Cuttack
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ: କାଠଯୋଡିକୁ ଯିବନି ନର୍ଦ୍ଦମା ପାଣିି
Published On
By Samaya Live
କଟକ: ମାର୍ଚ୍ଚ୨୮: କଟକ ମହାନଗର ନିଗମକୁ କଡ଼ା ନିର୍ଦ୍ଦେଶ । ଏବେ କାଠଯୋଡି ନଦୀକୁ ଛଡାଯିବନି କଟକର ନର୍ଦ୍ଦମା ପାଣି । ଏଭଳି କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେହିପରି ରାଜ୍ୟର କେତେ ନଦୀରେ ଏହିପରି ଭାବରେ ପ୍ରଦୂଷିତ ଜଳ ମିଶୁଛି । ସେସମ୍ପର୍କରେ ତଥ୍ୟ ଦେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କାଠଯୋଡ଼ି ନଦୀରେ ମିଶୁଥିବା ଏହି ପ୍ରଦୂଷିତ ଜଳକୁ ମତ୍ତଗଜପୁର ସ୍ୱରେଜ […]
ଦୁଇମାସ ଭିତରେ ସ୍କୁଲ ଖୋଲିବ: ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲା ହାଇକୋର୍ଟ
Published On
By Samaya Live
କଟକ: ଫେବୃଅରୀ ୨: ଆସନ୍ତା ୨ ମାସ ଭିତରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ଼ କଟକଣା ଭିତରେ କିଭଳି ସ୍କୁଲ ଖୋଲାଯାଇପାରିବ ଏନେଇ ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇବେ । ତେବେ କୋଭିଡ଼ କଟକଣା ଭିତରେ ସ୍କୁଲ ଖୋଲିବା ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଯାହାକୁ ବିଚାର କରି କୋର୍ଟ ତା’ର ନିଷ୍ପତି ଶୁଣାଇଛି । ରାଜ୍ୟରେ କରୋନା ସଂକ୍ରମଣ ହ ୍ରାସ ପାଉଥିବାରୁ କଟକଣା କୋହଳ […]
ମ।ଞ୍ଜ। ସୂତ।ରେ କଟି ଯୁବକଙ୍କ ମୃତ୍ୟୁ
Published On
By Samaya Live
କଟକ:ଡିସେମ୍ବର ୨୭: ମ।ଞ୍ଜ। ସୂତ।ରେ କଟି ଯୁବକଙ୍କ ମୃତ୍ୟୁ । ଏହି ଘଟଣାରେ କଟକ ଜଗତପୁର ଥ।ନ। ପକ୍ଷରୁ ମ।ଞ୍ଜ। ସୂତ। ବ୍ୟବସ।ୟୀଙ୍କ ଉପରେ ଚଢ।ଉ କର।ଯ।ଇଛି । ଦୁଇ ମ।ଞ୍ଜ। ସୂତ। ବ୍ୟବସ।ୟୀଙ୍କ ସହ ୩ ଜଣଙ୍କୁ ଅଟକ ରଖ।ଯ।ଇଛି । ସେପଟେ ଆଗକୁ ମଧ୍ୟ ମ।ଞ୍ଜ। ସୂତ। ତିଆରି କରୁଥିବ। ଲୋକଙ୍କ ଉପରେ ଦୃଢ କ।ର୍ଯ୍ୟ।ନୁଷ୍ଠ।ନ ନିଆଯିବ । ଏନେଇ କଟକ ଅଞ୍ଚଳରେ ଏକ ସ୍ୱତନ୍ତ୍ର ଡ୍ର।ଇଭ ଚ।ଲିଛି । ସୂଚନ।ଯୋଗ୍ୟ ଯେ, ଗତକାଲି […]
ମା’ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତାର ନିଷ୍ପତ୍ତି ପାଇଁ ୨ ଦିନ ସମୟ ମାଗିଲେ ସରକାର
Published On
By Samaya Live
