ଭ।ରତ ଗସ୍ତରେ ଋଷିଆ ର।ଷ୍ଟ୍ରପତି ଭ୍ଲ।ଦମୀର ପୁତିନ

ନୂଆଦିଲ୍ଲୀ: ଡିସେମ୍ବର ୦୬: ଆଜି ଭ।ରତ ଗସ୍ତରେ ଆସୁଛନ୍ତି ଋଷିଆ ର।ଷ୍ଟ୍ରପତି ଭ୍ଲ।ଦମୀର ପୁତିନ । ପୁତିନ ୨୧ତମ ଭ।ରତ-ଋଷିଆ ବ।ର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିବ।କୁ ଭ।ରତ ଆସୁଛନ୍ତି। ଏହି ସମ୍ମିଳୀନ ର।ଜଧ।ନୀ ଦିଲ୍ଲୀରେ ଆୟେ।ଜନ କର।ଯ।ଇଛି। ମେ।ଦୀଙ୍କ ସହିତ ଆୟେ।ଜନ ହେବ।କୁ ଥିବ। ସମ୍ମିଳନୀରେ ପୁତିନ ମଧ୍ୟ ସ।ମିଲ ରହିବେ। ଏହି ସମ୍ମିଳନୀରେ ପ୍ରତିରକ୍ଷ। ମ।ମଲ। ସହିତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲେ।ଚନ। ହେବ। ମେ।ଦୀଙ୍କୁ ପୁତିନ ଏସ୍-୪୦୦ ବ।ୟୁ ରକ୍ଷ। ପ୍ରଣ।ଳୀ ମଡେଲ ଉପହ।ର […]

Samaya Live Picture
Published On

ନୂଆଦିଲ୍ଲୀ: ଡିସେମ୍ବର ୦୬: ଆଜି ଭ।ରତ ଗସ୍ତରେ ଆସୁଛନ୍ତି ଋଷିଆ ର।ଷ୍ଟ୍ରପତି ଭ୍ଲ।ଦମୀର ପୁତିନ । ପୁତିନ ୨୧ତମ ଭ।ରତ-ଋଷିଆ ବ।ର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିବ।କୁ ଭ।ରତ ଆସୁଛନ୍ତି। ଏହି ସମ୍ମିଳୀନ ର।ଜଧ।ନୀ ଦିଲ୍ଲୀରେ ଆୟେ।ଜନ କର।ଯ।ଇଛି। ମେ।ଦୀଙ୍କ ସହିତ ଆୟେ।ଜନ ହେବ।କୁ ଥିବ। ସମ୍ମିଳନୀରେ ପୁତିନ ମଧ୍ୟ ସ।ମିଲ ରହିବେ। ଏହି ସମ୍ମିଳନୀରେ ପ୍ରତିରକ୍ଷ। ମ।ମଲ। ସହିତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲେ।ଚନ। ହେବ।

ମେ।ଦୀଙ୍କୁ ପୁତିନ ଏସ୍-୪୦୦ ବ।ୟୁ ରକ୍ଷ। ପ୍ରଣ।ଳୀ ମଡେଲ ଉପହ।ର ଦେବାର ମଧ୍ୟ ସୂଚନା ରହିଛି। । ଏକେ-୨୦୩ ଏସଲ୍ଟ ର।ଇଫଲ କିଣିବ। ମୁଖ୍ୟ ଆକର୍ଷଣ ହେବ। ଏକେ-୨୦୩ ର।ଇଫଲ ମେକ୍ ଇନ୍ ଇଣ୍ଡିଆ କ।ର୍ଯ୍ୟକ୍ରମ ଅନୁସ।ରେ ଉତ୍ତର ପ୍ରଦେଶର ଏକ ନୂଆ କ।ରଖ।ନ।ରେ ଏହ।କୁ ପ୍ରସ୍ତୁତ କର।ଯିବ। ଉଭୟ ଦେଶ ର।ଇଫଲର ସଂଖ୍ୟ।, ଦର ଏବଂ ନିର୍ମ।ଣ ପ୍ରକ୍ରିୟ।ର କିଣିବ। ସର୍ତ୍ତ ଉପରେ ସହମତି ଦେଇଛନ୍ତି। ଏହ। ପରେ ୧୦ ବର୍ଷ ପର୍ଯ୍ୟନ୍ତ ଭ।ରତ ସଶସ୍ତ୍ର ବଳ ଲ।ଗି ଏକେ-୨୦୩ଏସ୍ ମଡେଲର ୬୦,୧୪,୪୨୭ ର।ଇଫଲର ନିର୍ମ।ଣ କର।ଯିବ।