Prime Minister Narendra Modi
ଦେଶ- ବିଦେଶ 

‘ଇ-କୋର୍ଟ’ ବ୍ୟବସ୍ଥା ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

‘ଇ-କୋର୍ଟ’ ବ୍ୟବସ୍ଥା ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ଦିଲ୍ଲୀ: ଆଜି ସମ୍ବିଧାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁପ୍ରିମ୍‌ କୋର୍ଟରେ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ଉପସ୍ଥିତିରେ ‘ଇ-କୋର୍ଟ’ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଏନେଇ ସେ କହିଛନ୍ତି, ଭାରତର ସମ୍ବିଧାନ ହେଉଛି ଭାରତ ପ୍ରଗତିର ସବୁଠୁ ବଡ଼ ସାମର୍ଥ୍ୟ । ଏହାସହିତ ପ୍ରଧାନମନ୍ତ୍ରୀ ବିତର୍କ ଓ ଆଲୋଚନାରେ ଅଂଶ ଗ୍ରହଣ କରିବା ଲାଗି ଯୁବବର୍ଗଙ୍କୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସମ୍ବିଧାନ ହେଉଛି ଦେଶର ପ୍ରଗତିକୁ ଗତିଶୀଳ କରାଇବାରେ ସବୁଠୁ […]
Read More...
ଦେଶ- ବିଦେଶ 

ନଭେମ୍ବରରେ ମୋଦି ଓ ସୁନକଙ୍କ ଭେଟ

ନଭେମ୍ବରରେ ମୋଦି ଓ ସୁନକଙ୍କ ଭେଟ ଦିଲ୍ଲୀ:ବ୍ରିଟେନ୍‌ର ନୂଆ ଭାବେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିବା ଋଷି ସୁନକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମଥର ପାଇଁ ଟେଲିଫୋନରେ କଥା ହୋଇଛନ୍ତି । ଗୁରୁବାର ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ ପରସ୍ପରକୁ ଇଣ୍ଡୋନେସିଆର ବାଲିରେ ଭେଟିବେ ବୋଲି ସହମତି ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ, ନଭେମ୍ବର ମଧ୍ୟଭାଗରରେ ବାଲିରେ ଜି-୨୦ ସମ୍ମିଳନୀ ବୈଠକ ହେବ । ସେହି ବୈଠକ ଅବସରରେ ସୁନକ ଓ ମୋଦି ପରସ୍ପରକୁ ବ୍ୟକ୍ତିଗତ ଭାବେ […]
Read More...
ଦେଶ- ବିଦେଶ 

ମାଗଣା ରାସନ ସାମଗ୍ରୀ ବଣ୍ଟନ ଅବଧି ୩ ମାସ ବୃଦ୍ଧି

ମାଗଣା ରାସନ ସାମଗ୍ରୀ ବଣ୍ଟନ ଅବଧି ୩ ମାସ ବୃଦ୍ଧି ନୂଆଦିଲ୍ଲୀ: ମାଗଣା ରାସନ ଯୋଜନାରେ ଆଜି ଏକ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଗରିବ ଲୋକଙ୍କୁ ମିଳୁଥିବା ମାଗଣା ରାସନର ଅବଧିକୁ ସରକାର ଆଉ ୩ ମାସ ବୃଦ୍ଧି କରିଛନ୍ତି । ଆଗକୁ ପୂଜା ଉତ୍ସବକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି । ସେହିପରି ଭାରତୀୟ ରେଲେୱର ରୂପାନ୍ତିକରଣ ପାଇଁ ୧୦,୦୦୦ କୋଟି ଏସଓପି ବୃଦ୍ଧି କରାଯାଇଛି । ଆଜି ଏ ସମ୍ପର୍କରେ କେନ୍ଦ୍ରୀୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା କେନ୍ଦ୍ରମନ୍ତ୍ରୀ ଅନୁରାଗ […]
Read More...
ଦେଶ- ବିଦେଶ 

