CM Arvind Kejriwal
ଦେଶ- ବିଦେଶ 

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସେକେଣ୍ଡ ଇନିଙ୍ଗସ୍‌

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସେକେଣ୍ଡ ଇନିଙ୍ଗସ୍‌ ଚଣ୍ଡୀଗଡ:ଜୁଲାଇ ୦୭: ପୁଣି ଥରେ ବିବାହ କଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ।ଚଣ୍ଡୀଗଡ଼ସ୍ତିତ ବାସଭବନରେ ସିଏମ୍‌ ମାନ ଡଃ ଗୁରୁପ୍ରୀତ କୌରଙ୍କୁ ବିବାହ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି କନଭେନର ଅରବିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଏଏପି ସାଂସଦ ରାଘବ ଚଡା ସାମିଲ ହୋଇଥିଲେ । ତେବେ କେଜରିୱାଲ୍‌ ସାଜିଥିଲେ ବାପା । ପିତା ହୋଇ କରିଥିଲେ କନ୍ୟାଦାନ । ସିଏମ୍‌ ମାନ୍‌ ଏବଂ ଡଃ […]
Read More...
ମନୋରଞ୍ଜନ 

ଫିଲ୍ମ ୮୩କୁ ନେଇ ଦିଲ୍ଲୀ ସରକାରଙ୍କ ବଡ ଘୋଷଣା

ଫିଲ୍ମ ୮୩କୁ ନେଇ ଦିଲ୍ଲୀ ସରକାରଙ୍କ ବଡ ଘୋଷଣା ଦିଲ୍ଲୀ: ଡିସେମ୍ବର ୨୨: ୧୯୮୩ କ୍ରିକେଟ ୱାଲïକପ୍‌ ମ୍ୟାଚର ଐତିହ।ସିକ ବିଜୟ ଉପରେ କବୀର ଖ।ନ୍ ଏକ ଫିଲ୍ମ ପ୍ରସ୍ତୁତ କରିଛନ୍ତି । ଯ।ହ।ର ନ।ଁ ରହିଛି ୮୩। ଏହ। ଡିସେମ୍ବର ୨୪ ତ।ରିଖରେ ପରଦ।କୁ ଆସିବ। ଏହ।କୁ ନେଇ ଦର୍ଶକଙ୍କ ମନରେ ଖୁବ୍ ଉତ୍ସ।ହ ବଢି ଯ।ଇଛି । ହେଲେ ଏହି ଫିଲ୍ମର ରିଲିଜ୍କୁ ନେଇ ଦିଲ୍ଲୀ ସରକ।ର ଏକ ବଡ ଘୋଷଣା କରିଛନ୍ତି। ଦିଲ୍ଲୀ ସରକାର କହିଛନ୍ତି ଯେ ରଣବୀର ସିଂହଙ୍କ ଅଭିନୀତ ବଲିଉଡ୍ […]
Read More...

Advertisement