Covid-19 vaccine
ଦେଶ- ବିଦେଶ 

କରୋନା ଟିକା ନେବା ପରେ ସୁସ୍ଥ ହେଲେ ଶଯ୍ୟାଶାୟୀ ବ୍ୟକ୍ତି

କରୋନା ଟିକା ନେବା ପରେ ସୁସ୍ଥ ହେଲେ ଶଯ୍ୟାଶାୟୀ ବ୍ୟକ୍ତି ବୋକାରୋ : ଜାନୁଆରୀ ୧୫: କରୋନା ଟିକା ନେବା ପରେ ଜଣେ ଶଯ୍ୟାଶାୟୀ ବ୍ୟକ୍ତି ସୁସ୍ଥ ହେବା ଘଟଣା ଏବେ ସାରା ଦେଶକୁ ଆଚମ୍ବିତ କରିଦେଇଛି । ଏହି ଚମତ୍କାର ଘଟଣାଟି ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ ଘଟିଛି । ୪ବର୍ଷ ଧରି ପାରାଲିସ୍‌ ବା ପକ୍ଷାଘାତ ରୋଗରେ ଥିବା ଜଣେ ୫୫ ବର୍ଷୀୟ ବ୍ୟକ୍ତି ସୁସ୍ଥ ହୋଇ ଚଳପ୍ରଚଳ କରିପାରିବା ସହିତ ନିଜ ଗୋଡ଼ରେ ଠିଆ ହୋଇପାରୁଛନ୍ତି । ୪ ବର୍ଷ ତଳେ ବୋକାରୋ ଅନ୍ତର୍ଗତ ପେତରୱର୍‌ […]
Read More...
ଖେଳ  ବିଶ୍ବ 

ଅଷ୍ଟ୍ରେଲିଆ ଖେଳଳୀଙ୍କ ଭିସା ବାତିଲ କଲେ ସରକାର

ଅଷ୍ଟ୍ରେଲିଆ ଖେଳଳୀଙ୍କ ଭିସା ବାତିଲ କଲେ ସରକାର ଅଷ୍ଟ୍ରେଲିଆ: ଜାନୁଆରୀ ୧୪: କୋଭିଡ -୧୯ ଟିକ। ବିନ। ଦେଶରେ ପହଞ୍ଚିବ। ପରେ ଟେନିସ ସୁପରଷ୍ଟ।ରଙ୍କୁ ଦେଶରୁ ବିତ।ଡିତ କରିବା ସହ ଅଷ୍ଟ୍ରେଲିଆ ସରକ।ର ଶୁକ୍ରବ।ର ଦ୍ୱିତୀୟ ଥର ପ।ଇଁ ନୋଭ।କ ଜୋକୋଭିକଙ୍କ ଭିସ। ବ।ତିଲ କରିଛନ୍ତି। ଇମିଗ୍ରେସନ ମନ୍ତ୍ରୀ ଆଲେକ୍ସ ହକେ କହିଛନ୍ତି ଯେ ଏହ। କରିବ। ଜନସ।ଧ।ରଣଙ୍କ ହିତରେ । ହକେ ଏକ ବିବୃତ୍ତିରେ କହିଛନ୍ତି ଯେ ପ୍ରଧ।ନମନ୍ତ୍ରୀ ସ୍କଟ ମୋରିସନ ସରକ।ର ଅଷ୍ଟ୍ରେଲିଆର ସୀମ। ରକ୍ଷ। କରିବ।କୁ ଦୃଢ ଭ।ବରେ ପ୍ରତିଶ୍ରୁତିବଦ୍ଧ, ବିଶେଷ […]
Read More...
ଜିଲ୍ଲା  ସ୍ୱାସ୍ଥ 

