Bollywood actress
ମନୋରଞ୍ଜନ  ଦେଶ- ବିଦେଶ 

ପୁଣି ଟାଇମ୍‌ ମାଗାଜିନ୍‌ର ‘୧୦୦ ଇମ୍ପାକ୍‌ଟ ପପୁଲାର୍‌’ ତାଲିକାରେ ଦୀପିକାଙ୍କ ନାମ

ପୁଣି ଟାଇମ୍‌ ମାଗାଜିନ୍‌ର ‘୧୦୦ ଇମ୍ପାକ୍‌ଟ ପପୁଲାର୍‌’ ତାଲିକାରେ ଦୀପିକାଙ୍କ ନାମ ଦିଲ୍ଲୀ:ଏପ୍ରିଲ ୦୨: ନିଜର ଦମ୍‌ଦାର ଅଭିନୟ ଓ ବଳିଷ୍ଠ ବ୍ୟକ୍ତିତ୍ୱ ପାଇଁ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିଜର ଅଭିନୟ ଓ ପ୍ରଶଂସଙ୍କ ପାଖରେ ଲୋକପ୍ରିୟତା ଯୋଗୁଁ ସେ ବଲିଉଡ୍‌ରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀମାନଙ୍କ ମଧ୍ୟରେ ଏକ ନମ୍ବରରେ ରହିଛନ୍ତି । ବର୍ତ୍ତମାନ ଟାଇମ୍‌ ମାଗାଜିନର ‘୧୦୦ ଇମ୍ପାକ୍‌ଟ ଆୱାର୍ଡର ପପୁଲାର୍‌ ଲିଷ୍ଟ’ ୨୦୨୨ରେ ତାଙ୍କ ନାମ ସାମିଲ ହୋଇଛି । ପ୍ରଥମ ଭାରତୀୟ ସେଲିବ୍ରିଟି ଭାବେ ତାଙ୍କ ନାମ ଏହି […]
Read More...
ମନୋରଞ୍ଜନ 

ଓଟିଟି ସହିତ ୪-୫ କୋଟିର ଡିଲ କଲେ ଅନୁଷ୍କା

ଓଟିଟି ସହିତ ୪-୫ କୋଟିର ଡିଲ କଲେ ଅନୁଷ୍କା ନୂଆଦିଲ୍ଳୀ :ଜାନୁଆରୀ ୨୭: ବଲିଉଡ ହିରୋଇନ ଅନୁଷ୍କ। ଶର୍ମ।ଙ୍କ ପ୍ରଡକ୍ସନ ହାଉସ କ୍ଲିନ୍‌ ସ୍ଲେଟ୍‌ ଫିଲ୍ମସ୍‌ କରିଛି ୪୦୫ କୋଟିର ଡିଲ। ଏହି ଡିଲ ସେ କରିଛନ୍ତି ନେଟଫ୍ଲିକ୍ସ ଓ ଆମ।ଜନ ଓଟିଟି ପ୍ଲ।ଟଫର୍ମ ସହିତ। ଏହା ବିଦେଶୀ ମୁଦ୍ରାରେ ୫୪ ମିଲିୟନ ଡଲାର ହେବ। ଭ।ରତୀୟ ବଜ।ରରେ ବଢୁଥିବ। ପ୍ରତିଯୋଗିତ।କୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି କମ୍ପ।ନୀ । ଦୁଇ ଓଟିଟି ପ୍ଲ।ଟଫର୍ମ ଏଣ୍ଟରଟେନମେଣ୍ଟ ବଜ।ରରେ ନିଜର ସ୍ଥ।ନ ବଜ।ୟ ରଖିବ। ଏବଂ ଫିଲ୍ମ […]
Read More...
ମନୋରଞ୍ଜନ  ଦେଶ- ବିଦେଶ 

