PM Modi
ବିଶ୍ବ  ବାଣିଜ୍ୟ  ଦେଶ- ବିଦେଶ 

ଦୁଇ ଦିନିଆ ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ଦୁଇ ଦିନିଆ ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ୱପୂର୍ଣ୍ଣ କ ୍ୱାର୍ଡ ବୈଠକରେ ସାମିଲ ହେବାକୁ ଦୁଇଦିନିଆ ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାପାନ ଗସ୍ତ କରି ଟୋକିଓରେ ପହଞ୍ଚିଛନ୍ତି ପିଏମ୍‌ ମୋଦି । ସେଠାରେ ପ୍ରବାସୀ ଭାରତୀୟମାନେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ତେବେ ଆଜି ଓ ଆସନ୍ତାକାଲି ହେବାକୁ ଥିବା କ ୍ୱାର୍ଡ ଦେଶ ସମୂହର ବୈଠକରେ ସାମିଲ ହୋଇ ମୋଦି ଭାରତର ପ୍ରତିନିଧିତ୍ୱ କରିବେ । ଏହି ଅବସରରେ ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ […]
Read More...
ସ୍ୱାସ୍ଥ  ଦେଶ- ବିଦେଶ 

ଜାମନଗରରେ ଗ୍ଲୋବାଲ୍ ସେଣ୍ଟର ଫର୍ ଟ୍ରାଡିସନାଲ ମେଡିସିନର ଶିଳାନ୍ୟାସ

ଜାମନଗରରେ ଗ୍ଲୋବାଲ୍ ସେଣ୍ଟର ଫର୍ ଟ୍ରାଡିସନାଲ ମେଡିସିନର ଶିଳାନ୍ୟାସ ଗୁଜରାଟ: ଅପ୍ରେଲ ୨୦: ଗୁଜରାଟ ଜାମନଗରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗ୍ଲୋବାଲ୍ ସେଣ୍ଟର ଫର୍ ଟ୍ରାଡିସନାଲ ମେଡିସିନର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି ଯେ, କରୋନା କାଳରେ ଲୋକଙ୍କୁ ସହାୟକ ହୋଇଛି ପାରମ୍ପାରିକ ଜଡ଼ିବୁଟି । ଏହାର ବ୍ୟବହାର ଦ୍ୱାରା ଆମ ଦେଶର ଲୋକ ଲାଭବାନ ହେଇଛନ୍ତି କିନ୍ତୁ ଏବେ ଏହି ପାରମ୍ପାରିକ ଜଡ଼ିବୁଟିକୁ ଦୁନିଆକୁ ଦେଖେଇବାର ସମୟ ଆସିଛି ।ଏହି କାର୍ଯ୍ୟକ୍ରମରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ୍ ଆଧାନମ୍ ଉପସ୍ଥିତ […]
Read More...
ଦେଶ- ବିଦେଶ 

ପିଲାମନଙ୍କୁ ମୋଦିଙ୍କ ଟିପସ୍‌

ପିଲାମନଙ୍କୁ ମୋଦିଙ୍କ ଟିପସ୍‌ ନୂଆଦିଲ୍ଲୀ: ଅପ୍ରେଲ ୦୧: ଚାପ ମୁକ୍ତ ପରୀକ୍ଷା ସମ୍ପର୍କରେ ଟିପ୍ସ ଦେଇଛନ୍ତି ମୋଦି । ଆଜି ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଦେଶର ବିଭିନ୍ନ ପ୍ରାନ୍ତରେ ଅନୁଷ୍ଠିତ ହୋଇଯାଇଛି । ମୋଦି ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ପଞ୍ଚମ ସଂସ୍କରଣ କରିଛନ୍ତିି। ପିଏମ୍ ଛାତ୍ରଛାତ୍ରୀଙ୍କ ବ୍ୟତୀତ ଅଭିଭାବକ ଓ ଶିକ୍ଷକମାନଙ୍କ ସହ ମିଶି ମଧ୍ୟ ଚାପ ମୁକ୍ତ ପରୀକ୍ଷା ସମ୍ପର୍କରେ ନିଜ ନିଜର ମତ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ […]
Read More...
ବିଶ୍ବ 

