cabinet minister
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଡୋମିନିକାନ୍ ରିପବ୍ଲିକର ପରିବେଶ ମନ୍ତ୍ରୀଙ୍କୁ ହତ୍ୟା
Published On
By Samaya Live
ନୂଆଦିଲ୍ଲୀ: ଜୁନ ୭: ଡୋମିନିକାନ୍ ରିପବ୍ଲିକର ପରିବେଶ ମନ୍ତ୍ରୀଙ୍କୁ ହତ୍ୟା । ଗତକାଲି ତାଙ୍କ କାର୍ଯ୍ୟାଳୟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସେ ଜଣେ କ୍ୟାବିନେଟ ମନ୍ତ୍ରୀ ଥିଲେ । ତେବେ ଏପରି ଘଟଣାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଅର୍ଲାଣ୍ଡୋ ଜର୍ଜ ମେରା ହତ୍ୟାର ଶିକାର ହୋଇଛନ୍ତି । ଅର୍ଲାଣ୍ଡୋଙ୍କୁ ତାଙ୍କର ଜଣେ ସାଙ୍ଗ ମିଗୁଏଲ କ୍ରୁଜ ଗୁଳି କରି ହତ୍ୟା କରିଛନ୍ତି । ତାଙ୍କୁ ଗିରଫ କରାଯାଇଛି, […]
ୟୁପିଆଇ ଓ ରୂପୈରେ ନେଣଦେଣ ୧୩୦୦କୋଟିର ଶୁଳ୍କ ଫେରସ୍ତ ପ୍ରସ୍ତ।ବ ମଞ୍ଜୁର
Published On
By Samaya Live
ନୂଆଦିଲ୍ଲୀ:ଡିସେମ୍ବର ୧୬: କେନ୍ଦ୍ର ମନ୍ତ୍ରୀମଣ୍ଡଳ ୟୁପିଆଇ ଓ ରୂପୈ କ।ର୍ଡରେ ଡିଜିଟ।ଲ ନେଣଦେଣ ବ।ବଦ ୧୩୦୦କୋଟି ଟଙ୍କ।ର ଶୁଳ୍କ ଫେରସ୍ତ ପ୍ରସ୍ତ।ବକୁ ମଞ୍ଜୁର କରିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ ଓ ସୂଚନ। ପ୍ର।ଦ୍ୟୋଗିକ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ଏହି ସୂଚନ। ଦେଇଛନ୍ତି। ସେ କହିଛନ୍ତି ଯେ ସରକ।ର ମର୍ଚେଣ୍ଟ ଡିସ୍କ।ଉଣ୍ଟ ରେଟ୍ ରେ ଲୋକଙ୍କ ଠ।ରୁ ବ୍ୟବସ।ୟୀ ଆଦ।ୟ କରିଥିବ। ନେଣଦେଣ ଶୁଳ୍କ ଫେରସ୍ତ କରିବେ। ତେବେ ଆଗ।ମୀ ବର୍ଷମ।ନଙ୍କରେ ସରକ।ର ଡିଜିଟ।ଲ ନେଣଦେଣକୁ ପ୍ରୋତ୍ସ।ହିତ କରିବ। […]
ଉତ୍ତରାଖଣ୍ଡ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା: ବିଜେପି ଛାଡ଼ିଲେ ଦୁଇ ମନ୍ତ୍ରୀ
Published On
By Samaya Live
ଡେରାଡ଼ୁନ: ଅକ୍ଟୋବର ୧୧: ଉତ୍ତରାଖଣ୍ଡ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା । ବିଜେପିରେ ଥିବା ଟାଣୁଆ ନେତା ଓ ତାଙ୍କ ପୁଅ ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି । ଉତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ୟଶପାଲ ଆର୍ଯ୍ୟ ଏବଂ ବିଧାୟକ ସଞ୍ଜୀବ ଆର୍ଯ୍ୟ ଭାରତୀୟ ଜନତା ପାର୍ଟି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । କଂଗ୍ରେସ କମିଟିର ମୁଖ୍ୟ ସଚିବ କେସି ବେଣୁଗୋପାଲ ଦୁଇ ମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି । ରାତାରାତି ବଦଳି […]

