GUJRAT
ଦେଶ- ବିଦେଶ 

ଦେବୀ ଦର୍ଶନ ନୋହିଲା,ମର୍ମନ୍ତୁଦ କାର ଦୁର୍ଘଟଣାରେ ୬ ମୃତ

ଦେବୀ ଦର୍ଶନ ନୋହିଲା,ମର୍ମନ୍ତୁଦ କାର ଦୁର୍ଘଟଣାରେ ୬ ମୃତ ଗୁଜୁରାଟ : ଗୁଜୁରାଟର ଆରାଭାଲୀ ଜିଲ୍ଲାରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ତୀର୍ଥ ଯାତ୍ରୀ ଙ୍କ ଉପରକୁ ମାଡି ଗଲା କାର I ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ଗୁଜରାଟ ଅରାବଲ୍ଲି ଜିଲ୍ଲା ର କୃଷ୍ଣପୁର ନିକଟ ଅମ୍ବାଜିରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି I […]
Read More...
ରାଜନୀତି  ଦେଶ- ବିଦେଶ 

ମନୀଷ ସିସୋଦିଆ ଙ୍କ ପରେ ମୋତେ ମଧ୍ୟ ଗିରଫ କରାଯାଇ ପାରେ : କେଜ୍ରିୱାଲ

ମନୀଷ ସିସୋଦିଆ ଙ୍କ ପରେ ମୋତେ ମଧ୍ୟ ଗିରଫ କରାଯାଇ ପାରେ : କେଜ୍ରିୱାଲ ନୂଆଦିଲ୍ଲୀ: ନୂଆ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଙ୍କ ଘରେ ରେଡ କରିଛି । ସିବିଆଇ ଏତଲାରେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଥିବା ବେଳେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିସୋଦିଆଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ ପାଇଁ ପ୍ରସ୍ତୁତ ହେଉଛି । ଗୁଜୁରାଟ ଗସ୍ତରେ ଯାଇ ସୋମବାର ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏକ ବଡ଼ ବୟାନ ଦେଇଛନ୍ତି । ତାଙ୍କ ବୟାନ ଅନୁସାରେ ଯଦି ସିବିଆଇ […]
Read More...

Advertisement