ପରଲୋକରେ ପ୍ରସିଦ୍ଧ କଥକଲି ନୃତ୍ୟଶିଳ୍ପୀ ମିଲେନା ସାଲଭିନି

ପରଲୋକରେ ପ୍ରସିଦ୍ଧ କଥକଲି ନୃତ୍ୟଶିଳ୍ପୀ ମିଲେନା ସାଲଭିନି ନୂଆଦିଲ୍ଲୀ: ଜାନୁଆରୀ ୨୭: ପଦ୍ମଶ୍ରୀ ପୁରସ୍କ।ର ପ୍ରାପ୍ତ ତଥ। ପ୍ରସିଦ୍ଧ କଥକଲି ନୃତ୍ୟଶିଳ୍ପୀ ମିଲେନ। ସ।ଲଭିନିଙ୍କ ପରଲୋକ। ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଲେନ। ସ।ଲଭିନିଙ୍କୁ ଶ୍ରଦ୍ଧ।ଞ୍ଜଳୀର ଟ୍ୱିଟ୍‌ ଦେଇ ଦୁଃଖ ପ୍ରକ।ଶ କରିଛନ୍ତି । ଗତ ବୁଧବାର ସ।ଲଭିନିଙ୍କର ଦେହ।ନ୍ତ ହୋଇଥିଲ।। ସେ ଇଟ।ଲୀରେ ଜନ୍ମଗ୍ରହଣ କରିଥିଲେ । ଅଭିନୟ କ୍ଷେତ୍ରରେ ତ।ଙ୍କର ବହୁତ ବଡ ଅବଦ।ନ ପ।ଇଁ ଭ।ରତ ସରକ।ର ତ।ଙ୍କୁ ୨୦୧୯ରେ ପଦ୍ମଶ୍ରୀ ସମ୍ମ।ନରେ ସମ୍ମ।ନିତ କରିଥିଲେ।
Read More...
ଦେଶ- ବିଦେଶ 

ବିଭିନ୍ନ ସଂସ୍କତିରେ ସମୃଦ୍ଧ ଭାରତ

ବିଭିନ୍ନ ସଂସ୍କତିରେ ସମୃଦ୍ଧ ଭାରତ ନୂଆଦିଲ୍ଲୀ: ଜାନୁଆରୀ ୧୪: ଆମ ଦେଶ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଏଠାରେ ବାର ମାସରେ ୧୩ ପର୍ବ ପାଳନ କରାଯାଏ। ଜାତି, ଧର୍ମ, ବର୍ନ ନିର୍ବିଶେଷରେ ସମସ୍ତେ ଏକ ପରିବାର ହୋଇ ଅପରର ପୂଜା ପାର୍ବଣକୁ ବେଶ୍‌ ଧୁମ ଧାମରେ ପାଳନ କରନ୍ତି। ସେହି ଭାବନାକୁ ସମ୍ମାନ ଦେଇ ଆଜି ଆମ ଦେଶରେ ଅନେକ ପର୍ବ ପାଳନ କରାଯାଉଛି। ଆଜି ଗୋଟିଏ ଦିନରେ ଭାରତର ବିଭିନ୍ନ ପ୍ରାନ୍ତରେ ଅନେକ ପର୍ବ ରହିଛି। ଯାହାକୁ ନେଇ […]
Read More...
ରାଜନୀତି  ଦେଶ- ବିଦେଶ 

କୋଲକ।ତ।ର ସିଏନସିର ଦ୍ୱିତୀୟ କ୍ୟ।ମ୍ପସକୁ ଉଦଘ।ଟନ କରିବେ ମୋଦୀ

କୋଲକ।ତ।ର ସିଏନସିର ଦ୍ୱିତୀୟ କ୍ୟ।ମ୍ପସକୁ ଉଦଘ।ଟନ କରିବେ ମୋଦୀ କୋଲକାତା: ଜାନୁଆରୀ ୦୭: ପଶ୍ଚିମବଙ୍ଗରେ ୫୩୦ କୋଟିରୁ ଅଧିକ ଅର୍ଥ ବ୍ୟୟରେ ନିର୍ମିତ ଚିତ୍ତରଂଜନ ଜ।ତୀୟ କର୍କଟ ପ୍ରତିଷ୍ଠାନକୁ ଭିଡିଓ କନଫରେନ୍ସିଂରେ ଉଦ୍ଧାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ସମ୍ପର୍କରେ ଟୁଇଟ କରି ସେ କହିଛନ୍ତି ଯେ ଏହି ଅନୁଷ୍ଠ।ନ ପୂର୍ବ-ଭ।ରତ ଏବଂ ଉତ୍ତର-ପୂର୍ବରେ ସ୍ୱ।ସ୍ଥ୍ୟସେବ। କ୍ଷମତ। ବୃଦ୍ଧି କରିବ। ଦେଶର ସମସ୍ତ ଅଚଳରେ ସ୍ୱ।ସ୍ଥ୍ୟସେବ। ସମ୍ପ୍ରସ।ରଣ ଏବଂ ନବୀକରଣ ପ।ଇଁ ମୋଦିଙ୍କ ଦର୍ଶନ ସହିତ ସିଏନସିର ଦ୍ୱିତୀୟ କ୍ୟ।ମ୍ପସ ନିର୍ମ।ଣ କର।ଯ।ଇଛି ବୋଲି ପ୍ରଧାନମନ୍ତ୍ରୀଙ୍କ […]
Read More...
ରାଜନୀତି  ଦେଶ- ବିଦେଶ 

