Delhi Police
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଶ୍ରଦ୍ଧା ହତ୍ୟାକାରୀକୁ ମିଳିବ କଠୋର ଦଣ୍ଡ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Published On
By Samaya Live
ନୂଆଦିଲ୍ଲୀ: ଶ୍ରଦ୍ଧା ୱାକରଙ୍କ ହତ୍ୟାକାରୀ ପ୍ରତି ଯେଭଳି ସବୁଠୁ କଠିନ ଶାସ୍ତି ବିଧାନ କରାଯାଏ, ସେ ବିଷୟରେ ଦିଲ୍ଲୀ ପୁଲିସ ଓ ବିଚାର ବ୍ୟବସ୍ଥା ନିଶ୍ଚୟ ଯନିବାନ ହେବେ ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି । ଆଜି ‘ଟାଇମ୍ସ ନାଓ ସମିଟ୍’ରେ ଅମିତ ଶାହ କହିଛନ୍ତି, ଶ୍ରଦ୍ଧା ୱାକରଙ୍କୁ ଯିଏ ମାରି ଥାଉ ନା କାହିଁକି, ସ୍ୱଳ୍ପ ସମୟ ମଧ୍ୟରେ ଦିଲ୍ଲୀ ପୁଲିସ, ବିଚାର ବ୍ୟବସ୍ଥା ତାକୁ କଠିନତମ ଶାସ୍ତି ଦିଆଯିବା ଉପରେ […]
ଦ୍ୱାରକାର ଛାୱଲା ଦୁଷ୍କର୍ମ ଘଟଣା: ହାଇକୋର୍ଟଙ୍କ ମୃତୁ୍ୟଦଣ୍ଡାଦେଶ ଖାରଜ ଓ ୩ ଅପରାଧୀଙ୍କୁ ମୁକ୍ତ କରିଦେଲା ସୁପ୍ରିମକୋର୍ଟ
Published On
By Samaya Live
ନୂଆଦିଲ୍ଲୀ: ଜନୈକା ୧୯ ବର୍ଷୀୟା ଯୁବତୀଙ୍କୁ ଅପହରଣ ପରେ ଦୁଷ୍ମର୍ମ କରି ହତ୍ୟା କରିବା ଘଟଣାରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ତିନି ଜଣ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟ ମୁକ୍ତ କରି ଦେଇଛନ୍ତି । ଦେଶର ବହୁଚର୍ଚ୍ଚିତ ନିର୍ଭୟା ମାମଲାର ମାସକ ପୂର୍ବରୁ ୨୦୧୨ରେ ଘଟିଥିଲା ଦ୍ୱାରକାର ଛାୱଲା ଜଘନ୍ୟ ଅପରାଧ । ଦିଲ୍ଲୀର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଦେଇ ହତ୍ୟା କରିବା ଅଭିଯୋଗରେ ଦିଲ୍ଲୀ […]
ଅଜିତ ଡୋଭାଲଙ୍କ ଘରକୁ ପସିବା ଉଦ୍ୟମ ବେଳେ ଧରା ପଡିଲା ଯୁବକ
Published On
By Samaya Live
ନୂଆଦିଲ୍ଲୀ: ଫେବୃଆରୀ ୧୬: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବାସଭବନକୁ ଯିବା ପାଇଁ ଚେଷ୍ଟା କରୁଥିବାବେଳେ ଦିଲ୍ଲୀ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତାଙ୍କୁ ସୁରକ୍ଷା କର୍ମୀମାନେ ଅଟକାଇ ବନ୍ଦୀ କରି ନେଇଥିଲେ। ବ୍ୟକ୍ତି ଜଣକ କର୍ଣ୍ଣାଟକର ଶାନ୍ତନୁ ରେଡ୍ଡୀ ବୋଲି ଜଣାପଡିଛି। ଯାଞ୍ଚ ବେଳେ ରେଡ୍ଡୀ ପୋଲିସକୁ କହିଥିଲେ ଯେ ତାଙ୍କ ଭିତରେ ଗୋଟିଏ ଚିପ୍ ଫିଟ୍ ଥିଲା ଏବଂ ସେ ତାଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିଲା । କିନ୍ତୁ ପୋଲିସ […]
