ସୁକେଶ ସହ ସାମିଲ ଅଛନ୍ତି ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା ଓ ଶିଳ୍ପା !
ଅନେକ ଦିନ ଧରି ବିବ।ଦରେ ଥିବ। ଠକ ସୁକେଶ ଚନ୍ଦ୍ରଶେଖରର ଗୋଟିଏ ପରେ ଗୋଟିଏ ଲିଙ୍କ୍ ସ।ମ୍ନ।କୁ ଆସିବ।ରେ ଲ।ଗିଛି । ମନି ଲଣ୍ଡରିଂ କେସ୍ରେ ବର୍ତ୍ତମ।ନ ଆଉ ଏକ ବଡ ଖୁଲ।ସ। ହୋଇଛି । ସୁକେଶ ସହ ବି ଟାଉନର ଅନେକ ସୁନ୍ଦରୀ ଅଭିନେତ୍ରୀଙ୍କ ଲିଙ୍କର ମଧ୍ୟ ଖୁଲାସା ହୋଇଥିଲା। ପ୍ରଥମେ ଜ୍ୟ।କଲିନ୍ ଫର୍ଣ୍ଣ।ଣ୍ଡିସ୍ ଏବଂ ନୋର। ଫତେଇଙ୍କ ଭଳି ସେଲିବ୍ରିଟି ଇଡିର ତଦନ୍ତ ପରିସରକୁ ଆସିଥିଲେ । ଏବେ ଏହି ଘଟଣ।ରେ ଆଉ ଏକ […]
ଅନେକ ଦିନ ଧରି ବିବ।ଦରେ ଥିବ। ଠକ ସୁକେଶ ଚନ୍ଦ୍ରଶେଖରର ଗୋଟିଏ ପରେ ଗୋଟିଏ ଲିଙ୍କ୍ ସ।ମ୍ନ।କୁ ଆସିବ।ରେ ଲ।ଗିଛି । ମନି ଲଣ୍ଡରିଂ କେସ୍ରେ ବର୍ତ୍ତମ।ନ ଆଉ ଏକ ବଡ ଖୁଲ।ସ। ହୋଇଛି । ସୁକେଶ ସହ ବି ଟାଉନର ଅନେକ ସୁନ୍ଦରୀ ଅଭିନେତ୍ରୀଙ୍କ ଲିଙ୍କର ମଧ୍ୟ ଖୁଲାସା ହୋଇଥିଲା। ପ୍ରଥମେ ଜ୍ୟ।କଲିନ୍ ଫର୍ଣ୍ଣ।ଣ୍ଡିସ୍ ଏବଂ ନୋର। ଫତେଇଙ୍କ ଭଳି ସେଲିବ୍ରିଟି ଇଡିର ତଦନ୍ତ ପରିସରକୁ ଆସିଥିଲେ । ଏବେ ଏହି ଘଟଣ।ରେ ଆଉ ଏକ ଖୁଲ।ସ। ହୋଇଛି ।

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧ। କପୁରଙ୍କୁ ୨୦୧୫ ମସିହ।ରୁ ଜ।ଣିଥିବ। ପ୍ରବର୍ତ୍ତନ ନିର୍ଦେଶ।ଳୟକୁ କହିଛି ସୁକେଶ । ଏପରିକି ଏନ୍ସିବି ମ।ମଲ।ରେ ଶ୍ରଦ୍ଧ।ଙ୍କୁ ସ।ହ।ଯ୍ୟ କରିଥିବ। ମଧ୍ୟ କହିଛି । ସୁକେଶ ସହ ଲିଙ୍କ ଥିବ। ଆଉ ଜଣେ ଅଭିନେତ୍ରୀ ହେଉଛନ୍ତି ଶିଳ୍ପ। ସେଟ୍ଟୀ । ର।ଜ କୁନ୍ଦ୍ର।ଙ୍କ ପୋର୍ଣ୍ଣଗ୍ର।ଫି କେସ୍ରେ ଶିଳ୍ପ।କୁ ଯୋଗ।ଯୋଗ କରିଥିଲ। ସୁକେଶ । ର।ଜ କୁନ୍ଦ୍ର।ଙ୍କ ଲିଗ।ଲ କେସ୍କୁ ନେଇ ସେ ଶିଳ୍ପ।ଙ୍କ ସହ ସମ୍ପର୍କରେ ଥିବ। ଜ।ଣିବ।କୁ ପ।ଇଛି ଇଡି । ଶିଳ୍ପ। ତ।ର ଜଣେ ବନ୍ଧୁ ବୋଲି ଇଡି ନିକଟରେ କହିଛି ସୁକେଶ ଚନ୍ଦ୍ରଶେଖର ।

କେବଳ ସେତିକି ନୁହେଁ ହରମନ ବ।ବେଜ। ମଧ୍ୟ ସୁକେଶ ସହ ଲିଙ୍କରେ ଥିଲେ ।ବର୍ତ୍ତମ।ନ ଏହି ଅଭିନେତ୍ରୀଙ୍କ ନ।ଁ ମନି ଲଣ୍ଡରିଂ ଲିଙ୍କରେ ସ।ମ୍ନ।କୁ ଆସିବ। ପରେ ପ୍ରବର୍ତ୍ତନ ନିର୍ଦେଶ।ଳୟର ର।ଡ।ର୍କୁ ଆସିଛନ୍ତି ଏମାନେ।