ଅଭିନେତ୍ରୀ କଙ୍ଗନାଙ୍କ ସମସ୍ତ ସୋସିଆଲ ମିଡିଆରେ ଲାଗିପାରେ ସେନ୍‌ସର

ଅଭିନେତ୍ରୀ କଙ୍ଗନାଙ୍କ ସମସ୍ତ ସୋସିଆଲ ମିଡିଆରେ ଲାଗିପାରେ ସେନ୍‌ସର ନୂଆଦିଲ୍ଲୀ: ଡିସେମ୍ବର ୦୨: ଦେଶ ବିରୋଧରେ ଏବଂ ଜାତିର ପିତା ମାହାତ୍ମା ଗାନ୍ଧିଙ୍କ ବିରୋଧରେ ସୋସିଆଲ ମିଡିଆରେ ମନ୍ତବ୍ୟ ଦେବା ପରେ ବହୁ ଲୋକ ତାଙ୍କ ବିରୋଧ ହୋଇପଡ଼ିଛନ୍ତି । ଏହାକୁ ନଜରେ ରଖି ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । ଏହି ଆବେଦନରେ କଙ୍ଗନାଙ୍କର ସମସ୍ତ ସୋସିଆଲ ମିଡିଆ ପୋଷ୍ଟରେ ସେନ୍‌ସର କରିବାକୁ ଦାବି କରାଯାଇଛି । କଙ୍ଗନାଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି ଖୋଦ୍‌ ସୁପ୍ରିମ କୋର୍ଟର […]
Read More...
ମନୋରଞ୍ଜନ 

କୃଷି ଆଇନ ପ୍ରତ୍ୟାହରକୁ ନେଇ କଙ୍ଗନାଙ୍କ ବୟାନ

କୃଷି ଆଇନ ପ୍ରତ୍ୟାହରକୁ ନେଇ କଙ୍ଗନାଙ୍କ ବୟାନ ମୁମ୍ବାଇ: ନଭେମ୍ବର ୧୯: ତିନି କୃଷି ଆଇନ ପ୍ରତ୍ୟାହାର ହେବା ପରେ କୃଷକମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ପଞ୍ଜାବ ଓ ହରିୟାଣାର କୃଷକ ମିଠା ବାଣ୍ଟି ନିଜର ଖୁସି ଜାହିର କରିଛନ୍ତି । ଏହିପରି ଖୁସିର ମାହୋଲରେ ସମସ୍ତେ କୃଷକଙ୍କ ସମର୍ଥନ କରି ସେମାନଙ୍କୁ ଶୁଭେଚ୍ଛା ଦେଉଛନ୍ତି । ତେବେ ବଲିଉଡ୍‌ର ବହୁ କଳାକାର କୃଷକଙ୍କୁ ଶୁଭେଚ୍ଛା ଦେଉଥିଲା ବେଳେ କଙ୍ଗନା ଏହାର ଓଲଟା କାର୍ଯ୍ୟ କରିଛନ୍ତି । କୃଷି ଆଇନ ପ୍ରତ୍ୟାହାର ହେବା […]
Read More...
ମନୋରଞ୍ଜନ 

ଆରୟନ ପାଇଁ ଗଞ୍ଜେଇ ଯୋଗାଡ଼ କରିଛନ୍ତି ଅନନ୍ୟା !

ଆରୟନ ପାଇଁ ଗଞ୍ଜେଇ ଯୋଗାଡ଼ କରିଛନ୍ତି ଅନନ୍ୟା ! ମୁମ୍ବାଇ: ଅକ୍‌ଟୋବର ୨୨: ଆରୟନ ଖାନ୍‌ଙ୍କ କ୍ରୁଜ୍‌ ଡ୍ରଗ୍‌ସ ପାର୍ଟି ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଏନସିବି ଗତକାଲି ଜେରା କରିଛି । ଏହାସହିତ ଅନନ୍ୟାଙ୍କ ମୋବାଇଲକୁ ମଧ୍ୟ ଏନ୍‌ସିବି ଜବତ କରାଯାଇଛି । ମୋବାଇଲ ଚାର୍ଟରେ ଏନ୍‌ସିବିକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ରହିଛି । ଆଜି ମଧ୍ୟ ତାଙ୍କୁ ଜେରା କରାଯିବ । ହେଲେ ଏହାରି ଭିତରେ ଅନନ୍ୟା ଓ ଆରୟନଙ୍କ ଭିତରେ ହୋଇଥିବା ହ୍ୱାଟ୍‌ସ ଆାପ୍‌ ଚାଟ୍‌ ସାମ୍ନାକୁ ଆସିଛି । […]
Read More...
ମନୋରଞ୍ଜନ 