ତ।ମିଲନ।ଡୁରେ ଅଣଟୀକ।କୃତ ଲୋକଙ୍କୁ ମଲ୍,ସପିଂ କମ୍ପ୍ଲେକ୍ସ ମନା

ତ।ମିଲନ।ଡୁରେ ଅଣଟୀକ।କୃତ ଲୋକଙ୍କୁ ମଲ୍,ସପିଂ କମ୍ପ୍ଲେକ୍ସ ମନା ନୂଆଦିଲ୍ଲୀ: ଡିସେମ୍ବର ୦୪: ଭ।ରତରେ ଓମିକ୍ରନ୍‌ର ଦୁଇଟି ମ।ମଲ। ଚିହ୍ନଟ ହେବ। ପରେ ତ।ମିଲନ।ଡୁର ମଦୁର।ଇ ରାଜ୍ୟ ଆଜି ଘୋଷଣ। କରିଛି ଯେ ଅଣଟୀକ।କୃତ ଲୋକଙ୍କୁ ଆସନ୍ତ। ସପ୍ତ।ହରୁ ମଲ୍, ସପିଂ କମ୍ପ୍ଲେକ୍ସ ଏବଂ ଅନ୍ୟ।ନ୍ୟ ସର୍ବସ।ଧ।ରଣ ସ୍ଥ।ନରେ ପ୍ରବେଶ କରିବ।କୁ ଦିଆଯିବ ନ।ହିଁ। ଏହି ପ୍ରତିବନ୍ଧକ ଲ।ଗୁ ହେବ। ପୂର୍ବରୁ କୋଭିଡ ଟୀକ। ପ।ଇବ। ପ।ଇଁ ଲୋକଙ୍କୁ ଗୋଟିଏ ସପ୍ତ।ହ ସମୟ ଦିଆଯ।ଉଛି ବୋଲି କଲେକ୍ଟର ଅନୀଶ ସେଖର, କହିଛନ୍ତି। ‘ମଦୁର।ଇରେ ୭୧.୬% ଲୋକଙ୍କୁ ପ୍ରଥମ […]
Read More...
ଦେଶ- ବିଦେଶ 

ଗୁରୁ ଦିବସ ପୂର୍ବରୁ ସମସ୍ତ ଶିକ୍ଷକଙ୍କୁ ଟିକାକରଣ ଲକ୍ଷ୍ୟ

ଗୁରୁ ଦିବସ ପୂର୍ବରୁ ସମସ୍ତ ଶିକ୍ଷକଙ୍କୁ ଟିକାକରଣ ଲକ୍ଷ୍ୟ ଭୁବନେଶ୍ୱର: ଅଗଷ୍ଟ ୨୫: ଗୁରୁ ଦିବସ (ସେପେଟମ୍ବର ୫) ପୂର୍ବରୁ ସମସ୍ତ ଶିକ୍ଷକଙ୍କୁ ଟିକାକରଣ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଆଜି ସମସ୍ତ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହାସହ ଟିକାକରଣ ପାଇଁ କେନ୍ଦ୍ର ସରକାର ଟିକାର ଅତିରିକ୍ତ ଦୁଇ କୋଟିରୁ ଉର୍ଦ୍ଧ୍ୱ ଡୋଜ୍‌ ରାଜ୍ୟମାନଙ୍କୁ ଯୋଗାଇ ଦିଆଯିବ ବୋଲି ସେ ଟୁଇଟ୍‌ ମାଧ୍ୟମରେ ଜଣାଇଛନ୍ତି । ଶିକ୍ଷକମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଉ ବୋଲି ସେ ଟୁଇଟ କରି ସମସ୍ତ ରାଜ୍ୟ […]
Read More...
ଦେଶ- ବିଦେଶ 

ଦେଶର ଦ୍ୱିତୀୟ ସ୍ୱଦେଶୀ କରୋନା ଟିକାକୁ ମିଳିଲା ମଞ୍ଜୁରୀ

ଦେଶର ଦ୍ୱିତୀୟ ସ୍ୱଦେଶୀ କରୋନା ଟିକାକୁ ମିଳିଲା ମଞ୍ଜୁରୀ ଭୁବନେଶ୍ୱର: ଅଗଷ୍ଟ ୨୧: କରୋନା ଟିକା ‘ଜାଇକୋଭ-ଡି’ ଜରୁରୀକାଳୀନ ବ୍ୟବହାର ଅନୁମତି ଦେଇଛନ୍ତି ଭାରତୀୟ ଔଷଧ ମହାନିର୍ଦ୍ଦେଶ (ଡିସିଜିଆଇ) । ବିଶେଷଜ୍ଞ କମିଟିଙ୍କର ସୁପାରିଶ ପରେ ଡିସିଜିଆଇ ଏହି ଟିକାକୁ ଅନୁମୋଦିତ କରିଥିଲେ । କୋଭାକ୍ସିନ୍‌ ପରେ ଏହା ହେଉଛି ଦ୍ୱିତୀୟ ସ୍ୱଦେଶୀ ଟିକା । ଏହି ଟିକା ୧୨ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଦିଆଯାଇପାରିବ । ଏହି ଟିକା ତିନୋଟି ଡୋଜ୍‌ରେ ଦିଆଯିବ । ଜାଇକୋଭ-ଡି ଡିଏନ୍‌ଏ ଉପରେ ଆଧାରିତ ଟିକା ଅଟେ । […]
Read More...

Advertisement