nora fatehi
ଅପରାଧ 

ସରକାରୀ ସାକ୍ଷୀ ହେବେ ନୋରା ଫତେହି

ସରକାରୀ ସାକ୍ଷୀ ହେବେ ନୋରା ଫତେହି ମୁମ୍ବାଇ : ଭୁବନେଶ୍ୱର ୨୨: ନିକଟରେ ସାମ୍ନାକୁ ଆସିଛି ମହା ଠକ ସୁକେଶ ଚନ୍ଦ୍ର ଶେଖରର ମନି ଲଣ୍ଡରିଂ ମାମଲା। ୨୦୦ କୋଟି ଟଙ୍କ।ର ମନି ଲଣ୍ଡରିଂ କରି ଇଡି ହାତରେ ଫସିଛି ସୁକେଶ। ତା ସହିତ ବଲିଉଡର ଅନେକ ସୁନ୍ଦରୀ ମଧ୍ୟ ଏହାର କ°ାରେ ଫସିଛନ୍ତି ଏବଂ ଆସିଛନ୍ତି ଇଡିର ସ୍କାନରରେ । ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଏହି ମ।ମଲ।ରେ ଅଭିନେତ୍ରୀ ଜ୍ୟ।କଲିନଙ୍କ ନ।ମ ନେଇଥିଲେ। ପଚର।ଉଚର। ବେଳେ ସୁକେଶ ଜ୍ୟ।କଲିନଙ୍କୁ ଲକ୍ଷ ଲକ୍ଷ […]
Read More...
ମନୋରଞ୍ଜନ 

କାନ୍ଦି ପକାଇଲେ ନୋରା

କାନ୍ଦି ପକାଇଲେ ନୋରା ମୁମ୍ବାଇ: ଭିନ୍ନ ଶୈଳୀ ଏବଂ ଚମତ୍କାର ନୃତ୍ୟ ପାଇଁ ରାତାରାତି ଷ୍ଟାର ପାଲଟିଥିବା ନୋରା ଫତେହୀ ଏବେ ବଲିଉଡ୍‌ର ନମ୍ବର ୱାନ୍‌ ଆଇଟମ ଡାନ୍ସର ଭାବେ ବିବେଚିତ ହୋଇଛନ୍ତି । ବହୁତ କମ୍‌ ସମୟରେ ହିଁ ହିନ୍ଦୀ ସିନେମା ଜଗତରେ ସବୁଠୁ ଗ୍ରାଣ୍ଡ୍‌ ଏବଂ ପପୁଲାର ଡିଭା ପାଲଟିଛନ୍ତି । ତେବେ ସଫଳତାର ଏହି ପାହଚରେ ପହଞ୍ଚିବା ପାଇଁ ନୋରାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଛି । ନିକଟରେ ଅଭିନେତ୍ରୀ ନୋରା ଏକ ଲୋକପ୍ରିୟ ଚାଟ୍‌ ଶୋରେ […]
Read More...

Advertisement