FILM NEWS
ମନୋରଞ୍ଜନ 

‘ବ୍ରହ୍ମାସ୍ତ୍ର’ର ଦମଦାର ଟ୍ରେଲର ରିଲିଜ୍‌

‘ବ୍ରହ୍ମାସ୍ତ୍ର’ର ଦମଦାର ଟ୍ରେଲର ରିଲିଜ୍‌ ଦୀର୍ଘ ବର୍ଷର ଅପେକ୍ଷା ପରେ ୨୦୨୨ର ସବୁଠୁ ପାୱାରପ୍ୟାକ୍‌ ଫିଲ୍ମ ‘ବ୍ରହ୍ମାସ୍ତ୍ର- ପାର୍ଟ ୧’ର ଟ୍ରେଲର୍‌କୁ ରିଲିଜ୍‌ କରାଯାଇଛି । ଆୟାନ ମୁଖାର୍ଜୀ ନିର୍ଦ୍ଦେଶିତ ଫିଲ୍ମରେ ବଲିଉଡ୍‌ର ନାମୀଦାମୀ କଳାକାର ଯଥା ରଣବୀର କପୁର, ଆଲିୟା ଭଟ୍ଟ, ଅମିତାଭ ବଚ୍ଚନ, ମୌନୀ ରୟଙ୍କ ସମେତ ସାଉଥ୍‌ ସୁପରଷ୍ଟାର ନାଗାର୍ଜୁନଙ୍କ ଦମଦାର ଅଭିନୟ ଏହି ଟ୍ରେଲରରେ ଦେଖିବାକୁ ମିଳିଛି । ଏହାବ୍ୟତୀତ ଦୀର୍ଘଦିନରୁ ପ୍ରତୀକ୍ଷା କରିଥିବା ପ୍ରଶଂସକଙ୍କ ପାଇଁ ରହିଛି ଆଲିୟା-ରଣବୀରଙ୍କ ରୋମାଣ୍ଟିକ ସିନ୍‌ ଏବଂ ଶିହରଣ ସୃଷ୍ଟି […]
Read More...
ମନୋରଞ୍ଜନ 

ମାର୍ଚ୍ଚରେ ମୁକ୍ତିଲାଭ କରିବ ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମ

ମାର୍ଚ୍ଚରେ ମୁକ୍ତିଲାଭ କରିବ ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମ ମୁମ୍ବାଇ: ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା ଜାରି ରହିଛି । କାଶ୍ମୀର ପଣ୍ଡିତଙ୍କ ବିସ୍ଥାପନର ଯନ୍ତ୍ରଣାକୁ ଏକତ୍ର କରିଥିବା ଏହି ଫିଲ୍ମକୁ ବିବେକ ଅଗ୍ନିହୋତ୍ରୀ ନିର୍ଦ୍ଦେଶନା ଦେଇଛନ୍ତି । ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମର ନୂଆ ରିଲିଜ୍‌ ତାରିଖ ସାମ୍ନାକୁ ଆସିଛି । ଖବର ଅନୁଯାୟୀ ‘ଦ କାଶ୍ମୀର ଫାଇଲ୍ସ’ ଏବେ ୧୧ ମାର୍ଚ୍ଚ ୨୦୨୨ରେ ମୁକ୍ତିଲାଭ କରିବାକୁ ଯାଉଛି । ଦେଶରେ କୋଭିଡ ସଂକ୍ରମିତଙ୍କ […]
Read More...
ମନୋରଞ୍ଜନ 

ଫି’ ବଢ଼ାଉଛନ୍ତି ଜନ୍‌

ଫି’ ବଢ଼ାଉଛନ୍ତି ଜନ୍‌ ମୁମ୍ବାଇ: ଜନ୍‌ ଆବ୍ରାହମ୍‌ ବଲିଉଡ୍‌ର ଜଣାଶୁଣା ଏବଂ ପ୍ରତିଭାଶାଳୀ ଅଭିନେତା । ସେ ଗୋଟେ ପରେ ଗୋଟେ ଦମଦାର ଆକ୍ସନ ଫିଲ୍ମ କରିବାରେ ଲାଗିଛନ୍ତି ଏବଂ ଦର୍ଶକମାନେ ମଧ୍ୟ ତାଙ୍କର ଆକ୍ସନ ଅବତାରକୁ ବେଶ୍‌ ପସନ୍ଦ କରୁଛନ୍ତି । ଗତ ବର୍ଷ ତାଙ୍କର ତିନୋଟି ଫିଲ୍ମ ମୁକ୍ତିଲାଭ କରିଥିଲା । ସମସ୍ତ ଫିଲ୍ମ ମଧ୍ୟ ହିଟ୍‌ । ଆଗକୁ ମଧ୍ୟ ଜନ୍‌ଙ୍କ ତିନୋଟି ବଡ଼ ଫିଲ୍ମ ଲାଇନ୍‌ରେ ରହିଛି । ଏହା ବ୍ୟତୀତ ଖବର ଆସିଛି ଯେ […]
Read More...
ମନୋରଞ୍ଜନ 

