ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସେକେଣ୍ଡ ଇନିଙ୍ଗସ୍‌

ଚଣ୍ଡୀଗଡ:ଜୁଲାଇ ୦୭: ପୁଣି ଥରେ ବିବାହ କଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ।ଚଣ୍ଡୀଗଡ଼ସ୍ତିତ ବାସଭବନରେ ସିଏମ୍‌ ମାନ ଡଃ ଗୁରୁପ୍ରୀତ କୌରଙ୍କୁ ବିବାହ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି କନଭେନର ଅରବିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଏଏପି ସାଂସଦ ରାଘବ ଚଡା ସାମିଲ ହୋଇଥିଲେ । ତେବେ କେଜରିୱାଲ୍‌ ସାଜିଥିଲେ ବାପା । ପିତା ହୋଇ କରିଥିଲେ କନ୍ୟାଦାନ । ସିଏମ୍‌ ମାନ୍‌ ଏବଂ ଡଃ […]

Samaya Live Picture
Published On

ଚଣ୍ଡୀଗଡ:ଜୁଲାଇ ୦୭: ପୁଣି ଥରେ ବିବାହ କଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ।ଚଣ୍ଡୀଗଡ଼ସ୍ତିତ ବାସଭବନରେ ସିଏମ୍‌ ମାନ ଡଃ ଗୁରୁପ୍ରୀତ କୌରଙ୍କୁ ବିବାହ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି କନଭେନର ଅରବିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଏଏପି ସାଂସଦ ରାଘବ ଚଡା ସାମିଲ ହୋଇଥିଲେ । ତେବେ କେଜରିୱାଲ୍‌ ସାଜିଥିଲେ ବାପା । ପିତା ହୋଇ କରିଥିଲେ କନ୍ୟାଦାନ । ସିଏମ୍‌ ମାନ୍‌ ଏବଂ ଡଃ ଗୁରୁପ୍ରୀତ କୌରଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏଠାରେ ପିତାଙ୍କ ସବୁ କର୍ତ୍ତବ୍ୟ ତୁଲେଇବା ସହିତ ପୁରା ହିନ୍ଦୁ ରୀତିନୀତି ଅନୁସାରେ ବିବାହ ହୋଇଥିବା ଖବର ରହିଛି ।