ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ଟପିଲା; ଗୋଟିଏ ଦିନରେ ଚିହ୍ନଟ ହେଲେ ୬୭୩ ଜଣ
ଭୁବନେଶ୍ୱର: ଜୁଲାଇ ୨୦: ଓଡ଼ିଶାରେ ୬୭୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ I ସେଥିରୁ ୪୪୬ ଜଣ Quarantine ରେ ଥିଲେ ଏବଂ ୨୨୭ ଟି local contact case I ତେବେ, ଏହି ୬୭୩ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୧୧୦ କୁ ବୃଦ୍ଧି ପାଇଛି I ଗଂଜାମ ରୁ ସର୍ବାଧିକ ୨୩୯ ଜଣ ଚିହ୍ନଟ ହେଇଥିବା ବେଳେ ଭଦ୍ରକ ରୁ ୫୮, ଖୋର୍ଦ୍ଧା ରୁ ୫୮ […]
ଭୁବନେଶ୍ୱର: ଜୁଲାଇ ୨୦: ଓଡ଼ିଶାରେ ୬୭୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ I ସେଥିରୁ ୪୪୬ ଜଣ Quarantine ରେ ଥିଲେ ଏବଂ ୨୨୭ ଟି local contact case I ତେବେ, ଏହି ୬୭୩ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୧୧୦ କୁ ବୃଦ୍ଧି ପାଇଛି I
ଗଂଜାମ ରୁ ସର୍ବାଧିକ ୨୩୯ ଜଣ ଚିହ୍ନଟ ହେଇଥିବା ବେଳେ ଭଦ୍ରକ ରୁ ୫୮, ଖୋର୍ଦ୍ଧା ରୁ ୫୮ ଜଣ, କନ୍ଧମାଳ ରୁ ୪୪ ଜଣ, କୋରାପୁଟ ରୁ ୪୧ ଜଣ, ଜଗତସିଂହପୁର ରୁ ୩୬ ଜଣ, କଟକ ରୁ ୩୨ ଜଣ, ଯାଜପୁର ରୁ ୨୮ ଜଣ, କେନ୍ଦୁଝର ରୁ ୨୪ ଜଣ, ବରଗଡ ରୁ ୨୨ ଜଣ, ଗଜପତି ରୁ ୧୫ ଜଣ, ଝାରସୁଗୁଡା ରୁ ୧୪ ଜଣ, ବାଲେଶ୍ୱର ରୁ ୧୩ ଜଣ, ସୁନ୍ଦରଗଡ ରୁ ୧୧ ଜଣ, ଢେଙ୍କାନାଳ ରୁ ୧୦ ଜଣ, ଅନୁଗୁଳ, କେନ୍ଦ୍ରାପଡ଼ା, ମାଲକାନଗିରି, ନୟାଗଡ, ପୁରୀ ଓ ସୋନପୁର ରୁ ୪ ଜଣ ଲେଖାଏଁ, ସମ୍ବଲପୁର ରୁ ୩ ଜଣ ଏବଂ ମୟୁରଭଞ୍ଜ ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
୧୯ ତାରିଖରେ ୭୫୦୦ ସାମ୍ପଲ ପରୀକ୍ଷା କରାଯାଇଛି ଏବଂ ଏ ପର୍ଯ୍ୟନ୍ତ ମୋଟ ୩,୯୩,୬୦୨ ଟି ସାମ୍ପଲ ପରୀକ୍ଷା ହେଇସାରିଲାଣି ବୋଲି ସ୍ୱାସ୍ଥ୍ୟ ବିଭାଗ ର ସାଇଟ ରେ ଦର୍ଶାଯାଇଛି I




