eknath sindey
ରାଜନୀତି  ଦେଶ- ବିଦେଶ 

ମୁଖ୍ୟମନ୍ତ୍ରୀ ହେଲେ ସିନ୍ଦେ

ମୁଖ୍ୟମନ୍ତ୍ରୀ ହେଲେ ସିନ୍ଦେ ମୁମ୍ବାଇ: ଜୁଲାଇ ୦୧: ଏକନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି । ରାଜ୍ୟପାଳ ଭଗତ ସିଂ କୋଶିୟାରୀ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେହିପରି ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଦେବେନ୍ଦ୍ର ଫଡନାଭିସ ଘୋଷଣା କରି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ହେବେ ବୋଲି କହିଥିଲେ । ଏହାସହ ସେ ନିଜେ ସରକାର ବାହାରେ ରହିବେ ବୋଲି […]
Read More...
ରାଜନୀତି 

ଆସନ୍ତା କାଲି ଫ୍ଲୋର୍‌ ଟେଷ୍ଟରେ ଉଦ୍ଧବଙ୍କ ଭାଗ୍ୟ ପରୀକ୍ଷା

ଆସନ୍ତା କାଲି ଫ୍ଲୋର୍‌ ଟେଷ୍ଟରେ ଉଦ୍ଧବଙ୍କ ଭାଗ୍ୟ ପରୀକ୍ଷା ଆଶଙ୍କା ଭିତରେ ଉଦ୍ଧବ ସରକାର । ନୂଆ ସରକାର ଗଠନ କରିବେ ଫଡ୍ନାଭିସ୍‌ ! ଏପରି କିଛି ଅନିଶ୍ଚିତତାକୁ ନେଇ ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତି ସରଗରମ ହେବାରେ ଲାଗିଛି । ମହାରାଷ୍ଟ୍ର ରାଜନୀତିରେ ହାଇଭୋଲଟେଜ୍‌ ଡ୍ରାମା ମଧ୍ୟରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇପାରେ । କାରଣ ଆସନ୍ତାକାଲି ହୋଇପାରେ ଫ୍ଲୋର୍‌ ଟେଷ୍ଟ୍‌ । ଉଦ୍ଧବ ସରକାର କାଲି ସଂଖ୍ୟା ଗରିଷ୍ଠତାର ପ୍ରାମଣ ଦେଇପାରନ୍ତି । ଏନେଇ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ନିର୍ଦ୍ଦେଶ […]
Read More...
ରାଜନୀତି 

ନିଜ ଗାଦି ଛାଡିବେନି ଠାକରେ

ନିଜ ଗାଦି ଛାଡିବେନି ଠାକରେ ନୂଆଦିଲ୍ଲୀ: ଜୁନ ୨୫: ଉଦ୍ଧବ ଠାକରେ ନିଜ ପଦରୁ ଇସ୍ତଫା ଦେବେନାହିଁ ବରଂ ସେନା ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିବ ବୋଲି ଆଜି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ସତର୍କ କରାଇଛନ୍ତି । ମହାରାଷ୍ଟ୍ରର ବିଭିନ୍ନ ପ୍ରାନ୍ତରେ ଏବଂ ବିଦ୍ରୋହୀ ସେନା ବିଧାୟକଙ୍କ ଅଫିସ ଭଙ୍ଗାରୁଜା ହେଉଥିବା ରିପୋର୍ଟ ଆସିବା ପରେ ଗଣମାଧ୍ୟମକୁ ରାଉତ କହିଛନ୍ତି, ଏହା ହେଉଛି ଶିବ ସୈନିକମାନଙ୍କ କ୍ରୋଧ । ଥରେ ନିଆଁ ଲାଗିଲେ ଲିଭିବ ନାହିଁ । ଶିବସେନା ଶେଷ […]
Read More...

Advertisement