ଓସ୍କାର ଦୌଡ଼ରେ ‘ଜୟ ଭୀମ’ ଏବଂ ‘ମାରକ୍‌ର’

ଓସ୍କାର ଦୌଡ଼ରେ ‘ଜୟ ଭୀମ’ ଏବଂ ‘ମାରକ୍‌ର’ ଦିଲ୍ଲୀ: ସାଉଥ୍‌ ସୁପରଷ୍ଟାର ସୂର୍ଯ୍ୟାଙ୍କ ବହୁଚର୍ଚ୍ଚିତ ତାମିଲ ଫିଲ୍ମ ‘ଜୟ ଭୀମ’ ଏବଂ ମହାନ ଅଭିନେତା ମୋହନଲାଲଙ୍କ ମଲୟାଲମ ଆକ୍ସନ ‘ମାରକ୍‌ର’ ଫିଲ୍ମ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହୋଇଛି । ନିକଟରେ ଏକାଡେମୀ ତଥା ଓସ୍କାର ୨୭୬ଟି ଫିଲ୍ମର ତାଲିକ ଜାରି କରିଛି । ସେଥିମଧ୍ୟରେ ଭାରତର ଦୁଇଟି ଫିଲ୍ମର ନାମ ସ୍ଥାନ ପାଇଛି । ତେବେ ୯୪ତମ ଏକାଡେମୀ ପୁରସ୍କାର ପାଇଁ ଭୋଟିଂ ୨୭ ଜାନୁଆରୀରୁ ଆରମ୍ଭ ହୋଇ ୧ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ […]
Read More...
ମନୋରଞ୍ଜନ 

୧୪ ବର୍ଷ ପରେ ରିଲିଜ୍‌ ହେଲା ଇର୍‌ଫାନଙ୍କ ଫିଲ୍ମ

୧୪ ବର୍ଷ ପରେ ରିଲିଜ୍‌ ହେଲା ଇର୍‌ଫାନଙ୍କ ଫିଲ୍ମ ମୁମ୍ବାଇ: କରୋନା କଟକଣା ଯୋଗୁଁ ବଲିଉଡ୍‌ର ନାମୀଦାମୀ ସେଲିବ୍ରେଟି ଓଟିଟି ପ୍ଲାଟଫର୍ମରେ ଡେବୁ୍ୟ କରୁଛନ୍ତି ଏବଂ ଲୋକପ୍ରିୟତା ହାସଲ କରିଛନ୍ତି । ଏପରିକି ସେହି ଲୋକଙ୍କୁ ମଧ୍ୟ ଡିଜିଟାଲ ପରିଚୟ ମିଳିଛି, ଯେଉଁମାନଙ୍କୁ ଆଗରୁ କେହି ଚିହ୍ନି ନଥିଲେ । ସେପଟେ ଦିବଂଗତ ଅଭିନେତା ଇରଫାନ ଖାନଙ୍କ ଏପରି ଏକ ଫିଲ୍ମ ଥିଲା, ଯାହା କେବେ ବି ରିଲିଜ୍‌ ହୋଇପାରିନଥିଲା । ହେଲେ ଏବେ ଏହି ଫିଲ୍ମ ୧୪ ବର୍ଷ ପରେ ମୁକ୍ତିଲାଭ କରିଛି । ବର୍ଷିଆନ […]
Read More...
ମନୋରଞ୍ଜନ 

ଅଭିନେତା ୟୁସୁଫଙ୍କ ପରଲୋକ

ଅଭିନେତା ୟୁସୁଫଙ୍କ ପରଲୋକ ମୁମ୍ବାଇ: ଅକ୍‌ଟୋବର ୩୦:ଚଳଚିତ୍ର ଓ ଟେଲିଭିଜନ ଧାରାବାହିକର ଲୋକପ୍ରିୟ ଅଭିନେତା ୟୁସୁଫ ହୁସେନ୍‌ଙ୍କର ଆଜି ପରଲୋକ ହୋଇଛି । କରୋନା ସଂକ୍ରମଣରେ ଶିକାର ହେବା ପରେ ୟୁସୁଫ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଚିିକିତ୍ସା କରାଯାଉଥିଲା । ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ମୃତୁ୍ୟ ବେଳଙ୍କୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ଏନେଇ ୟୁସୁଫଙ୍କ ଜ୍ୱାଇଁ ଫିଲ୍ମ ପ୍ରଯୋଜକ ହଂସଲ ମେହେଟ୍ଟା ଜାତୀୟ ଗଣମାଧ୍ୟମକୁ ଖବର ଦେଇଥିଲେ । ୟୁସୁଫ୍‌ ଜଣେ ହିନ୍ଦୀ […]
Read More...
ମନୋରଞ୍ଜନ 

