‘ପୁଷ୍ପା’ ପାଇଁ ଅଭିନେତା ଅଲ୍ଲìଙ୍କ ଜୋରଦାର ପ୍ରମୋସନ୍‌

ସାଉଥ୍‌ ସୁପରଷ୍ଟାର ଅଲ୍ଲì ଅର୍ଜୁନ ଆଜିକାଲି ନିଜର ଆଗାମୀ ଫିଲ୍ମ ‘ପୁଷ୍ପା’କୁ ନେଇ ଖୁବ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ସୁପରଷ୍ଟାର ଅଲ୍ଲì ଅର୍ଜୁନଙ୍କ ପ୍ରଥମ ପ୍ୟାନ୍‌ ଇଣ୍ଡିଆ ରିଲିଜ୍‌ ଫିଲ୍ମ । ଏହାକୁ ନେଇ ସାଉଥ୍‌ ସିନେ ଇଣ୍ଡଷ୍ଟ୍ରୀ ସରଗରମ ରହିଛି । ଏଥିରେ ଆଲ୍ଲìଙ୍କ ବ୍ୟତୀତ ଲୋକପ୍ରିୟ ହିରୋଇନ୍‌ ତଥା ନ୍ୟାସନାଲ କ୍ରଶ୍‌ ରଶ୍ମିକା ମନ୍ଦାନା ଅଭିନୟ କରିଛନ୍ତି । ହିନ୍ଦୀ ଫିଲ୍ମ ଦର୍ଶକଙ୍କ ଭିତରେ ଅଲ୍ଲì ଅର୍ଜୁନ ଏବଂ ରଶ୍ମିକାଙ୍କ ପାଇଁ […]

Samaya Live Picture
Published On

ସାଉଥ୍‌ ସୁପରଷ୍ଟାର ଅଲ୍ଲì ଅର୍ଜୁନ ଆଜିକାଲି ନିଜର ଆଗାମୀ ଫିଲ୍ମ ‘ପୁଷ୍ପା’କୁ ନେଇ ଖୁବ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ସୁପରଷ୍ଟାର ଅଲ୍ଲì ଅର୍ଜୁନଙ୍କ ପ୍ରଥମ ପ୍ୟାନ୍‌ ଇଣ୍ଡିଆ ରିଲିଜ୍‌ ଫିଲ୍ମ । ଏହାକୁ ନେଇ ସାଉଥ୍‌ ସିନେ ଇଣ୍ଡଷ୍ଟ୍ରୀ ସରଗରମ ରହିଛି । ଏଥିରେ ଆଲ୍ଲìଙ୍କ ବ୍ୟତୀତ ଲୋକପ୍ରିୟ ହିରୋଇନ୍‌ ତଥା ନ୍ୟାସନାଲ କ୍ରଶ୍‌ ରଶ୍ମିକା ମନ୍ଦାନା ଅଭିନୟ କରିଛନ୍ତି ।
 ‘ପୁଷ୍ପା’ ପାଇଁ ଅଭିନେତା ଅଲ୍ଲìଙ୍କ ଜୋରଦାର ପ୍ରମୋସନ୍‌

ହିନ୍ଦୀ ଫିଲ୍ମ ଦର୍ଶକଙ୍କ ଭିତରେ ଅଲ୍ଲì ଅର୍ଜୁନ ଏବଂ ରଶ୍ମିକାଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି । ହେଲେ ଅଲ୍ଲì ଅର୍ଜୁନଙ୍କର ଏହି ଅପକମିଂ ଫିଲ୍ମ ପ୍ରାରମ୍ଭରେ ଚର୍ଚ୍ଚାକୁ ଆସିବା ପରେ ଏବେ ନିଜର ଚାର୍ମ ହରାଉଥିବା ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ରିଲିଜ୍‌ ହୋଇଥିବା ‘ପୁଷ୍ପା’ର ଗୀତ ଏବଂ ଟିଜରକୁ ହିନ୍ଦୀ ଦର୍ଶକମାନେ କେଜିଏଫ୍‌ ୨ କିମ୍ବା ଆରଆରଆର ତୁଳନାରେ କମ୍‌ ରେସ୍‌ପନ୍‌ସ ଦେଇଛନ୍ତି ।