ଭୁବନେଶ୍ୱର: ସେପ୍ଟେମ୍ବର ୮: ଦୁର୍ଗାପୂଜାରେ ମା’ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ନେଇ ଟୁଇନସିଟିର ପୂଜା କମିଟିଙ୍କ ବିରୋଧ ପରେ ସରକାର ଏହା ଉପରେ ଦୃଷ୍ଟି ଦେଇଛନ୍ତି । ଏଥିପାଇଁ ସରକାର ଦୁଇ ଦିନ ସମୟ ମାଗିଛନ୍ତି ବୋଲି କଟକ ପୂଜା କମିଟିର ସମ୍ପାଦକ ପ୍ରଭାତ ତ୍ରିପାଠୀ ପ୍ରକାଶ କରିଛନ୍ତି । ସରକାର ଏହି ସମସ୍ୟାକୁ ସକାରତ୍ମକ ଭାବେ ଗ୍ରହଣ କରିବା ସହିତ ପୂଜାପାର୍ବଣରେ ଲାଗୁ ହେବାକୁ ଯାଉଥିବା କୋଭିଡ କଟକଣା ନିୟମକୁ କୋହଳ କରିବେ ବୋଲି ସେ […]
କଟକ ତାଳଦଣ୍ଡା କେନାଲ ଓ ନେତାଜୀ ବସ ଟର୍ମିନାଲ ପରିଦର୍ଶନ କଲେ 5T ସଚିବ ଭି କେ ପାଣ୍ଡିଆନ
Published On
By Samaya Live
କଟକ : ଜୁଲାଇ ୧୮: ରବିବାର ସକାଳେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରେ 5T ସଚିବ ଭି କେ ପାଣ୍ଡିଆନ କଟକ ସ୍ଥିତ ତାଳଦଣ୍ଡା କେନାଲ ଓ ଖାନ ନଗରରେ ଚାଲିଥିବା ନେତାଜୀ ବସ ଟର୍ମିନାଲ କାର୍ଯ୍ୟସ୍ଥଳ ପରିଦର୍ଶନ କରି ପ୍ରକଳ୍ପ ଗୁଡିକର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ I ତାଲାଡାଣ୍ଡା କେନାଲ ନବୀକରଣ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ (1.55 କିଲୋମିଟର) ର କାର୍ଯ୍ୟ ଶେଷ ହେବାକୁ ଯାଉଛି। କେନାଲ କାମକୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ […]
ବଦଳିଲା ଜିଲ୍ଲାପାଳଙ୍କ ନିଷ୍ପତି : କୋଭିଡ କଟକଣା ମଧ୍ୟରେ କଟକରେ ହେବ ଦୁର୍ଗାପୂଜା
Published On
By Samaya Live
କଟକ : ଅଗଷ୍ଟ ୨୬: ଦୁର୍ଗାପୂଜାକୁ ନେଇ ଜିଲ୍ଲାପାଳ ଘୋଷଣା କରିଥିବା ତାଙ୍କ ନିଷ୍ପତ୍ତିକୁ ବଦଳାଇବାକୁ ବାଧ୍ୟ ହୋଇଛନ୍ତି । ଶ୍ରଦ୍ଧାଳୁଙ୍କର ଭାବାବେଗ ଓ ହିନ୍ଦୁ ଧର୍ମ ସଂସ୍କୃତିର ମହାନ ଉସିବ ଦୁର୍ଗାପୂଜାକୁ କୋଭିଡ ନିୟମ ଅନୁସାରେ ପାଳନ କରାଯିବବୋଲି ଜିଲ୍ଲାପାଳ କହିଛନ୍ତି । ଏଥିପାଇଁ କେତେକ କଟକଣା ଜାରି କରାଯାଇପାରେ । ମଣ୍ଡପ ଗୁଡିକ ପାଇଁ ମଧ୍ୟ ଏସ୍ଓପି ଜାରି କରାଯିବବୋଲି କୁହାଯାଉଛି । ମଣ୍ଡପ ଗୁଡିକରେ ହୋଇପାରିବ ମା’ ଦୁର୍ଗାଙ୍କ ପୂଜା । ପୂଜା […]
ଭୁବନେଶ୍ୱର ରେ ଗୋଟିଏ ଦିନରେ ୧୨୮ ଏବଂ କଟକ ରେ ୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
Published On
By Samaya Live