ଅଭିନେତ୍ରୀ ଅନନ୍ୟାଙ୍କ ଘରେ ଏନ୍‌ସିବି ପୋଲିସ

ଅଭିନେତ୍ରୀ ଅନନ୍ୟାଙ୍କ ଘରେ ଏନ୍‌ସିବି ପୋଲିସ ମୁମ୍ବାଇ: ଅକ୍‌ଟୋବର ୨୧: ଡ୍ରଗ୍‌ସ ମାମଲାରେ ଆଜି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ନର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ(ଏନ୍‌ସିବି) ଚଢ଼ାଉ କରିଛି । ଅନନ୍ୟାଙ୍କ ମୁମ୍ବାଇର ଖର େୱଷ୍ଟ ସ୍ଥିତ ଘରେ ପୋଲିସ ଚଢ଼ାଉ କରିଛି । ଏହାସହିତ ଆଜି ଅପରାହ୍ନ ୨ଟାରେ ଅଭିନେତ୍ରୀଙ୍କୁ ପୋଲିସ ପଚରାଉଚାର କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଡ୍ରଗ୍‌ସ ମାମଲାରେ ଏହି ଅଭିନେତ୍ରୀଙ୍କ ହାତ ଥିବା ଜାଣିବା ପରେ ପୋଲିସ ସାଙ୍ଗେ ସାଙ୍ଗେ ତାଙ୍କ ଘର ଉପରେ ଚଢ଼ାଉ କରିଥିଲା । […]
Read More...
ମନୋରଞ୍ଜନ 

‘ମୈନେ ପ୍ୟାର୍‌ କିୟାର’ ରିମେକ୍‌ ପାଇଁ ଆଲିୟା-ରଣବୀର ପରଫେକ୍‌ଟ

‘ମୈନେ ପ୍ୟାର୍‌ କିୟାର’ ରିମେକ୍‌ ପାଇଁ ଆଲିୟା-ରଣବୀର ପରଫେକ୍‌ଟ ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ବ୍ଲକବଷ୍ଟର ଫିଲ୍ମର ରିମେକ୍‌ ନିର୍ମାଣ କରିବା ଆଜିକାଲି ଟ୍ରେଣ୍ଡ୍‌ ପାଲଟିଛି । ନିକଟରେ ସଲମାନ ଖାନଙ୍କ ସୁପରହିଟ୍‌ ଫିଲ୍ମ ‘ମୈନେ ପ୍ୟାର୍‌ କିୟାର’ ରିମେକ୍‌ ଖବରକୁ ନେଇ ଇଣ୍ଡଷ୍ଟ୍ରୀରେ ଜୋରଦାର ଚର୍ଚ୍ଚା ଚାଲିଛି ଏବଂ ଇଣ୍ଟନେଟ୍‌ ଦୁନିଆରେ ଚହଳ ସୃଷ୍ଟି କରିଛି । ସୁରଜ ବଡଜାତ୍ୟାଙ୍କ ନିର୍ଦ୍ଦେଶନରେ ନିର୍ମିତ ହୋଇଥିବା ଏହି ସୁପରହିଟ୍‌ ଫିଲ୍ମରେ ଭାଗ୍ୟଶ୍ରୀ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ନିକଟରେ ଭାଗ୍ୟଶ୍ରୀ ଏକ ଇଣ୍ଟରଭୁ୍ୟରେ ଫିଲ୍ମର ରିମେକ […]
Read More...
ମନୋରଞ୍ଜନ 