 ‘ପୁଷ୍ପା’ ପାଇଁ ଅଭିନେତା ଅଲ୍ଲìଙ୍କ ଜୋରଦାର ପ୍ରମୋସନ୍‌  ସାଉଥ୍‌ ସୁପରଷ୍ଟାର ଅଲ୍ଲì ଅର୍ଜୁନ ଆଜିକାଲି ନିଜର ଆଗାମୀ ଫିଲ୍ମ ‘ପୁଷ୍ପା’କୁ ନେଇ ଖୁବ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ସୁପରଷ୍ଟାର ଅଲ୍ଲì ଅର୍ଜୁନଙ୍କ ପ୍ରଥମ ପ୍ୟାନ୍‌ ଇଣ୍ଡିଆ ରିଲିଜ୍‌ ଫିଲ୍ମ । ଏହାକୁ ନେଇ ସାଉଥ୍‌ ସିନେ ଇଣ୍ଡଷ୍ଟ୍ରୀ ସରଗରମ ରହିଛି । ଏଥିରେ ଆଲ୍ଲìଙ୍କ ବ୍ୟତୀତ ଲୋକପ୍ରିୟ ହିରୋଇନ୍‌ ତଥା ନ୍ୟାସନାଲ କ୍ରଶ୍‌ ରଶ୍ମିକା ମନ୍ଦାନା ଅଭିନୟ କରିଛନ୍ତି । ହିନ୍ଦୀ ଫିଲ୍ମ ଦର୍ଶକଙ୍କ ଭିତରେ ଅଲ୍ଲì ଅର୍ଜୁନ ଏବଂ ରଶ୍ମିକାଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି । ହେଲେ ଅଲ୍ଲì ଅର୍ଜୁନଙ୍କର ଏହି ଅପକମିଂ ଫିଲ୍ମ ପ୍ରାରମ୍ଭରେ ଚର୍ଚ୍ଚାକୁ ଆସିବା ପରେ ଏବେ ନିଜର ଚାର୍ମ ହରାଉଥିବା ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ରିଲିଜ୍‌ ହୋଇଥିବା ‘ପୁଷ୍ପା’ର ଗୀତ ଏବଂ ଟିଜରକୁ ହିନ୍ଦୀ ଦର୍ଶକମାନେ କେଜିଏଫ୍‌ ୨ କିମ୍ବା ଆରଆରଆର ତୁଳନାରେ କମ୍‌ ରେସ୍‌ପନ୍‌ସ ଦେଇଛନ୍ତି । ଏହା ଏବେ ଅର୍ଜୁନଙ୍କ ଚିନ୍ତାର କାରଣ ପାଲଟିଛି । [caption id=
ଫିଲ୍ମ ପୁଷ୍ପାର ଦୃଶ୍ୟ

ଏହା ଏବେ ଅର୍ଜୁନଙ୍କ ଚିନ୍ତାର କାରଣ ପାଲଟିଛି । ଏହି ଫିଲ୍ମକୁ ଦୁଇ ଭାଗରେ ନିର୍ମାଣ କରାଯାଉଛି । ଏଥିପାଇଁ ଫିଲ୍ମର ପ୍ରଥମ ପାର୍ଟ ସୁପରହିଟ୍‌ ହେବା ଜରୁରୀ ହୋଇପଡ଼ିଛି । ଏପରିସ୍ଥିତିରେ ଅଲ୍ଲì ଅର୍ଜୁନ ଫିଲ୍ମର ମେଗା ପ୍ରମୋଶନର ପ୍ରସ୍ତୁତି ନିଜ ହାତକୁ ନେଇଛନ୍ତି । ଫିଲ୍ମ ରିଲିଜ୍‌କୁ ଏବେ ମାତ୍ର କିଛି ଦିନ ବାକି ରହିଛି । ତେଣୁ ଡିଜେ ଷ୍ଟାର ଅଲ୍ଲ ହିନ୍ଦୀ ଦର୍ଶକଙ୍କ ମଧ୍ୟରେ ପହଞ୍ଚିବା ପାଇଁ ଯୋଜନା କରିଛନ୍ତି । ସୂତ୍ର ଅନୁଯାୟୀ ଜଣାପଡ଼ିଛି ଯେ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ପପୁଲାର ଟିଭି ଶୋ ‘ବିଗ୍‌ ବସ୍‌-୧୫’ରେ ଅଭିନେତା ଅଲ୍ଲì ଅର୍ଜୁନ ଆସି ଫିଲ୍ମ ପ୍ରମୋଶନ କରିବେ । ଏହି ଶୋରୁ ହିଁ ସେ ହିନ୍ଦୀ ସଂସ୍କରଣ ପ୍ରଚାରର ଶୁଭାରମ୍ଭ କରିବେ ।
 ‘ପୁଷ୍ପା’ ପାଇଁ ଅଭିନେତା ଅଲ୍ଲìଙ୍କ ଜୋରଦାର ପ୍ରମୋସନ୍‌

ସେପଟେ ଆହୁରି ମଧ୍ୟ ଜଣାପଡ଼ିଛି ଯେ ପୁଷ୍ପା ଫିଲ୍ମ ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ଏଥିରେ ଆଇଟମ ଗୀତର ତଡ଼କା ଦିଆଯାଉଛି । ଏହି ଆଇଟମ ଗୀତକୁ ପରିବେଷଣ କରିବେ ସାଉଥ୍‌ ହିରୋଇନ ସମାନ୍ଥା ରୁଥପ୍ରଭୁ । ଯାହାକୁ ନେଇ ଦର୍ଶକମାନେ ଖୁବ ଉତ୍ସାହିତ ହୋଇଛନ୍ତି । ବହୁପ୍ରତୀକ୍ଷିତ ଏହି ଡାନ୍ସ ସଙ୍ଗ୍‌କୁ ଡାନ୍ସ ମାଷ୍ଟର ଗଣେଶ ଆଚର୍ଯ୍ୟ କୋରିଓଗ୍ରାଫ୍‌ କରିବେ । ଫିଲ୍ମଟି ଡିସେମ୍ବର ୧୭ରେ ସିନେମାଘରେ ମୁକ୍ତିଲାଭ କରିବ ।