ଆର୍ଯ୍ୟା ସିରିଜ୍‌ ପାଇପାରେ ‘ଏମି ଆୱାର୍ଡ’

ଆର୍ଯ୍ୟା ସିରିଜ୍‌ ପାଇପାରେ ‘ଏମି ଆୱାର୍ଡ’ ମୁମ୍ବାଇ: ଅଭିନେତ୍ରୀ ସୁଷ୍ମିତା ସେନ୍‌ ଗତବର୍ଷ କ୍ରାଇମ ଡ୍ରାମା ସିରିଜ୍‌ ‘ଆର୍ଯ୍ୟା’ ଜରିଆରେ ଦୀର୍ଘ ୧୦ ବର୍ଷ ପରେ ପରଦାକୁ ଫେରିଥିଲେ । କେତେକ ଅଭିନେତ୍ରୀ ବହୁ ସମୟ ପରେ ଆକଫିଂ ଦୁନିଆକୁ ପ୍ରତ୍ୟାବର୍ତ୍ତନ କରୁଥିଲେ ମଧ୍ୟ ପୂର୍ବ ପରି ଭଲ ରେସପନ୍ସ ସେମାନଙ୍କୁ ମିଳୁନାହିଁ । ହେଲେ ସୁଷ୍ମିତା ଆର୍ଯ୍ୟା େୱବ୍‌ ସିରିଜ୍‌ରେ ନିଜର ଚମତ୍କାର ଅଭିନୟ ଦ୍ୱାରା ସମସ୍ତଙ୍କୁ ଚକିତ କରିଥିଲେ । କେବଳ ଦର୍ଶକ ନୁହେଁ ସିନେ ସମୀକ୍ଷକ ମଧ୍ୟ ସୁଷ୍ମିତାଙ୍କ ଅଭିନୟକୁ […]
Read More...
ମନୋରଞ୍ଜନ 

ପ୍ରକୃତି ପ୍ରେମୀ ଅଭିନେତା ରାଣା

ପ୍ରକୃତି ପ୍ରେମୀ ଅଭିନେତା ରାଣା ମୁମ୍ବାଇ: ସେପ୍‌ଟେମ୍ବର ୧୬: ବାହୁବଳୀ ଫେମ୍‌ ସାଉଥ୍‌ ଷ୍ଟାର ଅଭିନେତା ରାଣା ଦଗୁବାତି ତାଙ୍କର ଆଗାମୀ ଫିଲ୍ମ ‘ହାତୀ ମେରେ ସାଥୀ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମରେ ତାଙ୍କ ସହ ଅଭିନେତା ପୁଲକିତ ସମ୍ରାଟ ମଧ୍ୟ ଲିଡ୍‌ ରୋଲରେ ନଜର ଆସିବେ । ଅଭିନେତା ରାଣା ନିକଟରେ ଏକ ଇଣ୍ଟରଭୁ୍ୟରେ ଫିଲ୍ମ ସହ ବନ୍ୟଜୀବଙ୍କ ଉପରେ ଆଲୋଚନା କରିଛନ୍ତି । ରାଣା କହିଛନ୍ତି ଯେ, ଏହି ଫିଲ୍ମ ତାଙ୍କ ହୃଦୟକୁ ବେଶ୍‌ ଛୁଇଁଛି । କାରଣ […]
Read More...
ମନୋରଞ୍ଜନ 

ପୁଣି ଥରେ ମନଛୁଆଁ ଅଭିନୟ

ପୁଣି ଥରେ ମନଛୁଆଁ ଅଭିନୟ ମୁମ୍ବାଇ: ସେପ୍‌ଟେମ୍ବର ୧୧: ମଡେଲ୍‌ରୁ ଅଭିନେତା ପାଲଟିଥିବା ଡିନୋ ମାରିଆ େୱବ୍‌ ସିରିଜ୍‌ ଦ ଏମ୍ପାୟରରେ ପୁଣି ଥରେ ନିଜର ବଳିଷ୍ଠ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି । ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ଏହି େୱବ୍‌ ସିରିଜ୍‌କୁ ନେଇ ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି । ଏଥିସହ ସିରିଜ୍‌ଟି ପ୍ରଥମ ଦିନରୁ ହିଁ ସଫଳତା ସାଉଁଟିବାରେ ଲାଗିଛି । ଡିନୋ ମାରିଆ ନିକଟରେ ଏକ ଇଣ୍ଟରଭୁ୍ୟରେ ଆକଫିରୁ ବ୍ରେକ୍‌ ନେବା ସମ୍ପର୍କରେ ଖୋଲିକରି ଆଲୋଚନା କରିଛନ୍ତି […]
Read More...
ମନୋରଞ୍ଜନ 

