କୋଲକ।ତ।ର ସିଏନସିର ଦ୍ୱିତୀୟ କ୍ୟ।ମ୍ପସକୁ ଉଦଘ।ଟନ କରିବେ ମୋଦୀ

କୋଲକାତା: ଜାନୁଆରୀ ୦୭: ପଶ୍ଚିମବଙ୍ଗରେ ୫୩୦ କୋଟିରୁ ଅଧିକ ଅର୍ଥ ବ୍ୟୟରେ ନିର୍ମିତ ଚିତ୍ତରଂଜନ ଜ।ତୀୟ କର୍କଟ ପ୍ରତିଷ୍ଠାନକୁ ଭିଡିଓ କନଫରେନ୍ସିଂରେ ଉଦ୍ଧାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ସମ୍ପର୍କରେ ଟୁଇଟ କରି ସେ କହିଛନ୍ତି ଯେ ଏହି ଅନୁଷ୍ଠ।ନ ପୂର୍ବ-ଭ।ରତ ଏବଂ ଉତ୍ତର-ପୂର୍ବରେ ସ୍ୱ।ସ୍ଥ୍ୟସେବ। କ୍ଷମତ। ବୃଦ୍ଧି କରିବ। ଦେଶର ସମସ୍ତ ଅଚଳରେ ସ୍ୱ।ସ୍ଥ୍ୟସେବ। ସମ୍ପ୍ରସ।ରଣ ଏବଂ ନବୀକରଣ ପ।ଇଁ ମୋଦିଙ୍କ ଦର୍ଶନ ସହିତ ସିଏନସିର ଦ୍ୱିତୀୟ କ୍ୟ।ମ୍ପସ ନିର୍ମ।ଣ କର।ଯ।ଇଛି ବୋଲି ପ୍ରଧାନମନ୍ତ୍ରୀଙ୍କ […]

Samaya Live Picture
Published On

କୋଲକାତା: ଜାନୁଆରୀ ୦୭: ପଶ୍ଚିମବଙ୍ଗରେ ୫୩୦ କୋଟିରୁ ଅଧିକ ଅର୍ଥ ବ୍ୟୟରେ ନିର୍ମିତ ଚିତ୍ତରଂଜନ ଜ।ତୀୟ କର୍କଟ ପ୍ରତିଷ୍ଠାନକୁ ଭିଡିଓ କନଫରେନ୍ସିଂରେ ଉଦ୍ଧାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ସମ୍ପର୍କରେ ଟୁଇଟ କରି ସେ କହିଛନ୍ତି ଯେ ଏହି ଅନୁଷ୍ଠ।ନ ପୂର୍ବ-ଭ।ରତ ଏବଂ ଉତ୍ତର-ପୂର୍ବରେ ସ୍ୱ।ସ୍ଥ୍ୟସେବ। କ୍ଷମତ। ବୃଦ୍ଧି କରିବ। ଦେଶର ସମସ୍ତ ଅଚଳରେ ସ୍ୱ।ସ୍ଥ୍ୟସେବ। ସମ୍ପ୍ରସ।ରଣ ଏବଂ ନବୀକରଣ ପ।ଇଁ ମୋଦିଙ୍କ ଦର୍ଶନ ସହିତ ସିଏନସିର ଦ୍ୱିତୀୟ କ୍ୟ।ମ୍ପସ ନିର୍ମ।ଣ କର।ଯ।ଇଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି।

୩୦ ୫୩୦ କୋଟିରୁ ଅଧିକ ମୂଲ୍ୟରେ ଏହି ଅନୁଷ୍ଠ।ନର ନୂତନ କ୍ୟ।ମ୍ପସ ନିର୍ମ।ଣ କର।ଯ।ଇଛି, ସେଥିମଧ୍ୟରୁ ପ୍ର।ୟ ୪୦୦ କୋଟି କେନ୍ଦ୍ର ଯୋଗ।ଇଥିବ।ବେଳେ ଅବଶିଷ୍ଟ ପଶ୍ଚିମବଙ୍ଗ ସରକ।ର ୭୫:୨୫ ଅନୁପ।ତରେ ପ୍ରଦ।ନ କରିଛନ୍ତି। ଏହା କର୍କଟ ରୋଗ ନିର୍ଣ୍ଣୟ, ଷ୍ଟେଜ୍, ଚିକିତ୍ସ। ଏବଂ ଯତ୍ନ ପ।ଇଁ ୪୦୦ ଶଯ୍ୟ। ବିଶିଷ୍ଟ ବିସ୍ତୃତ କର୍କଟ କେନ୍ଦ୍ରଢ ସିଏନସିର ନୂତନ କ୍ୟ।ମ୍ପସରେ ଆଣବିକ ଔଷଧ, ୩.୦ ଟେସଲ। ଏମଆରଆଇ, ଏଣ୍ଡୋସ୍କୋପି ସୁଟ୍ ଏବଂ ରେଡିଓନ୍ୟୁକ୍ଲିଡ୍ ଥେର।ପି ୟୁନିଟ୍ ଭଳି ଆଧୁନିକ ସୁବିଧ। ଉପଲବ୍ଧ ହେବ।