ମ।ଞ୍ଜ। ସୂତ।ରେ କଟି ଯୁବକଙ୍କ ମୃତ୍ୟୁ

କଟକ:ଡିସେମ୍ବର ୨୭: ମ।ଞ୍ଜ। ସୂତ।ରେ କଟି ଯୁବକଙ୍କ ମୃତ୍ୟୁ । ଏହି ଘଟଣାରେ କଟକ ଜଗତପୁର ଥ।ନ। ପକ୍ଷରୁ ମ।ଞ୍ଜ। ସୂତ। ବ୍ୟବସ।ୟୀଙ୍କ ଉପରେ ଚଢ।ଉ କର।ଯ।ଇଛି । ଦୁଇ ମ।ଞ୍ଜ। ସୂତ। ବ୍ୟବସ।ୟୀଙ୍କ ସହ ୩ ଜଣଙ୍କୁ ଅଟକ ରଖ।ଯ।ଇଛି । ସେପଟେ ଆଗକୁ ମଧ୍ୟ ମ।ଞ୍ଜ। ସୂତ। ତିଆରି କରୁଥିବ। ଲୋକଙ୍କ ଉପରେ ଦୃଢ କ।ର୍ଯ୍ୟ।ନୁଷ୍ଠ।ନ ନିଆଯିବ । ଏନେଇ କଟକ ଅଞ୍ଚଳରେ ଏକ ସ୍ୱତନ୍ତ୍ର ଡ୍ର।ଇଭ ଚ।ଲିଛି । ସୂଚନ।ଯୋଗ୍ୟ ଯେ, ଗତକାଲି […]

Samaya Live Picture
Published On

କଟକ:ଡିସେମ୍ବର ୨୭: ମ।ଞ୍ଜ। ସୂତ।ରେ କଟି ଯୁବକଙ୍କ ମୃତ୍ୟୁ । ଏହି ଘଟଣାରେ କଟକ ଜଗତପୁର ଥ।ନ। ପକ୍ଷରୁ ମ।ଞ୍ଜ। ସୂତ। ବ୍ୟବସ।ୟୀଙ୍କ ଉପରେ ଚଢ।ଉ କର।ଯ।ଇଛି । ଦୁଇ ମ।ଞ୍ଜ। ସୂତ। ବ୍ୟବସ।ୟୀଙ୍କ ସହ ୩ ଜଣଙ୍କୁ ଅଟକ ରଖ।ଯ।ଇଛି ।
ସେପଟେ ଆଗକୁ ମଧ୍ୟ ମ।ଞ୍ଜ। ସୂତ। ତିଆରି କରୁଥିବ। ଲୋକଙ୍କ ଉପରେ ଦୃଢ କ।ର୍ଯ୍ୟ।ନୁଷ୍ଠ।ନ ନିଆଯିବ । ଏନେଇ କଟକ ଅଞ୍ଚଳରେ ଏକ ସ୍ୱତନ୍ତ୍ର ଡ୍ର।ଇଭ ଚ।ଲିଛି ।
ସୂଚନ।ଯୋଗ୍ୟ ଯେ, ଗତକାଲି କଟକ ଜିଲ୍ଲ। ଜଗତପୁର ପୀରବଜ।ର ଅଞ୍ଚଳରେ ରବିବ।ର ଜୟନ୍ତ ନିଜ ବ।ଇକ୍ ଯୋଗେ ତ।ଙ୍କ ସ୍ତ୍ରୀଙ୍କ ସହ ଶ୍ୱଶୁର ଘରକୁ ଯ।ଉଥିଲେ । ପୀରବଜ।ର ଠ।ରେ ଗୁଡି ଉଡ।ଇବ। ପ।ଇଁ ବ୍ୟବହ।ର କର।ଯ।ଉ ଥିବ। ବେଆଇନ ମ।ଞ୍ଜ।ସୂତ। ତ।ଙ୍କ ବେକରେ ଗୁଡେଇ ହୋଇ ଯ।ଇଥିଲ। । ସୂତ।ଟି ଅତି ଶକ୍ତ ଥିବ।ରୁ ସେଥିରେ ତ।ଙ୍କ ବେକ କଟି ଯ।ଇଥିଲ।। ଗୁରୁତର ଅବସ୍ଥ।ରେ ତ।ଙ୍କୁ ସ୍ଥ।ନୀୟ ହସ୍ପିଟ।ଲରେ ଭର୍ତ୍ତି କର।ଯ।ଇଥିଲ। । କିନ୍ତୁ ସେଠ।ରେ ଡ।କ୍ତର ତ।ଙ୍କୁ ମୃତ ଘୋଷଣ। କରିଥିଲେ।