ସରକାରୀ ସାକ୍ଷୀ ହେବେ ନୋରା ଫତେହି
Published On
By Samaya Live
ମୁମ୍ବାଇ : ଭୁବନେଶ୍ୱର ୨୨: ନିକଟରେ ସାମ୍ନାକୁ ଆସିଛି ମହା ଠକ ସୁକେଶ ଚନ୍ଦ୍ର ଶେଖରର ମନି ଲଣ୍ଡରିଂ ମାମଲା। ୨୦୦ କୋଟି ଟଙ୍କ।ର ମନି ଲଣ୍ଡରିଂ କରି ଇଡି ହାତରେ ଫସିଛି ସୁକେଶ। ତା ସହିତ ବଲିଉଡର ଅନେକ ସୁନ୍ଦରୀ ମଧ୍ୟ ଏହାର କ°ାରେ ଫସିଛନ୍ତି ଏବଂ ଆସିଛନ୍ତି ଇଡିର ସ୍କାନରରେ । ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଏହି ମ।ମଲ।ରେ ଅଭିନେତ୍ରୀ ଜ୍ୟ।କଲିନଙ୍କ ନ।ମ ନେଇଥିଲେ। ପଚର।ଉଚର। ବେଳେ ସୁକେଶ ଜ୍ୟ।କଲିନଙ୍କୁ ଲକ୍ଷ ଲକ୍ଷ […]
ଦିଲ୍ଲୀ ରୋହିଣୀ କୋର୍ଟ ପରିସରରେ ବିସ୍ଫୋରଣ
Published On
By Samaya Live
ଭୁବନେଶ୍ୱର: ଡିସେମ୍ବର ୦୯: ଦିଲ୍ଲୀ ରୋହିଣୀ କୋର୍ଟ ପରିସରରେ ବିସ୍ଫୋରଣ । କୋର୍ଟ କ।ର୍ଯ୍ୟ ଚ।ଲିଥିବ। ବେଳେ ଏହି ବିସ୍ଫୋରଣ ଘଟିଥିବ। ସୂଚନ। ମିଳିଛି । ଏକ ଲ୍ୟ।ପଟପ୍ ବ୍ୟ।ଗରେ କିଛି ବିସ୍ଫୋରକ ସ।ମଗ୍ରୀ ରହିଥିବ। ବେଳେ କେଉଁ କ।ରଣରୁ ଓ କିଏ ଏହି ବିସ୍ଫୋରଣ ଘଟାଇଛି ତ।ହ। ବର୍ତ୍ତମାନ ସୁଦ୍ଧ। ସ୍ପଷ୍ଟ ହୋଇପ।ରିନି । ତେବେ ବିସ୍ଫୋରଣରେ ଜଣେ ଗୁରୁତର ଭ।ବରେ ଆହ।ତ ହୋଇଛନ୍ତି।ରୋହିଣୀ କୋର୍ଟରେ ବିସ୍ଫୋରଣ ନେଇ ଦିଲ୍ଲୀ ଡିସିପି ପ୍ରବଣ ତୟ।ଲ୍ ସୂଚନ। […]
ଦିଲ୍ଲୀର ରୋହିଣୀ କୋର୍ଟରେ ବିସ୍ପୋରଣ: ୪ଜଣ ଗୁରୁତର
Published On
By Samaya Live
ଦିଲ୍ଲୀ: ଡିସେମ୍ବର ୦୯: ଆଜି ସକାଳ ସମୟରେ ଦିଲ୍ଲୀର ରୋହିଣୀ କୋର୍ଟ ନମ୍ବର ୧୦୨ରେ ଏକ ବିସ୍ପୋରଣ ହୋଇଛି । ଏଥିରେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ବିସ୍ପୋରଣ ଶବ୍ଦରେ କୋର୍ଟ ପରିସରରେ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଏବଂ ସେମାନେ ନିଜକୁ ସୁରକ୍ଷିତ କରିବା ପାଇଁ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । ବିସ୍ପୋରଣ ଏତେ ବଡ଼ ଧରଣର ନଥିଲା । ତେବେ କୋର୍ଟରେ ଗୁଳିକାଣ୍ଡ ହୋଇଛି ବୋଲି ଲୋକମାନଙ୍କ ମଧ୍ୟରେ ଗୁଜବ ଉଠିଥିଲା […]
ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ: ବଢ଼ିଲା ସୁରକ୍ଷା