ଭୁବନେଶ୍ୱର:ଜୁଲାଇ ୩୧: ଭୁବନେଶ୍ୱର ରେ ୧୨୮ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ, ୮୫ ଟି Quarantine Case ଥିବାବେଳେ ୪୩ ଟି Local Contact Case ଅଛି I ଏହି ୧୨୮ ଟି ନୂଆ କେଶ କୁ ମିଶାଇ, ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ କୋଭିଡ-୧୯ ପଜିଟିଭ କେଶ ସଂଖ୍ୟା ୨,୭୩୫ କୁ ବୃଦ୍ଧି ପାଇଛି I ଆଜି ୯୪ ଜଣ ସୁସ୍ଥ ହେଇଛନ୍ତି ଏବଂ ଏବେ ସୁଦ୍ଧା ମୋଟ […]
୨୪ ଘଂଟାରେ ଭୁବନେଶ୍ୱର ରେ ୧୩୭ ଓ କଟକରେ ୫୬ ଟି ନୂଆ କରୋନା ପଜିଟିଭ କେଶ ଚିହ୍ନଟ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୯: ୨୪ ଘଂଟାରେ ଭୁବନେଶ୍ୱର ରେ ୧୩୭ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ, ୯୮ ଟି Quarantine Case ଓ ୩୯ ଟି Local Contact Case I ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୫୦୨ କୁ ବୃଦ୍ଧି ପାଇଛି I BMC ର ଟ୍ୱଇଟ ଅନୁଯାଇ, ଆଜି ୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଏହାକୁ ମିଶାଇ, ଭୁବନେଶ୍ୱର ରେ ୧,୨୧୬ […]
ଭୁବନେଶ୍ୱର ରେ ୧୬୩ ଏବଂ କଟକ ରେ ୫୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୬: ଭୁବନେଶ୍ୱର ରେ ୨୪ ଘଂଟାରେ ୧୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୧୦୪ ଜଣ Quarantine ରେ ଥିଲେ ଏବଂ ୫୯ ଜଣ Local Contact Case I ଏହାକୁ ମିଶାଇ, ଭୁବନେଶ୍ୱର ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୯୧କୁ ବୃଦ୍ଧି ପାଇଛି I ଆଜି ଭୁବନେଶ୍ୱର ରୁ ମୋଟ ୪୬ ଜଣ ସୁସ୍ଥ ହେଇଛନ୍ତି I ଏହାକୁ ମିଶାଇ, ଭୁବନେଶ୍ୱର ରେ ମୋଟ ୯୦୯ ଜଣ ସୁସ୍ଥ […]
ଭୁବନେଶ୍ୱର ରେ ୮୭ ଏବଂ କଟକ ରେ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୧୮: ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୪୧ ଜଣ Quarantine ରେ ଥିବା ଅବସ୍ଥାରେ ଚିହ୍ନଟ ହେଇଛନ୍ତି ଏବଂ ବାକି ୪୬ ଜଣ local contact case I ତେବେ ୩୭ ଜଣ ସୁସ୍ଥ ହେଇଛନ୍ତି I ଭୁବନେଶ୍ୱର ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୦ କୁ ବୃଦ୍ଧି ପାଇଛି ଏବଂ ସେଥିରୁ, ୪୯୪ ଜଣ ସୁସ୍ଥ ହେଇସାରିଛନ୍ତି ଏବଂ ୬୨୪ ଜଣ […]

