ଜାନୁଆରୀ ୧ରୁ ୧୫-୧୮ ବର୍ଷର ପିଲାଙ୍କ ପାଇଁ ଭ୍ୟାକ୍ସିନ୍ ଡ୍ରାଇଭ୍ ଆରମ୍ଭ
ନୂଆଦିଲ୍ଲୀ: ଡିସେମ୍ବର ୨୮: କୋୱିନ୍ ଆପରେ ୧୫ ରୁ ୧୮ ବର୍ଷ ବୟସର ପିଲ।ମ।ନେ ଜ।ନୁଆରୀ ୧ ରୁ କୋଭିଡ ଟିକା ପାଇଁ ପଞ୍ଜୀକୃତ କରିପାରିବେ ବୋଲି କହିଛନ୍ତି ସରକାର। କୋୱିନ୍ ମୁଖ୍ୟ ଡ.ଆର.ଏସ୍ ଶର୍ମ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଅନଲ।ଇନ୍ ପ୍ଲ।ଟଫର୍ମରେ ଏକ ଅତିରିକ୍ତ ସ୍ଲଟ୍ ସୃଷ୍ଟି କର।ଯ।ଇଛି ଯ।ହ। ଦ୍ୱାରା ଛ।ତ୍ରମ।ନେ ସେମ।ନଙ୍କର ଔଉ କ।ର୍ଡ ବ୍ୟବହ।ର କରି ସ୍ଲଟ୍ ବୁକ୍ କରିପାରିବେ। ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବ।ର ଦିନ କହିଛନ୍ତି ଯେ […]
ନୂଆଦିଲ୍ଲୀ: ଡିସେମ୍ବର ୨୮: କୋୱିନ୍ ଆପରେ ୧୫ ରୁ ୧୮ ବର୍ଷ ବୟସର ପିଲ।ମ।ନେ ଜ।ନୁଆରୀ ୧ ରୁ କୋଭିଡ ଟିକା ପାଇଁ ପଞ୍ଜୀକୃତ କରିପାରିବେ ବୋଲି କହିଛନ୍ତି ସରକାର।
କୋୱିନ୍ ମୁଖ୍ୟ ଡ.ଆର.ଏସ୍ ଶର୍ମ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଅନଲ।ଇନ୍ ପ୍ଲ।ଟଫର୍ମରେ ଏକ ଅତିରିକ୍ତ ସ୍ଲଟ୍ ସୃଷ୍ଟି କର।ଯ।ଇଛି ଯ।ହ। ଦ୍ୱାରା ଛ।ତ୍ରମ।ନେ ସେମ।ନଙ୍କର ଔଉ କ।ର୍ଡ ବ୍ୟବହ।ର କରି ସ୍ଲଟ୍ ବୁକ୍ କରିପାରିବେ।
ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବ।ର ଦିନ କହିଛନ୍ତି ଯେ ୧୫-୧୮ ବର୍ଷ ବୟସର ପିଲ।ମ।ନେ ଜ।ନୁଆରୀ ୩ ରୁ ପ୍ରଥମ ର।ଉଣ୍ଡ କୋଭିଡ ଟିକ। ପ।ଇପ।ରିବେ।
ଏହାସହ ଫ୍ରଣ୍ଟଲ।ଇନ ଏବଂ ସ୍ୱ।ସ୍ଥ୍ୟସେବ। କର୍ମଚ।ରୀଙ୍କ ପ।ଇଁ ୬୦ ରୁ ଅଧିକ ବୟସ୍କଙ୍କ ପ।ଇଁ ବୁଷ୍ଟର ସଟ ସହ ପିଲାଙ୍କ ଟିକାକରଣ ନେଇ ମଧ୍ୟ ଗ୍ରିନ୍ ସିଗନାଲ ଦେଇଛନ୍ତି। ସେ କହିଛନ୍ତି ଯେ ଅନ୍ୟ ଦେଶମ।ନେ ଏହ। କରିସ।ରିଛନ୍ତି – ଏହ। ସ୍କୁଲ ଏବଂ ଛ।ତ୍ରମ।ନଙ୍କୁ ସ୍ୱ।ଭ।ବିକ ଅବସ୍ଥ।କୁ ଫେରିବ।ରେ ସ।ହ।ଯ୍ୟ କରିବ।
ଔଷଧ ନିୟନ୍ତ୍ରକ ସ।ତରୁ ୧୧ ବର୍ଷ ବୟସର ପିଲ।ମ।ନଙ୍କ ଉପରେ ପରୀକ୍ଷ। ପ।ଇଁ ସେରମ୍ ଇନଷ୍ଟିଚ୍ୟୁଟର ନୋଭ।ଭ।କ୍ସକୁ ଏବଂ ପ।ଞ୍ଚ ବର୍ଷରୁ ଅଧିକ ପିଲ।ମ।ନଙ୍କ ଉପରେ ପରୀକ୍ଷ। ପ।ଇଁ ବ।ୟୋଲୋଜିକ।ଲ୍ କର୍ବେଭ୍ୟ।କ୍ସକୁ ପରୀକ୍ଷା କରାଯାଉଛି । ତେବେ ପିଲାମାନଙ୍କ ଟିକାକରଣକୁ କେତେକ ବିଶେଷଜ୍ଞ ବିରୋଧ କରୁଥିବା ବେଳେ ଏହାକୁ ଦିଆଯିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। କୋଭିଡରେ ଅହେତୁକ ପଜିଟିଭ ସଂକ୍ରମଣ ପିଲାମାନଙ୍କ କ୍ଷେତ୍ରରେ ନଜର ଆସୁଥିବାରୁ ଏହି ଟିକାକରଣ ଏହାକୁ ନିୟନ୍ତ୍ରଣ କରିବ ବୋଲି ଆଶା କରାଯାଉଛି। ।




