government
ଓଡ଼ିଶା 

ଆଜି ନିଯୁକ୍ତ ପାଇବେ ୨୭୪ ଅଧ୍ୟାପକ

ଆଜି ନିଯୁକ୍ତ ପାଇବେ ୨୭୪ ଅଧ୍ୟାପକ ଭୁବନେଶ୍ୱର: ଶିକ୍ଷା ରୂପାନ୍ତରଣ ପ୍ରକ୍ରିୟାରେ ସରକାର ଙ୍କ ବଡ଼ ପଦକ୍ଷେପ । ଗୁଣାତ୍ମକ ଶିକ୍ଷାକୁ ରାଜ୍ୟ ସରକାରଙ୍କ ଅଗ୍ରାଧିକାର ବଳରେ ଆଜି ରାଜ୍ୟର ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରି କଲେଜଗୁଡ଼ିକରେ ୨୭୪ ଜଣ ଅଧ୍ୟାପକ ନିଯୁକ୍ତି ପାଇବେ I ଏଥିପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଖାଲି ଥିବା ଶିକ୍ଷକ ଓ ଅଣଶିକ୍ଷକ ପଦ ପୂରଣ ପାଇଁ ପଦକ୍ଷେପ ନେଇଛନ୍ତି । ନିକଟରେ ୩୩୪ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିବାବେଳେ ଆଜି ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜଗୁଡ଼ିକରେ ୨୭୪ […]
Read More...
ବାଣିଜ୍ୟ  ଦେଶ- ବିଦେଶ 

ୟୁପିଆଇ ଓ ରୂପୈରେ ନେଣଦେଣ ୧୩୦୦କୋଟିର ଶୁଳ୍କ ଫେରସ୍ତ ପ୍ରସ୍ତ।ବ ମଞ୍ଜୁର

ୟୁପିଆଇ ଓ ରୂପୈରେ ନେଣଦେଣ ୧୩୦୦କୋଟିର ଶୁଳ୍କ ଫେରସ୍ତ ପ୍ରସ୍ତ।ବ ମଞ୍ଜୁର ନୂଆଦିଲ୍ଲୀ:ଡିସେମ୍ବର ୧୬: କେନ୍ଦ୍ର ମନ୍ତ୍ରୀମଣ୍ଡଳ ୟୁପିଆଇ ଓ ରୂପୈ କ।ର୍ଡରେ ଡିଜିଟ।ଲ ନେଣଦେଣ ବ।ବଦ ୧୩୦୦କୋଟି ଟଙ୍କ।ର ଶୁଳ୍କ ଫେରସ୍ତ ପ୍ରସ୍ତ।ବକୁ ମଞ୍ଜୁର କରିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ ଓ ସୂଚନ। ପ୍ର।ଦ୍ୟୋଗିକ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ଏହି ସୂଚନ। ଦେଇଛନ୍ତି। ସେ କହିଛନ୍ତି ଯେ ସରକ।ର ମର୍ଚେଣ୍ଟ ଡିସ୍କ।ଉଣ୍ଟ ରେଟ୍ ରେ ଲୋକଙ୍କ ଠ।ରୁ ବ୍ୟବସ।ୟୀ ଆଦ।ୟ କରିଥିବ। ନେଣଦେଣ ଶୁଳ୍କ ଫେରସ୍ତ କରିବେ। ତେବେ ଆଗ।ମୀ ବର୍ଷମ।ନଙ୍କରେ ସରକ।ର ଡିଜିଟ।ଲ ନେଣଦେଣକୁ ପ୍ରୋତ୍ସ।ହିତ କରିବ। […]
Read More...

Advertisement