ଆଗାମୀ ପ୍ରୋଜେକ୍‌ଟକୁ ନେଇ ଉତ୍ସାହିତ

ଆଗାମୀ ପ୍ରୋଜେକ୍‌ଟକୁ ନେଇ ଉତ୍ସାହିତ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହୋଇଥିବା େୱବ୍‌ ସିରିଜ୍‌ ‘ଗ୍ରହଣ’ରେ ମନୁ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ୱାମିକା ଗବୀ ନିଜର ୨୮ତମ ଜନ୍ମଦିନ ପାଳନ କରିଛନ୍ତି । ହେଲେ ତାଙ୍କର ଚଳିତ ବର୍ଷର ଜନ୍ମଦିନ ସ୍ୱତନ୍ତ୍ର ବୋଲି ୱାମିକା ଏକ ସାକ୍ଷାତକାରରେ କହିଛନ୍ତି । ୱାମିକା କହିଛନ୍ତି, ସେ ପ୍ରଥମ ଥର ପାଇଁ ତାଙ୍କ ଜନ୍ମଦିନକୁ ଏକୁଟିଆ ସେଲିବ୍ରେଟ୍‌ କରିଛନ୍ତି । ସର୍ବଦା ଜନ୍ମଦିନ ପୂର୍ବରୁ ହିଁ ସେ ଉତ୍ସାହିତ ରହିଥାନ୍ତି । ସବୁବେଳେ ସାଙ୍ଗମାନଙ୍କ ସହ […]
Read More...
ମନୋରଞ୍ଜନ 

କ୍ଲାଇମେଟ୍‌ ୱାରିଅର ଅଭିନେତ୍ରୀ ଭୂମି

କ୍ଲାଇମେଟ୍‌ ୱାରିଅର ଅଭିନେତ୍ରୀ ଭୂମି ମୁମ୍ବାଇ: ସେପ୍‌ଟମ୍ବର ୨୧: ଦେଶରେ ଜଳବାୟୁ ସଂରକ୍ଷଣ ଉପରେ ଲଗାତର ବିଭିନ୍ନ ସାମାଜିକ ମଞ୍ଚରେ ନିଜର ମନ୍ତବ୍ୟ ରଖିଥାନ୍ତି ଅଭିନେତ୍ରୀ ଭୂମି ପେଡନେକର । ତେବେ ଏହି ପ୍ରସଙ୍ଗରେ ସେ ଏବେ ପାଦେ ଆଗକୁ ବଢ଼ିଛନ୍ତି । ଜଳବାୟୁ ପରିବର୍ତ୍ତନ ଏବଂ ସଂରକ୍ଷଣ ଉପରେ ନିଜର ମନ୍ତବ୍ୟ ରଖିବା ପାଇଁ କ୍ଲାଇମେଟ୍‌ ୱାରିଅର ଭୂମିଙ୍କୁ ନୁ୍ୟୟର୍କରୁ ନିମନ୍ତ୍ରଣ ଆସିଛି । ଚଳିତ ସପ୍ତାହରେ ନୁ୍ୟୟର୍କରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମ ‘କ୍ଲାଇମେଟ୍‌ ୱିକ୍‌-୨୦୨୧’ରେ ସେ ଯୋଗଦେବାକୁ ଯାଉଛନ୍ତି […]
Read More...
ମନୋରଞ୍ଜନ 

ସାଇରା ବାନୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ସାଇରା ବାନୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଦିଲ୍ଲୀ: ସେପ୍‌ଟେମ୍ବର ୧: ଭେଟେରାନ୍‌ ଚଳଚ୍ଚିତ୍ର ଅଭିନେତ୍ରୀ ସାଇରା ବାନୁ ଆଜି ହଠାତ୍‌ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସାଇରା ବାନୁଙ୍କ ଶ୍ୱାସ କ୍ରିୟାରେ ବାଧା ଉପୁଜିବା ସହିତ ତାଙ୍କ ରକ୍ତଚାପ କମିଯାଇଛି । ଏବେ ସେ ଆଇସିୟୁରେ ଅଛନ୍ତି । ଅଭିନେତା ଦିଲ୍ଲୀପ କୁମାରଙ୍କ ଦେହାନ୍ତ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଥିଲା । ଶ୍ୱାସ […]
Read More...

Advertisement