Published On
By Samaya Live
ନୂଆଦିଲ୍ଲୀ: ନଭେମ୍ବର ୨୪: ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ‘ଆଇଏସ୍ଆଇଏସ୍ କଶ୍ମୀର’ ତରଫରୁ ହତ୍ୟା ଧମକ ମିଳଛି । ଏନେଇ ଗୌତମ ଆଜି ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଆଇଏସ୍ଆଇଏସ୍ କଶ୍ମୀର ତାଙ୍କୁ ଫୋନ୍ ଏବଂ ଇ-ମେଲ୍ ମାଧ୍ୟମରେ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ସେ । ଏହା ପରେ ତାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ସୂଚନା ଅନୁସାରେ ଦିଲ୍ଲୀ ସେଣ୍ଟ୍ରାଲ୍ ଡିସିପିଙ୍କ ନିକଟକୁ […]
ଟ୍ରାକ୍ଟର ରାଲି ହିଂସାକାଣ୍ଡରେ ଗିରଫ ଚାଷୀଙ୍କୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଦେବେ ପଞ୍ଜାବ ସରକାର
Published On
By Samaya Live
ପଞ୍ଜାବ: ନଭେମ୍ବର ୧୩: ଚଳିତ ବର୍ଷ ଗଣତନ୍ତ୍ର ଦିବସରେ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଚାଷୀମାନେ ଟ୍ରାକଫର ରାଲି କରିଥିଲେ । ଏଥିରେ ଦିଲ୍ଲୀ ପୋଲିସ ୮୩ ଜଣ ଚାଷୀଙ୍କୁ ଗିରଫ କରିଥିଲା । ସେହି ଗିରଫ ସମସ୍ତ ଚାଷୀଙ୍କୁ ପଞ୍ଜାବ ସରକାର ସମର୍ଥନ କରିଛନ୍ତି ଏବଂ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦେବେ ବୋଲି ଘୋଷଣା କରିଛନ୍ତି । ଏନେଇ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନି ଟୁଇଟ୍ କରି […]
ଏକେ-୪୭ ରାଇଫଲ ଓ ଗ୍ରେନେଡ ସହ ପାକିସ୍ତାନ ଆତଙ୍କବାଦୀ ଗିରଫ: ନବରାତ୍ରୀରେ କରିଥାନ୍ତେ ବିସ୍ପୋରଣ
Published On
By Samaya Live
ଦିଲ୍ଲୀ: ଅକ୍ଟୋବର ୧୨: ଆଜି ଦିଲ୍ଲୀରୁ ପୋଲିସ ଦୁଇ ପାକିସ୍ତାନ ଆତଙ୍କବାଦୀକୁ ଗିରଫ କରିଛି । ସେମାନଙ୍କ ପାଖରୁ ଏକେ-୪୭ ରାଇଫଲ, ଗ୍ରିନେଡ୍, ୨ଟି ଅତ୍ୟାଧୁନିକ ପିସ୍ତଲ ସହ ୧୨୦ ରାଉଣ୍ଡ ଗୁଳି ଜବତ ହୋଇଛି । ଗିରଫ ଦୁଇ ଆତଙ୍କବାଦୀ ନବରାତ୍ରୀରେ ବିସ୍ପୋରଣ କରିବାକୁ ଯୋଜନା କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି । ଏହାସହ ରାଜଧାନୀବାସୀ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଛନ୍ତି । ଦିଲ୍ଲୀ ପୋଲିସ ସୂଚନା ଅନୁସାରେ, ଲକ୍ଷ୍ମୀ […]

