Russia
ବିଶ୍ବ  ରାଜନୀତି  ଦେଶ- ବିଦେଶ 

ଭ।ରତ ଗସ୍ତରେ ଋଷିଆ ର।ଷ୍ଟ୍ରପତି ଭ୍ଲ।ଦମୀର ପୁତିନ

ଭ।ରତ ଗସ୍ତରେ ଋଷିଆ ର।ଷ୍ଟ୍ରପତି ଭ୍ଲ।ଦମୀର ପୁତିନ ନୂଆଦିଲ୍ଲୀ: ଡିସେମ୍ବର ୦୬: ଆଜି ଭ।ରତ ଗସ୍ତରେ ଆସୁଛନ୍ତି ଋଷିଆ ର।ଷ୍ଟ୍ରପତି ଭ୍ଲ।ଦମୀର ପୁତିନ । ପୁତିନ ୨୧ତମ ଭ।ରତ-ଋଷିଆ ବ।ର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିବ।କୁ ଭ।ରତ ଆସୁଛନ୍ତି। ଏହି ସମ୍ମିଳୀନ ର।ଜଧ।ନୀ ଦିଲ୍ଲୀରେ ଆୟେ।ଜନ କର।ଯ।ଇଛି। ମେ।ଦୀଙ୍କ ସହିତ ଆୟେ।ଜନ ହେବ।କୁ ଥିବ। ସମ୍ମିଳନୀରେ ପୁତିନ ମଧ୍ୟ ସ।ମିଲ ରହିବେ। ଏହି ସମ୍ମିଳନୀରେ ପ୍ରତିରକ୍ଷ। ମ।ମଲ। ସହିତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲେ।ଚନ। ହେବ। ମେ।ଦୀଙ୍କୁ ପୁତିନ ଏସ୍-୪୦୦ ବ।ୟୁ ରକ୍ଷ। ପ୍ରଣ।ଳୀ ମଡେଲ ଉପହ।ର […]
Read More...
ଦେଶ- ବିଦେଶ 

ଯୁଦ୍ଧ ପାଇଁ ସଜବାଜ; ରୁଷ୍‌ରୁ ଆସିବ ଆଉ ୩୩ ଲଢୁଆ ବିମାନ

ଯୁଦ୍ଧ ପାଇଁ ସଜବାଜ; ରୁଷ୍‌ରୁ ଆସିବ ଆଉ ୩୩ ଲଢୁଆ ବିମାନ ନୂଆଦିଲ୍ଲୀ : ଜୁଲାଇ ୦୨: ଲଦାଖରେ ଚୀନ ଓ ଭାରତ ସୀମାବିବାଦ ଜନୀତ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଉଭୟ ପକ୍ଷର ହଜାର ହଜାର ସୈନ୍ୟ ସୀମାନ୍ତରେ ଠୁଳ ହୋଇଛନ୍ତି । କେତେବେଳେ ଯେ, କଣ ଘଟିବ ତାହା କହିବା ମୁସ୍କିଲ ହୋଇଥିଲାବେଳେ ନିଜର ବାୟୁସେନାକୁ ଅଧିକ ସୁଦୃଢ଼ କରିବା ପାଇଁ ଅଣ୍ଟା ଭିଡ଼ିଛି ଭାରତ । ଚୀନ୍‌ର ମୁକାବିଲା ପାଇଁ ରୁଷରୁ ଭାରତ ୩୩ ଟି ଲଢୁଆ ବିମାନ କିଣିବା ପାଇଁ ରାଜିନାମା କରିଥିବା […]
Read More...
ଦେଶ- ବିଦେଶ 

ଋଷଠାରୁ ଭାରତ କିଣିବ ଏସ୍‌-୪୦୦ ଆଣ୍ଟି ମିସାଇଲ ସିଷ୍ଟମ : ରୁଷ ଗଲେ ରାଜନାଥ

ଋଷଠାରୁ ଭାରତ କିଣିବ ଏସ୍‌-୪୦୦ ଆଣ୍ଟି ମିସାଇଲ ସିଷ୍ଟମ : ରୁଷ ଗଲେ ରାଜନାଥ ନୂଆଦିଲ୍ଲୀ :ଜୁନ ୨୨: ଲଦାଖରେ ଭାରତ ଏବଂ ଚୀନ୍‌ ସୈନିକଙ୍କ ମଧ୍ୟରେ ସଂଘର୍ଷ ପରେ ଉଭୟ ଦେଶ ଯବାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସେନାବାହିନୀ ନିଜକୁ ପ୍ରସ୍ତୁତ କରିଥିଲାବେଳେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଉପରେ ମଧ୍ୟ ଗୁରୁତ୍ୱ ଦେଇଛି । ଏହି ପରୀପ୍ରେକ୍ଷୀରେ ରୁଷ ଠାରୁ ଏସ୍‌-୪୦୦ ଆଣ୍ଟିମିସାଇଲ୍‌ ସିଷ୍ଟମ କିଣିବା ପାଇଁ ଭାରତ ନିଷ୍ପତ୍ତି କରିଛି । ଏଥିପାଇଁ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଙଥ ସିଂହ ରୁଷ […]
Read More...

Advertisement