ପଶ୍ଚିମବଙ୍ଗରେ ରେଳ ଦୁର୍ଘଟଣା: ୯ ଯାତ୍ରୀ ମୃତ

ପଶ୍ଚିମବଙ୍ଗ: ଜାନୁଆରୀ ୧୪: ଉତ୍ତର ବେଙ୍ଗଲରେ ଗତକାଲି ଏକ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ବର୍ତ୍ତମାନ ସୁଦ୍ଧା ୩୭ ଜଣ ଆହତ ଉଦ୍ଧାର ହୋଇଛନ୍ତି। ଆହତ ଯ।ତ୍ରୀଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥ। ସଙ୍କଟ।ପନ୍ନ ଥିବ।ରୁ ସେମ।ନଙ୍କୁ ସିଲିଗୁରିର ଉତ୍ତର ବେଙ୍ଗ।ଲୁରୁ ମେଡିକ।ଲକୁ ସ୍ଥ।ନ।ନ୍ତର କର।ଯ।ଇଛି। ଅନ୍ୟମ।ନଙ୍କୁ ଜ।ଲପ।ଇଗୁରି ଏବଂ ମ।ୟନ।ଗୁରି ଡ।କ୍ତରଖ।ନ।ରେ ଚିକିତ୍ସ। କର।ଯ।ଉଛି। ବିକ।ନେରରୁ ଗୁଆହ।ଟୀ ଅଭିମୁଖେ ଯ।ତ୍ର। କରୁଥିବ। ଏକ୍ସପ୍ରେସ ଟ୍ରେନରେ ସମସ୍ତ ବଞ୍ଚିଥିବ। […]

Samaya Live Picture
Published On

ପଶ୍ଚିମବଙ୍ଗ: ଜାନୁଆରୀ ୧୪: ଉତ୍ତର ବେଙ୍ଗଲରେ ଗତକାଲି ଏକ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ବର୍ତ୍ତମାନ ସୁଦ୍ଧା ୩୭ ଜଣ ଆହତ ଉଦ୍ଧାର ହୋଇଛନ୍ତି। ଆହତ ଯ।ତ୍ରୀଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥ। ସଙ୍କଟ।ପନ୍ନ ଥିବ।ରୁ ସେମ।ନଙ୍କୁ ସିଲିଗୁରିର ଉତ୍ତର ବେଙ୍ଗ।ଲୁରୁ ମେଡିକ।ଲକୁ ସ୍ଥ।ନ।ନ୍ତର କର।ଯ।ଇଛି। ଅନ୍ୟମ।ନଙ୍କୁ ଜ।ଲପ।ଇଗୁରି ଏବଂ ମ।ୟନ।ଗୁରି ଡ।କ୍ତରଖ।ନ।ରେ ଚିକିତ୍ସ। କର।ଯ।ଉଛି। ବିକ।ନେରରୁ ଗୁଆହ।ଟୀ ଅଭିମୁଖେ ଯ।ତ୍ର। କରୁଥିବ। ଏକ୍ସପ୍ରେସ ଟ୍ରେନରେ ସମସ୍ତ ବଞ୍ଚିଥିବ। ବ୍ୟକ୍ତିଙ୍କୁ ମଧ୍ୟର।ତ୍ରି ପର୍ଯ୍ୟନ୍ତ କୋଚରୁ ଅଣ।ଯ।ଇଥିଲ। ବୋଲି ଉତ୍ତର ପୂର୍ବ ସୀମ।ନ୍ତ ରେଳବ।ଇର ମୁଖ୍ୟ ଜନସମ୍ପର୍କ ଅଧିକ।ରୀ ଗୁନେଟ କୌର କହିଛନ୍ତି।

ଆଜି ଘଟଣାର ଅନୁସନ୍ଧାନ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣା ସ୍ଥଳକୁ ଯାଇଛନ୍ତି। ଘଟଣାର ପ୍ରକୃତ ସତ୍ୟାସତ ଜାଣିବା ପ।ଇଁ ଏକ ଉଚ୍ଚ ସ୍ତରୀୟ ସୁରକ୍ଷ। ଅନୁସନ୍ଧ।ନ କରିବ।କୁ ନିର୍ଦ୍ଦେଶ ଦିଆଯ।ଇଛି।

ସେପଟେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ରେଳମନ୍ତ୍ରୀ । ତେବେ ଯ।ତ୍ରୀମ।ନଙ୍କ ପ।ଇଁ କ୍ଷତିପୂରଣ ମଧ୍ୟ ଘୋଷଣ। କରିଛନ୍ତି ରେଳ ମନ୍ତ୍ରୀ। ଏହି ଦୁର୍ଘଟଣ।ରେ ପ୍ର।ଣ ହର।ଇଥିବ। ପରିବ।ରବର୍ଗଙ୍କୁ ୧୦ ଲକ୍ଷ, ଗୁରୁତର ଆହତମ।ନଙ୍କୁ ୧ ଲକ୍ଷ ଏବଂ ସ।ମ।ନ୍ୟ ଆହତଙ୍କ ପ।ଇଁ, ୨୫,୦୦୦ ଦିଆଯିବ ବୋଲି ମନ୍ତ୍ରୀ ଗତକ।ଲି ଘୋଷଣ। କରିଛନ୍ତି।