ଗାୟିକା ଲତା ମଙ୍ଗେସକରଙ୍କ ସ୍ମୃତିରେ ସ୍ଥାପନ ହେଲା ୪୦ ଫୁଟର ବୀଣା

ଗାୟିକା ଲତା ମଙ୍ଗେସକରଙ୍କ ସ୍ମୃତିରେ ସ୍ଥାପନ ହେଲା ୪୦ ଫୁଟର ବୀଣା ଲକ୍ଷ୍ନୌ: ସଙ୍ଗୀତ ଦୁନିଆର କୋକିଳ ତଥା ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକରଙ୍କ ଜନ୍ମଦିନ ସ୍ମୃତିରେ ଉତ୍ତରପ୍ରଦେଶ ଅଯୋଧ୍ୟା ନଗରୀଠାରେ ୪୦ ଫୁଟର ଏକ ବାଦ୍ୟଯନ୍ତ୍ର ବୀଣା ସ୍ଥାପନ କରାଯାଇଛି । ନଗରୀ ଦେଇ ପ୍ରବାହିତ ସରଯୂ ନଦୀ ତୀର ଅନ୍ତର୍ଗତ ଏକ ପ୍ରମୁଖ ଛକରେ ୧୪ ଟନ୍‌ ଓଜନବିଶିଷ୍ଟ ଗୋଟାଏ ୪୦ ଫୁଟ୍‌ ଲମ୍ବ ଓ ୧୨ ମିଟର ଉଚ୍ଚ ବୀଣା ସ୍ଥାପନ କରାଯାଇଛି । ପଦ୍ମଶ୍ରୀ ରାମ ସୂତାର ଉକ୍ତ ବୀଣାକୁ ନିର୍ମାଣ କରିଛନ୍ତି । […]
Read More...
ଖେଳ 

ଅଣ୍ଡର-୧୭ ମହିଳା ଫୁଟବଲ ବିଶ୍ୱକପକୁ କ୍ୟାବିନେଟ୍‌ ମଞ୍ଜୁରି

ଅଣ୍ଡର-୧୭ ମହିଳା ଫୁଟବଲ ବିଶ୍ୱକପକୁ କ୍ୟାବିନେଟ୍‌ ମଞ୍ଜୁରି ଦିଲ୍ଲୀ : ଅନ୍ତର୍ଜାତୀୟ ଫୁଟବଲ ମହାସଂଘ (ଫିଫା)ର ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ୨୦୨୨ ଭାରତରେ ଆୟୋଜିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଗ୍ୟାରେଣ୍ଟିରେ ସ୍ୱାକ୍ଷର ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ ୧୧ରୁ ୩୦ ଅକେଫାବର ୨୦୨୨ରେ ଭାରତରେ ଅନୁଷ୍ଠିତ ହେବ । ଏହି ଦ୍ୱିବାର୍ଷିକ ଯୁବ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ପ୍ରଥମଥର […]
Read More...
ଦେଶ- ବିଦେଶ 

ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ରେଡୀ ଓ ବିଶିଷ୍ଠ ବ୍ୟବସାୟୀ ଆଦାନୀଙ୍କ ବିରୋଧରେ ମାମଲା

ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ରେଡୀ ଓ ବିଶିଷ୍ଠ ବ୍ୟବସାୟୀ ଆଦାନୀଙ୍କ ବିରୋଧରେ ମାମଲା ଦିଲ୍ଲୀ: ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଜଣେ ଡାକ୍ତର ଅଭାବନୀୟ ଘଟଣା କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ମୋହନ ରେଡୀ ଓ ବିଶିଷ୍ଠ ବ୍ୟବସାୟୀ ଗୌତମ ଆଦାନୀଙ୍କ ନାମରେ ଅଭିଯୋଗ ଦାଖଲ କରିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଡାକ୍ତର ଜଣଙ୍କ ଦୁର୍ନୀତି, ପେଗାସସ୍‌ ସମେତ ଅନେକ ପ୍ରସଙ୍ଗକୁ ନେଇ ସେହି ମାମଲା ଦାଖଲ କରିଛନ୍ତି ବୋଲି ସୂଚନା […]
Read More...
ଦେଶ- ବିଦେଶ 

ମୋଦୀଙ୍କୁ ଭେଟିଲେ ମମତା

ମୋଦୀଙ୍କୁ ଭେଟିଲେ ମମତା ଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ମମତା କେନ୍ଦ୍ର ସରକାରଙ୍କ ଉପରେ ପଶ୍ଚିମବଙ୍ଗର ବକେୟା ଥିବା ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ବାବଦ ଦେୟ ସମେତ ଏକାଧିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ତେବେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରାଯିବାର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ […]
Read More...
ରାଜନୀତି 

ସିଞ୍ଜୋଙ୍କ ମୃତ୍ୟୁରେ ମ୍ରିୟମାଣ ମୋଦି

ସିଞ୍ଜୋଙ୍କ ମୃତ୍ୟୁରେ ମ୍ରିୟମାଣ ମୋଦି ନୂଆଦିଲ୍ଲୀ: ଜୁଲାଇ ୮: ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି । ସବୁଠୁ ପ୍ରିୟ ମିତ୍ରଙ୍କ ମଧ୍ୟରେ ଅନ୍ୟତମ ସିଞ୍ଜୋ ଆବେଙ୍କ ଦୁଃଖଦ ନିଧନରେ ସ୍ତବ୍ଦ ଓ ଦୁଃଖିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେ ଜଣେ ମହାନ ବୈଶ୍ୱିକ ନେତା, ଉଲ୍ଲେଖନୀୟ ପ୍ରଶାସକ ଥିଲେ । ଜାପାନକୁ ବିଶ୍ୱର ଭଲ ରାଷ୍ଟ୍ରରେ ପରିଣତ କରିବାପାଇଁ ସେ ନିଜକୁ ସମର୍ପି ଦେଇଥିବା କହିଛନ୍ତି ମୋଦି । […]
Read More...
ରାଜନୀତି  ଦେଶ- ବିଦେଶ 

