gold price decrease
ବାଣିଜ୍ୟ 

ସୁନା ରୂପା ଦରରେ ବଡ ଧରଣର ହ୍ରାସ

ସୁନା ରୂପା ଦରରେ ବଡ ଧରଣର ହ୍ରାସ କିଛିଦିନ ସୁନା ଓ ରୂପା ଦର ବୃଦ୍ଧି ପାଇବା ପରେ ପୁଣି ଏହି ଦର ହ ୍ରାସ ପାଇଛି । ସୁନା ଦର ହ ୍ରାସ ପାଇ ୧୦ ଗ୍ରାମ ପ୍ରତି ୫୦,୬୫୬ ଟଙ୍କାରେ ପହଞ୍ଚିଛି । ସେହିପରି ରୂପା ଦର ମଧ୍ୟ ହ ୍ରାସ ପାଇଛି । ଏକ ସମୟରେ ରୂପା ପ୍ରତି କିଲୋକୁ ୭୬,୦୦୮ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଥିଲା ବେଳେ ଏବେ ଏହା ୫୫,୮୮୮ ଟଙ୍କାକୁ ଖସିଛି । ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ […]
Read More...
ବାଣିଜ୍ୟ 

ବଜାରରେ କମିଛି ସୁନା ଦର

ବଜାରରେ କମିଛି ସୁନା ଦର ନୂଆଦିଲ୍ଲୀ: ମଇ ୨୬: ଭାରତୀୟ ବଜାରରେ ଆଜି ସୁନା ଦର ହ ୍ରାସ ପାଇଥିବା ବେଳେ ବଢିଛି ରୂପା ଦର । ୯୯୯ ପ୍ୟୁରିଟି ସୁନା ପ୍ରତି ୧୦ ଗ୍ରାମକୁ ଆଜି ୫୧, ୨୧୭ ଟଙ୍କାରେ ବିକ୍ରି ହେଉଛି । ସେହିପରି ରୂପା ଦର ବୃଦ୍ଧି ପାଇ ୯୯୯ ପ୍ୟୁରିଟି ୧ କିଲୋକୁ ୬୧,୭୫୭ ଟଙ୍କାରେ ପହଞ୍ଚିଛି । ଗ୍ଲୋବାଲ୍‌ ମାର୍କେଟରେ ସୁନା ଦର ହ ୍ରାସ ପାଇଥିବାରୁ ଭାରତୀୟ ବଜାରରେ ମଧ୍ୟ ଦର ହ ୍ରାସ ପାଇଛିଛ । ଗତ […]
Read More...
ବାଣିଜ୍ୟ 

ସାମାନ୍ୟ କମିଲା ସୁନା ଦର

ସାମାନ୍ୟ କମିଲା ସୁନା ଦର ନୂଆଦିଲ୍ଲୀ: ମାର୍ଚ୍ଚ ୨୪: ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୦୦ ଟଙ୍କା ହ୍ରାସ ପାଇ ୪୭,୩୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ୧୦ ଗ୍ରାମ ପ୍ରତି ୪୩୦ ଟଙ୍କା କମି ୫୧,୬୭୦ ଟଙ୍କା ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୭,୩୫୦ ଟଙ୍କା ଓ ୫୧,୬୭୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର […]
Read More...

Advertisement