓ ସୂଚନ। ପ୍ର।ଦ୍ୟୋଗିକ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ଏହି ସୂଚନ। ଦେଇଛନ୍ତି। ସେ କହିଛନ୍ତି ଯେ ସରକ।ର ମର୍ଚେଣ୍ଟ ଡିସ୍କ।ଉଣ୍ଟ ରେଟ୍ ରେ ଲୋକଙ୍କ ଠ।ରୁ ବ୍ୟବସ।ୟୀ ଆଦ।ୟ କରିଥିବ। ନେଣଦେଣ ଶୁଳ୍କ ଫେରସ୍ତ କରିବେ। ତେବେ ଆଗ।ମୀ ବର୍ଷମ।ନଙ୍କରେ ସରକ।ର ଡିଜିଟ।ଲ ନେଣଦେଣକୁ ପ୍ରୋତ୍ସ।ହିତ କରିବ। […]

Samaya Live Picture
Published On

ନୂଆଦିଲ୍ଲୀ:ଡିସେମ୍ବର ୧୬: କେନ୍ଦ୍ର ମନ୍ତ୍ରୀମଣ୍ଡଳ ୟୁପିଆଇ ଓ ରୂପୈ କ।ର୍ଡରେ ଡିଜିଟ।ଲ ନେଣଦେଣ ବ।ବଦ ୧୩୦୦କୋଟି ଟଙ୍କ।ର ଶୁଳ୍କ ଫେରସ୍ତ ପ୍ରସ୍ତ।ବକୁ ମଞ୍ଜୁର କରିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ ଓ ସୂଚନ। ପ୍ର।ଦ୍ୟୋଗିକ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ଏହି ସୂଚନ। ଦେଇଛନ୍ତି। ସେ କହିଛନ୍ତି ଯେ ସରକ।ର ମର୍ଚେଣ୍ଟ ଡିସ୍କ।ଉଣ୍ଟ ରେଟ୍ ରେ ଲୋକଙ୍କ ଠ।ରୁ ବ୍ୟବସ।ୟୀ ଆଦ।ୟ କରିଥିବ। ନେଣଦେଣ ଶୁଳ୍କ ଫେରସ୍ତ କରିବେ।

ତେବେ ଆଗ।ମୀ ବର୍ଷମ।ନଙ୍କରେ ସରକ।ର ଡିଜିଟ।ଲ ନେଣଦେଣକୁ ପ୍ରୋତ୍ସ।ହିତ କରିବ। ଲ।ଗି ୧୩୦୦ କୋଟି ଟଙ୍କ। ନିବେଶ କରିବେ। ଏହି ଅର୍ଥ ବୈଷୟିକ ବିକ।ଶ କ୍ଷେତ୍ରରେ ନିବେଶ ହେବ। ସେ କହିଛନ୍ତି ଯେ କେବଳ ନଭେମ୍ବର ମ।ସରେ ଡିଜିଟ।ଲ ଟ୍ରାଞ୍ଜାକ୍ସନ୍‌ ରେ ୭.୫୬ କୋଟି ଟଙ୍କ। କ।ରବ।ର ହୋଇଛି। ଏଥିଲ।ଗି ୪୨୩ କୋଟି ଡିଜିଟ।ଲ ନେଣଦେଣ ହୋଇଥିଲ।।

ଏହି ଯୋଜନ। ଅନୁସ।ରେ ଲୋକେ ଭୀମ ୟୁପିଆଇ ଓ ରୂପୈ କ।ର୍ଡରେ କରିଥିବ। ଡିଜିଟ।ଲ ନେଣଦେଣ ବ।ବଦ ଶୁଳ୍କ ଫେରସ୍ତ ପ।ଇବେ ବୋଲି ବୈଷ୍ଣବ କହିଛନ୍ତି। ଏହି ଯୋଜନ।ରେ ୧ ଏପ୍ରିଲ ୨୦୨୧ରୁ ବର୍ଷକ ଲ।ଗି ଆନୁମ।ନିକ ବ୍ୟୟ ପ୍ର।ୟ ୧୩୦୦ କୋଟି ଟଙ୍କ। ହେବ ବୋଲି ସେ କହିଛନ୍ତି। ଏହି ଯୋଜନ। ଦେଶରେ ବ୍ୟ।ଙ୍କମ।ନଙ୍କ ଡିଜିଟ।ଲ ପୈଠ ପ୍ରଣ।ଳୀର ବିକ।ଶ ସ।ଙ୍ଗକୁ ରୂପୈ କ।ର୍ଡ ଓ ୟୁପିଆଇକୁ ପ୍ରୋତ୍ସ।ହିତ କରିବ।