କାର୍ଯ୍ୟକାଳ ସରିବା ପୂର୍ବରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ

କାର୍ଯ୍ୟକାଳ ସରିବା ପୂର୍ବରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀ: ଜୁଲାଇ ୦୭: ଆସନ୍ତା କାଲି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକଭିଙ୍କ ରାଜ୍ୟସଭାରୁ କାର୍ଯ୍ୟକାଳ ଶେଷ ହେଉଛି । ତେବେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ମନ୍ତ୍ରୀ ଇସ୍ତଫା ପ୍ରଦାନ କରିଛନ୍ତି ବୋଲି ଏଏନ୍‌ଆଇଠାରୁ ସୂଚନା ମିଳିଛି । ସେଥିପାଇଁ ସେ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନzାଙ୍କୁ ସାକ୍ଷାତ ମଧ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରରେ ଥିବା ରାଜନାଥ ସିଂ […]
Read More...
ଦେଶ- ବିଦେଶ 

ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କୁ ପ୍ରାର୍ଥୀ କରିପାରେ ଏନ୍‌ଡିଏ

ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କୁ ପ୍ରାର୍ଥୀ କରିପାରେ ଏନ୍‌ଡିଏ ଅମୃତସର: ପଞ୍ଜାବରେ ଏବେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ରାଜ୍ୟରେ ଥିବା ରାଜନୈତିକ ଦଳମାନେ କାହାକୁ ପାର୍ଥୀ ଭାବେ ଠିଆ କରାଇବେ ସେନେଇ ଏବେ ଚାରିଆଡ଼େ ଆଲୋଚନାର ବିଷୟ ପାଲଟିଛି । ଏହାରି ମଧ୍ୟରେ ପ୍ରାର୍ଥୀ ବାଛିବାକୁ ଏନଡିଏ ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଷ୍ଟ୍ରପତି ନିର୍ବାଚନ ଆଗାମୀ ୧୮ ତାରିଖରେ ଅନୁଷ୍ଠିତ ହେବ । ଏନ୍‌ଡିଏ ପକ୍ଷରୁ ଆଦିବାସୀ ନେତ୍ରୀ ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ […]
Read More...
ବିଶ୍ବ 

ଜି ୭ ଶିଖର ସମ୍ମିଳନୀରେ ମୋଦୀଙ୍କ ଦିଗଦର୍ଶନ

ଜି ୭ ଶିଖର ସମ୍ମିଳନୀରେ ମୋଦୀଙ୍କ ଦିଗଦର୍ଶନ ନୂଆଦିଲ୍ଲୀ: ଜୁନ ୨୮: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀର ଶ୍ଲାସ ଏଲୋମରେ ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ପିଏମ ମୋଦୀ ଅନେକ ବିଶ୍ୱ ନେତାଙ୍କୁ ଭେଟିଥିଲେ । ଏହାପରେ ଶିଖର ସମ୍ମିଳନୀର ପ୍ରଥମ ଅଧିବେଶନକୁ ସମେ୍ୱାଧିତ କରିଥିଲେ । ନିଜ ଭାଷଣରରେ ପିଏମ ମୋଦୀ ଦୁନିଆର ସବୁ ଦେଶକୁ କହିଛନ୍ତି, ଗରିବ ଦେଶ ଗୁଡିକ ପରିବେଷକୁ ଅଧିକ କ୍ଷତି ପହଞ୍ଚାଉଛନ୍ତି, ଏହା କେବଳ ଏକ ଭ୍ରାନ୍ତି । […]
Read More...
ଦେଶ- ବିଦେଶ 

ମୋଦିଙ୍କ ମା ହୀରାବେନଙ୍କ ୧୦୦ତମ ଜନ୍ମଦିନ

ମୋଦିଙ୍କ ମା ହୀରାବେନଙ୍କ ୧୦୦ତମ ଜନ୍ମଦିନ ଗାନ୍ଧୀନଗର: ଜୁନ ୧୮: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନଙ୍କ ଜନ୍ମଦିନ । ଆଜି ସେ ତାଙ୍କ ଶହେତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି ଗାନ୍ଧୀନଗର ଯାଇ ମାଆଙ୍କ ପାଦ ଧୋଇବା ସହ ତାଙ୍କର ଆଶୀର୍ବାଦ ନେଇଥିବାର ଦେଖିବାକୁ ମିଳିଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ପୁରା ଭାବବିହ୍ୱଳ ହୋଇ ପଡିଥିଲେ । ପ୍ରଧାନମନ୍ତ୍ରୀଙ୍କ ମାଆଙ୍କ ନାଁରେ ଗାନ୍ଧୀନଗରର ୮୦ ମିଟର ରାସ୍ତାକୁ ପୂଜ୍ୟ ହୀରାବେନ୍‌ ମାର୍ଗ […]
Read More...

Advertisement