Bharat Biotech
ସ୍ୱାସ୍ଥ  ଦେଶ- ବିଦେଶ 

ଜାନୁଆରୀ ୧ରୁ ୧୫-୧୮ ବର୍ଷର ପିଲାଙ୍କ ପାଇଁ ଭ୍ୟାକ୍ସିନ୍‌ ଡ୍ରାଇଭ୍‌ ଆରମ୍ଭ

ଜାନୁଆରୀ ୧ରୁ ୧୫-୧୮ ବର୍ଷର ପିଲାଙ୍କ ପାଇଁ ଭ୍ୟାକ୍ସିନ୍‌ ଡ୍ରାଇଭ୍‌ ଆରମ୍ଭ ନୂଆଦିଲ୍ଲୀ: ଡିସେମ୍ବର ୨୮: କୋୱିନ୍‌ ଆପରେ ୧୫ ରୁ ୧୮ ବର୍ଷ ବୟସର ପିଲ।ମ।ନେ ଜ।ନୁଆରୀ ୧ ରୁ କୋଭିଡ ଟିକା ପାଇଁ ପଞ୍ଜୀକୃତ କରିପାରିବେ ବୋଲି କହିଛନ୍ତି ସରକାର। କୋୱିନ୍‌ ମୁଖ୍ୟ ଡ.ଆର.ଏସ୍ ଶର୍ମ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଅନଲ।ଇନ୍ ପ୍ଲ।ଟଫର୍ମରେ ଏକ ଅତିରିକ୍ତ ସ୍ଲଟ୍ ସୃଷ୍ଟି କର।ଯ।ଇଛି ଯ।ହ। ଦ୍ୱାରା ଛ।ତ୍ରମ।ନେ ସେମ।ନଙ୍କର ଔଉ କ।ର୍ଡ ବ୍ୟବହ।ର କରି ସ୍ଲଟ୍‌ ବୁକ୍‌ କରିପାରିବେ। ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବ।ର ଦିନ କହିଛନ୍ତି ଯେ […]
Read More...

Advertisement