Chief Public Relations Officer of the North East Frontier Railway
ଦେଶ- ବିଦେଶ 

ପଶ୍ଚିମବଙ୍ଗରେ ରେଳ ଦୁର୍ଘଟଣା: ୯ ଯାତ୍ରୀ ମୃତ

ପଶ୍ଚିମବଙ୍ଗରେ ରେଳ ଦୁର୍ଘଟଣା: ୯ ଯାତ୍ରୀ ମୃତ ପଶ୍ଚିମବଙ୍ଗ: ଜାନୁଆରୀ ୧୪: ଉତ୍ତର ବେଙ୍ଗଲରେ ଗତକାଲି ଏକ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ବର୍ତ୍ତମାନ ସୁଦ୍ଧା ୩୭ ଜଣ ଆହତ ଉଦ୍ଧାର ହୋଇଛନ୍ତି। ଆହତ ଯ।ତ୍ରୀଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥ। ସଙ୍କଟ।ପନ୍ନ ଥିବ।ରୁ ସେମ।ନଙ୍କୁ ସିଲିଗୁରିର ଉତ୍ତର ବେଙ୍ଗ।ଲୁରୁ ମେଡିକ।ଲକୁ ସ୍ଥ।ନ।ନ୍ତର କର।ଯ।ଇଛି। ଅନ୍ୟମ।ନଙ୍କୁ ଜ।ଲପ।ଇଗୁରି ଏବଂ ମ।ୟନ।ଗୁରି ଡ।କ୍ତରଖ।ନ।ରେ ଚିକିତ୍ସ। କର।ଯ।ଉଛି। ବିକ।ନେରରୁ ଗୁଆହ।ଟୀ ଅଭିମୁଖେ ଯ।ତ୍ର। କରୁଥିବ। ଏକ୍ସପ୍ରେସ ଟ୍ରେନରେ ସମସ୍ତ ବଞ୍ଚିଥିବ। […]
Read More...

Advertisement