ସରକାରୀ ସାକ୍ଷୀ ହେବେ ନୋରା ଫତେହି
ମୁମ୍ବାଇ : ଭୁବନେଶ୍ୱର ୨୨: ନିକଟରେ ସାମ୍ନାକୁ ଆସିଛି ମହା ଠକ ସୁକେଶ ଚନ୍ଦ୍ର ଶେଖରର ମନି ଲଣ୍ଡରିଂ ମାମଲା। ୨୦୦ କୋଟି ଟଙ୍କ।ର ମନି ଲଣ୍ଡରିଂ କରି ଇଡି ହାତରେ ଫସିଛି ସୁକେଶ। ତା ସହିତ ବଲିଉଡର ଅନେକ ସୁନ୍ଦରୀ ମଧ୍ୟ ଏହାର କ°ାରେ ଫସିଛନ୍ତି ଏବଂ ଆସିଛନ୍ତି ଇଡିର ସ୍କାନରରେ । ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଏହି ମ।ମଲ।ରେ ଅଭିନେତ୍ରୀ ଜ୍ୟ।କଲିନଙ୍କ ନ।ମ ନେଇଥିଲେ। ପଚର।ଉଚର। ବେଳେ ସୁକେଶ ଜ୍ୟ।କଲିନଙ୍କୁ ଲକ୍ଷ ଲକ୍ଷ […]
ମୁମ୍ବାଇ : ଭୁବନେଶ୍ୱର ୨୨: ନିକଟରେ ସାମ୍ନାକୁ ଆସିଛି ମହା ଠକ ସୁକେଶ ଚନ୍ଦ୍ର ଶେଖରର ମନି ଲଣ୍ଡରିଂ ମାମଲା। ୨୦୦ କୋଟି ଟଙ୍କ।ର ମନି ଲଣ୍ଡରିଂ କରି ଇଡି ହାତରେ ଫସିଛି ସୁକେଶ। ତା ସହିତ ବଲିଉଡର ଅନେକ ସୁନ୍ଦରୀ ମଧ୍ୟ ଏହାର କ°ାରେ ଫସିଛନ୍ତି ଏବଂ ଆସିଛନ୍ତି ଇଡିର ସ୍କାନରରେ । ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଏହି ମ।ମଲ।ରେ ଅଭିନେତ୍ରୀ ଜ୍ୟ।କଲିନଙ୍କ ନ।ମ ନେଇଥିଲେ। ପଚର।ଉଚର। ବେଳେ ସୁକେଶ ଜ୍ୟ।କଲିନଙ୍କୁ ଲକ୍ଷ ଲକ୍ଷ ଟଙ୍କ।ର ଉପହ।ର ଦେବ। ବିଷୟରେ କହିଥିଲେ। ଏହ। ବ୍ୟତୀତ ଅଭିନେତ୍ରୀ ନୋର। ଫତେହିଙ୍କୁ ଚ।ର୍ଜସିଟରେ ନ।ମିତ କର।ଯ।ଇଥିଲ।। ସୁକେଶଙ୍କ ଅନୁଯ।ୟୀ ସେ ନୋର।ଙ୍କୁ ଏକ ମହଙ୍ଗ। କ।ର ଉପହ।ର ଦେଇଥିଲେ। ଏହି ମ।ମଲ।ରେ, ଇଡି ଉଭୟ ଅଭିନେତ୍ରୀଙ୍କୁ ପ୍ରଶ୍ନ କରିଥିଲ।।
ଇଡିର ପଚର।ଉଚର। ବେଳେ ନୋର। ଫତେହି ତ।ଙ୍କ ବିରୋଧରେ ଆସିଥିବ। ଅଭିଯୋଗକୁ ଅସ୍ୱୀକ।ର କରିଥିଲେ। ତେବେ ବର୍ତ୍ତମାନ ଏହି ଘଟଣାରେ ଆଉ ଏକ ନୂଆ ଫର୍ଦ ସାମ୍ନାକୁ ଆସିଛି। ମନି ଲଣ୍ଡରିଂ ମ।ମଲ।ରେ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ଅଭିନେତ୍ରୀ ନୋର। ଫତେହି ବର୍ତ୍ତମ।ନ ସ।କ୍ଷୀ ହେବାକୁ ଯାଉଛନ୍ତି। ସେ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟର ସ।କ୍ଷୀ ଭ।ବରେ ହ।ଜର ହେବେ। ନୋର। ଏହି ମ।ମଲ।ରେ ସ।କ୍ଷୀ ହେବ। ପରେ ବର୍ତ୍ତମ।ନ ଅନେକ ଖୁଲ।ସ। ହେବେ ବୋଲି ଆଶ। କର।ଯ।ଉଛି।




