Flood
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
‘ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ସ୍ଥିର,ପରିସ୍ଥିତି ର ମୁକାବିଲା ପାଇଁ ରହିଛି ସତର୍କ ଦୃଷ୍ଟି ‘ ଜଳସମ୍ପଦ ମନ୍ତ୍ରୀ
Published On
By Samaya Live
ଭୁବନେଶ୍ୱର : ସୁବର୍ଣ୍ଣରେଖା ନଦୀରେ ବନ୍ୟା ଜଳ ବିପଦ ସଂକେତ ଉପରେ ଥିଲେ ମଧ୍ୟ ସ୍ଥିର ରହିଛି । ସଂଧ୍ୟା ସୁଦ୍ଧା ଜଳସ୍ତର କମିବ ନା ବଢିବ ସେ ନେଇ ସୂଚନା ମିଳିବ । ଆଜି ଦିନକ ଆମ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ବାଲେଶ୍ବର ଜିଲ୍ଲାର ବସ୍ତା, ବାଲିଆପାଳ ସମେତ ତଳି ଅଞ୍ଚଳରେ ପାଣି ପଶିଛି । ସୁବର୍ଣ୍ଣରେଖାରେ ସିଷ୍ଟମରେ କୌଣସି ଘାଇ ହୋଇନାହିଁ । ବନ୍ୟା ପରିସ୍ଥିତି ର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ […]
ରାଜ୍ୟରେ ୫ ଦିନ ଯାଏଁ ରହିବ ବନ୍ୟା ପରିସ୍ଥିତି
Published On
By Samaya Live
ବଙ୍ଗୋପ ସାଗରରେ ଘନ ଘନ ଲଘୁଚାପ ଯୋଗୁଁ ରାଜ୍ୟରେ ଜଟିଳ ହେଉଛି ବନ୍ୟା ପରିସ୍ଥିତି I ସମ୍ଭାବ୍ୟ ବନ୍ୟା ପରିସ୍ଥିତି କୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରରୁ ୪୦ଟି ସୁଇସ୍ ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ କରାଯାଇଛି । ମହାନଦୀ ଓ ତାର ଶାଖା ନଦୀ ଗୁଡିକର ଜଳସ୍ତର ହ୍ରାସ ପାଉଛି I ଜଳସ୍ତର ବି ଧୀରେ ଧୀରେ ଖସିବାରେ ଲାଗିଛି ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୪ଲକ୍ଷ ୬୬ହଜାର ୫୭୪ କ୍ୟୁସେକ ଜଳ ପ୍ରବେଶ ହେଉଥିବାବେଳେ, […]
ବଙ୍ଗୋପସାଗରରେ ଲଘୁଚାପ: ତାମଲନାଡ଼ୁ, କେରଳ, ଆନ୍ଧ୍ର ଓ ପୁଟୁଚେରୀରେ ପ୍ରବଳ ବର୍ଷା
Published On
By Samaya Live
ନୂଆଦିଲ୍ଲୀ : ନଭେମ୍ବର ୦୯: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଆଜି ସକାଳ ସାଢେ ୮ଟା ବେଳେ ଏହି ଲଘୁଚାପ ସୃଷ୍ଟି ହୋଇଛି । ସମ୍ପୂର୍ଣ୍ଣ ସୂଚନା ଅନୁସାରେ, ଆସନ୍ତା ୩୬ ଘଣ୍ଟାରେ ଏହି ଲପୁଚାପ ଆହୁରି ଘନୀଭୂତ ହୋଇ ଅବପାତ ବା ଡିପ୍ରେସନରେ ପରିଣତ ହେବ । ଏହା ଉତ୍ତର-ପଶ୍ଚିମ ଦିଗ ଦେଇ […]
ବିପର୍ଯ୍ୟୟ ମୁକାବିଲା କୌଶଳ ଶିଖାଇବ ଓଡ଼ିଶା
Published On
By Samaya Live
ଭୁବନେଶ୍ୱର : ସେପ୍ଟେମ୍ବର ୩୦ : ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ଭୁବନେଶ୍ୱରରେ ଏକ ତାଲିମ ଶିବିର ଗତକାଲି ଆରମ୍ଭ ହୋଇଛି । ୯ ରାଜ୍ୟ ଓ ୪ ଟି କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧି ଏଥିରେ ଯୋଗ ଦେଇଛନ୍ତି । ବାତ୍ୟା କିମ୍ବା ବନ୍ୟା ପୂର୍ବ ପ୍ରସ୍ତୁତି ଓ ପରେ ପୁନଃଉଦ୍ଧାର କେମିତି କରାଯାଉଛି ତାହା ଉପରେ ଆଲୋଚନା ହେଉଛି । ଓଡ଼ିଶାର ବାତ୍ୟା ଓ ବନ୍ୟା ମୁକାବିଲା କରିବାରେ ଅନେକ ଅଭିଜ୍ଞତା ରହିଛି । […]
ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ୬ଟି ଏନଡ଼ିଆରଏଫ ଟିମ ମୁତୟନ
Published On
By Samaya Live
ଭୁବନେଶ୍ୱର,ସେପ୍ଟେମ୍ବର ୧୬ : ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଉପକୂଳର୍ବତ୍ତୀ ଜିଲ୍ଲା ଗୁଡିକୁ ଏନଡ଼ିଆରଏଫ ଟିମର ମୁତୟନ କାର୍ଯ୍ୟ ଆରମ୍ଭ ହୋଇଛି । ମୋଟ ୬ ଟିମ ମଧ୍ୟରେ କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ, ଭଦ୍ରକ ଓ ବାଲେଶ୍ୱରରେ ଗୋଟିଏ ଲେଖାଏଁ ଟିମ ମୁତୟନ ହୋଇଛନ୍ତି । ଆଉ ଦୁଇଟି ଟିମ୍ ମଧ୍ୟ ମୁତୟନ ପାଇଁ ପ୍ରସ୍ତୁତ ରହିଥିବା ଏନଡ଼ିଆରଏଫ ପକ୍ଷରୁ କୁହାଯାଇଛି । ସେପଟେ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଜଳସସମ୍ପଦ ବିଭାଗର ସର୍ବୋଚ […]
ଇଉରୋପ ରେ ବନ୍ୟା ପରିସ୍ଥିତି ଭୟଙ୍କର; ଶହେ ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୧୭: ପଶ୍ଚିମ ଜର୍ମାନୀ ଏବଂ ବେଲଜିୟମର ବିଭିନ୍ନ ଅଞ୍ଚଳରେ ଭୟଙ୍କର ବନ୍ୟାରେ ଅତି କମରେ ୧୫୦ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ ଶନିବାର କହିଛନ୍ତି I ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଶହ ଶହ ଲୋକ ଏବେ ବି ନିଖୋଜ ଅଛନ୍ତି I ଜର୍ମାନର ଅଧିକାରୀ ଙ୍କ କଥା ଅନୁସାରେ ସେଠାରେ ପ୍ରାୟ ୯୩ ଜଣଙ୍କର ମୃତ୍ୟୁ ହେଇଛି I ଏହି ୯୩ ଜଣଙ୍କ ମଧ୍ୟରେ ୧୨ ଜଣ ଭିନ୍ନ କ୍ଷମ […]