୨୦ ମିନିଟ ଅଟକିଲା ମୋଦିଙ୍କ ଗାଡି

୨୦ ମିନିଟ ଅଟକିଲା ମୋଦିଙ୍କ ଗାଡି ପଞ୍ଜାବ:ଜାନୁଆରୀ ୦୫: ସୁରକ୍ଷ। ଅଭ।ବରୁ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜ।ବର ଫେରୋଜପୁରରେ ର।ଲିକୁ ଛ।ଡିଛନ୍ତି ବୋଲି ଗୃହ ମନ୍ତ୍ରଣ।ଳୟର ଏକ ବିବୃତ୍ତିରେ କୁହ।ଯ।ଇଛି। “ହୁସେନ।ୱ।ଲ।ସ୍ଥିତ ନ୍ୟ।ସନ।ଲ ଶହୀଦ ମେମୋରିଆଲଠ।ରୁ ପ୍ର।ୟ ୩୦ କିଲୋମିଟର ଦୂରରେ ମୋଦିଙ୍କ ଗାଡି ଫ୍ଲ।ଏ ଓଭରରେ ପହଞ୍ଚିଲ।ବେଳେ କିଛି ବିରୋଧକ।ରୀଙ୍କ ଦ୍ୱ।ର। ର।ସ୍ତ। ଅବରୋଧ କରାଯାଇଥିଲା । ପ୍ରଧ।ନମନ୍ତ୍ରୀ ୧୫-୨୦ ମିନିଟ୍ ପ।ଇଁ ଏକ ଫ୍ଲ।ଏ ଓଭରରେ ଅଟକି ରହିଥିଲେ ଢତେବେ ପ୍ରଧ।ନମନ୍ତ୍ରୀଙ୍କ ସୁରକ୍ଷ। କ୍ଷେତ୍ରରେ ଏହ। ଏକ ପ୍ରମୁଖ ବିଫଳତ। ବୋଲି […]
Read More...
ରାଜନୀତି 

୭୭ ମନ୍ତ୍ରୀଙ୍କୁ ନେଇ ନୂଆ ଦଳ କଲେ ମୋଦି

୭୭ ମନ୍ତ୍ରୀଙ୍କୁ ନେଇ ନୂଆ ଦଳ କଲେ ମୋଦି ଦିଲ୍ଲୀ : ନଭେମ୍ବର ୧୫: ଶାସନ ବ୍ୟବସ୍ଥାକୁ ଦୃଢ଼ ଏବଂ ଶକ୍ତିଶାଳୀ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ସେ ମନ୍ତ୍ରୀମଣ୍ଡଳର ସମସ୍ତ ୭୭ ମନ୍ତ୍ରୀଙ୍କୁ ନେଇ ୮ଟି ଦଳ ଗଠନ କରିଛନ୍ତି । ମନ୍ତ୍ରୀ ପରିଷଦର ୫ଟି ବୈଠକ ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ପ୍ରତ୍ୟେକ ୮ଟି ଦଳରେ ୯ରୁ ୧୦ ଜଣ ଲେଖାଏଁ ମନ୍ତ୍ରୀ ରହିଛନ୍ତି । ପ୍ରତି ଦଳ ପାଇଁ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଦଳର […]
Read More...
ଦେଶ- ବିଦେଶ 

ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କୁ ହତ୍ୟା ଧମକ

ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କୁ ହତ୍ୟା ଧମକ କୋଲକାତା: ଅକ୍‌ଟୋବର ୨୭: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟରତ ଅଲପନ ବନ୍ଦୋପାଧ୍ୟାୟଙ୍କୁ ହତ୍ୟା ଧମକ ଦିଅଯାଇଛି । ଏନେଇ ତାଙ୍କ ପତ୍ନୀ ସୋନାଲିଚକ୍ରବର୍ତ୍ତୀଙ୍କ ପାଖକୁ ଏକ ଚିଠି ଆସିଛି । ସୋନାଲି କୋଲକାତା ବିଶ୍ୱବିଦ୍ୟାଳୟର କୁଳପତି ଅଛନ୍ତି । ମିଳିଥିବା ଚିଠିରେ ଲେଖାଥିଲା, ମାଡମ୍‌, ଆପଣଙ୍କ ସ୍ୱାମୀଙ୍କୁ ହତ୍ୟା କରାଯିବ । ତାଙ୍କୁ କେହି ବଞ୍ଚାଇ ପାରିବେ ନାହିଁ । ଏହି ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ କୋଲକାତା ପୁଲିସ୍‌ ମାମଲା […]
Read More...
ଦେଶ- ବିଦେଶ 

୫ ଦିନିଅ ଆମେରିକା ଗ୍ରସ୍ତରେ ପ୍ରଧାନମନ୍ତ୍ରୀ

୫ ଦିନିଅ ଆମେରିକା ଗ୍ରସ୍ତରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ : ସେପ୍‌ଟେମ୍ବର ୨୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଦିନିଆ ଆାମେରିକା ଗସ୍ତରେ ଅଛନ୍ତି । ସେ ଆଜିଠୁ ଆରମ୍ଭ କରି ୨୬ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ମହାମାରୀ କରୋନା ସକାଶେ ସେ ପ୍ରାୟ ଦୁଇ ବର୍ଷ ହେବ ବିଦେଶ ଗ୍ରସ୍ତ କରିପାରିନଥିଲେ । ତେବେ ଆଜି ପ୍ରଧାନମନ୍ତ୍ରୀ ୱାଶିଂଟନରେ ପହଞ୍ଚିବେ । ଏହାସହିତ ମୋଦି କୋଭିଡ-୧୯ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୨୩ ତାରିଖରେ […]
Read More...
ଦେଶ- ବିଦେଶ 

ସୃଷ୍ଟି ହେଲା ଆଉ ଏକ ନୂଆ ଅଧାୟ; ରାମ ମନ୍ଦିରର ଭୂମିପୂଜନ କଲେ ପ୍ରଧାନମନ୍ତ୍ରୀ

ସୃଷ୍ଟି ହେଲା ଆଉ ଏକ ନୂଆ ଅଧାୟ; ରାମ ମନ୍ଦିରର ଭୂମିପୂଜନ କଲେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର : ଅଗଷ୍ଟ ୫: ଦୀର୍ଘ ୫ଶହ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ରାମ ଜନ୍ମଭୂମି ଅଯୋଧ୍ୟାରେ କୋଟି କୋଟି ଲୋକଙ୍କ ହୃଦୟର ଦେବତା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ହୋଇଛି ଶିଳାନ୍ୟାସ । ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଦିବ୍ୟ ରାମମନ୍ଦିରର ନିର୍ମାଣର ଭୂମିପୁଜା ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂଜାର ରୀତିନୀତି ଓ ମନ୍ତ୍ରଉଚାଣର ସହ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜା ସମାପ୍ତି ହେବା ପରେ […]
Read More...
ଓଡ଼ିଶା 

ମୋଦିଙ୍କ ପ୍ୟାକେଜ: କାଲି କହିଲେ ଆଜି ଦେଲେ ୫ଶହ କୋଟି

ମୋଦିଙ୍କ ପ୍ୟାକେଜ: କାଲି କହିଲେ ଆଜି ଦେଲେ ୫ଶହ କୋଟି Edited by Papu Mohanty ଭୁବନେଶ୍ୱର:ମେ ୨୩:ଶୁକ୍ରବାର ଘୋଷଣା ଆଉ ଆଜି ମିଳିଲା ସହାୟତା । ଏହା କରି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ପ୍ରଧାନମନ୍ତ୍ରୀ ଅମ୍ଫାନ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ ଓ ପରେ ୫୦୦ କୋଟି ଟଙ୍କାର ଅଗ୍ରିମ ସହାୟତା ପାଇଁ ଘୋଷଣା କରିଥିଲେ । ଘୋଷଣା ଠିକ୍‌ ୨୪ଘଣ୍ଟା ପରେ କେନ୍ଦ୍ର ସରକାର ଏହି ୫୦୦କୋଟି ଟଙ୍କା ରାଜ୍ୟକୁ ପ୍ରଦାନ କରିଛନ୍ତି । ଆଜି କେନ୍ଦ୍ର ଗୃହ […]
Read More...

Advertisement