PUNJAB CHIEF MINISTER BHAGWANT MAN'S SECOND MARRIAGE
ଦେଶ- ବିଦେଶ 

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସେକେଣ୍ଡ ଇନିଙ୍ଗସ୍‌

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସେକେଣ୍ଡ ଇନିଙ୍ଗସ୍‌ ଚଣ୍ଡୀଗଡ:ଜୁଲାଇ ୦୭: ପୁଣି ଥରେ ବିବାହ କଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ।ଚଣ୍ଡୀଗଡ଼ସ୍ତିତ ବାସଭବନରେ ସିଏମ୍‌ ମାନ ଡଃ ଗୁରୁପ୍ରୀତ କୌରଙ୍କୁ ବିବାହ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି କନଭେନର ଅରବିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଏଏପି ସାଂସଦ ରାଘବ ଚଡା ସାମିଲ ହୋଇଥିଲେ । ତେବେ କେଜରିୱାଲ୍‌ ସାଜିଥିଲେ ବାପା । ପିତା ହୋଇ କରିଥିଲେ କନ୍ୟାଦାନ । ସିଏମ୍‌ ମାନ୍‌ ଏବଂ ଡଃ […]
Read More...

Advertisement