sizlin chemistry of bani kapoor and ranveer kapoor
ମନୋରଞ୍ଜନ 

ପରଦାକୁ ଆସିବ ବାଣୀ ଓ ରଣବୀର କପୁରଙ୍କ ସିଜଲିଙ୍ଗ କେମେଷ୍ଟ୍ରୀ

ପରଦାକୁ ଆସିବ ବାଣୀ ଓ ରଣବୀର କପୁରଙ୍କ ସିଜଲିଙ୍ଗ କେମେଷ୍ଟ୍ରୀ ମୁମ୍ୱାଇ: ଜୁଲାଇ ୦୬: ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ ରଣବୀର କପୁର ଖୁବ୍‌ ଶୀଘ୍ର ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଶମଶେରାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ରଣବୀର କପୁର ଏବଂ ବାଣୀ କପୁର ସେମାନଙ୍କ ସିଜଲିଂ କେମେଷ୍ଟ୍ରି ଦ୍ୱାରା ପ୍ରଶଂସକଙ୍କ ହୃଦସ୍ପନ୍ଦନକୁ ଆହୁରି ଜୋରଦାର କରିବାକୁ ଯାଉଛନ୍ତି । ରଣବୀର ଏବଂ ବାଣୀଙ୍କ ନୂଆ ଫଟୋସୁଟରେ ଆପଣ ଏହାର ଝଲକ୍‌ ଦେଖିପାରିବେ । ଉଭୟଙ୍କ ରୋମାନ୍ସ ବେଳର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ […]
Read More...

Advertisement