ଚର୍ଚ୍ଚାରେ ପ୍ରୀତିଙ୍କ ‘ନୋ ମିନ୍ସ ନୋ’ ପୋଷ୍ଟ

ଚର୍ଚ୍ଚାରେ ପ୍ରୀତିଙ୍କ ‘ନୋ ମିନ୍ସ ନୋ’ ପୋଷ୍ଟ ନିକଟରେ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଟୁଇଟର୍‌ ପୋଷ୍ଟ ଚର୍ଚ୍ଚାକୁ ଆସିଛି । ସେ ‘ନୋ ମିନ୍ସ ନୋ’ ଫିଲ୍ମ ପୋଷ୍ଟର୍‌ ସେୟର୍‌ କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶକ ବିକାଶ ବର୍ମା ପ୍ରୀତିଙ୍କ ଭଲ ବନ୍ଧୁ । ଏଣୁ ତାଙ୍କ ଫିଲ୍ମର ପ୍ରମୋ କରିବାକୁ ଯାଇ ସେ ଫିଲ୍ମର ପୋଷ୍ଟର ସେୟାର୍‌ କରିଛନ୍ତି । ଏଥିରେ ସେ ନିଜ ବନ୍ଧୁ ବିକାଶ ଓ ଫିଲ୍ମ ଅଭିନେତା ଧ୍ରୁବଙ୍କୁ ଶୁଭକାମନା ଜଣାଇଛନ୍ତି । ପ୍ରୀତି ପୋଷ୍ଟର୍‌ଟି ସେୟାର୍‌ କରିବା […]
Read More...
ମନୋରଞ୍ଜନ 

ବର୍ଷିଲେ କଙ୍ଗନା

ବର୍ଷିଲେ କଙ୍ଗନା ମୁମ୍ବାଇ: ସେପ୍‌ଟେମ୍ବର ୪ : କଙ୍ଗନାଙ୍କ ସିନେମା ‘ଥଲାଇବାର’ ରିଲିଜ୍‌ ଅନେକ ଦିନ ଧରି ଅଟକି ରହିଛି । ଯାହାକୁ ନେଇ କଙ୍ଗନା ବେଶ୍‌ ଚିନ୍ତାରେ ଅଛନ୍ତି । ଅନେକ ଥର କଙ୍ଗନା ସିନେମାର ରିଲିଜ୍‌କୁ ନେଇ ଅପିଲ୍‌ ମଧ୍ୟ କରିଛନ୍ତି । ସେହିଭଳି ନିଜ ସିନେମାର ପ୍ରମୋସନ ନକରିପାରିବାରୁ ଇନଷ୍ଟାଗ୍ରାମ ଉପରେ ବର୍ଷିଛନ୍ତି କଙ୍ଗନା । ସୂଚନା ଅନୁସାରେ କଙ୍ଗନା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟର ବାୟୋରେ ଥଲାଇବା ଟ୍ରେଲର ଲିଙ୍କ ସେୟାର କରିବାକୁ ଚାହୁଁଥିଲେ । […]
Read More...
ମନୋରଞ୍ଜନ 

ରଣବୀରଙ୍କ ଦୁଷ୍ଟାମୀ

ରଣବୀରଙ୍କ ଦୁଷ୍ଟାମୀ ଦିଲ୍ଲୀ: ସେପ୍‌ଟେମ୍ବର ୨: ପିଲାଦିନେ ଖୁବ୍‌ ଦୁଷ୍ଟଥିଲେ ରଣବୀର କପୁର । ଏହାର ସୂଚନା ସେ ଅନେକ ସ୍ଥାନରେ ସାକ୍ଷାତ ଦେବା ସମୟରେ ଦେଇଛନ୍ତି । ତେବେ ତାଙ୍କ ଭଉଣୀ ତାଙ୍କୁ ନେଇ ଏକ ନିଆରା ଖବର ଦେଇଛନ୍ତି, ଯାହା ତାଙ୍କ ଫ୍ୟାନ୍‌ଙ୍କୁ ଆଶ୍ଚର୍ଯ୍ୟ କରିଛି । ରଣବୀରଙ୍କ ଭଉଣୀ ରିଦ୍ଧିମା ନିକଟରେ କପିଲ୍‌ ଶର୍ମା ଶୋରେ ନଜର ଆସିବେ । ସେ ଏଥିରେ ରଣବୀରଙ୍କୁ ନେଇ କିଛି କଥା କହିଛନ୍ତି, ଯାହା ବେଶ୍‌ ରୋଚକ । […]
Read More...

Advertisement