COVID-19 pandemic
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ବଢ଼ିଲାଣି ଦେଶର କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୨୧ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ, ୪୫ ମୃତ
Published On
By Samaya Live
ଦିଲ୍ଲୀ: ଜୁଲାଇ ୨୧ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୧ ହଜାର ୫୬୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୪ କୋଟି ୩୮ ଲକ୍ଷ ୨୫ ହଜାର ୧୮୫ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । କେରଳରେ ସର୍ବାଧିକ ୨ , ୬୬୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ପଶ୍ଚିମବଙ୍ଗରେ ୨, ୪୫୫ ଓ ମହାରାଷ୍ଟ୍ରରେ ୨, ୩୨୫ଜଣ […]
ସ୍ଥିର ରହିଛି ଦେଶର କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୨,୭୦୬ ସଂକ୍ରମିତ ଚିହ୍ନଟ ଓ ୨୫ ମୃତ
Published On
By Samaya Live
ଦିଲ୍ଲୀ: ମେ ୩୦ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୭୦୬ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୪ କୋଟି ୩୧ ଲକ୍ଷ ୫୫ ହଜାର ୭୪୯ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ଆଜିର ନୂଆ କରୋନା ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ୧୭ ହଜାର ୬୯୮ ଜଣ ସକ୍ରିୟ ରୋଗୀ ରହିଛନ୍ତି । ସେହିପରି ଆଜି ୨,୦୭୦ ଜଣ ସୁସ୍ଥ […]
ଆନ୍ତର୍ଯାତିକ ପର୍ଯ୍ୟଟନ ପାଇଁ ଖୋଲିଲା ଅଷ୍ଟ୍ରେଲିଆ
Published On
By Samaya Live
ଅଷ୍ଟ୍ରେଲିଆ: ଫେବୃଆରୀ ୦୭: ଫେବୃଆରୀ ୨୧ରୁ ସମ୍ପୂର୍ଣ୍ଣ ଟୀକ।କୃତ ପର୍ଯ୍ୟଟକଙ୍କ ପ।ଇଁ ଦେଶ ସୀମ। ଖୋଲିବ ବୋଲି ଅଷ୍ଟ୍ରେଲିଆର ପ୍ରଧ।ନମନ୍ତ୍ରୀ ସ୍କଟ ମୋରିସନ୍ ଘୋଷଣ। କରିଛନ୍ତି । କୋଭିଡ୍ -୧୯ କ।ରଣରୁ ପ୍ର।ୟ ଦୁଇ ବର୍ଷର ବ୍ୟବଧ।ନ ପରେ ଅନ୍ତର୍ଜ।ତୀୟ ପର୍ଯ୍ୟଟକଙ୍କ ପ।ଇଁ ଅଷ୍ଟ୍ରେଲିୟ। ସୀମ। ଖୋଲିବ। ନେଇ ନିଷ୍ପତ୍ତି ନିଆଯାଇଛି। ମୋରିସନ୍ ଗଣମ।ଧ୍ୟମକୁ କହିଛନ୍ତି ଯେ ଅଷ୍ଟ୍ରେଲିଆକୁ ସୀମ। ବନ୍ଦ କରିବ।କୁ ନିଷ୍ପତ୍ତି ନେବ। ପ୍ର।ୟ ଦୁଇ ବର୍ଷ ହେବ। ଚଳିତ ବର୍ଷ ଫେବୃଆରୀ ୨୧ […]
୨୪ ଘଣ୍ଟାରେ ଦେଶରେ ୫,୭୮୪ କରୋନା ସଂକ୍ରମିତ ଏବଂ ୨୫୨ ମୃତ
Published On
By Samaya Live
ଦିଲ୍ଲୀ: ଡିସେମ୍ବର ୧୪ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫, ୭୮୪ ରହିଛି । ୨୪ ଘଣ୍ଟା ମଧ୍ୟରେ ୭, ୯୯୫ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ସୁସ୍ଥତା ହାର ୯୮. ୩୭ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୧ ଲକ୍ଷ ୩୮ ହଜାର ୭୬୩ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୮୮ […]
୨୪ ଘଣ୍ଟାରେ ଦେଶରେ ୯, ୪୧୯ କରୋନା ସଂକ୍ରମିତ ଏବଂ ୧୫୯ ମୃତ
Published On
By Samaya Live
ଦିଲ୍ଲୀ: ଡିସେମ୍ବର ୦୯ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯, ୪୧୯ ରହିଛି । ୨୪ ଘଣ୍ଟା ମଧ୍ୟରେ ୮, ୨୫୧ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ସୁସ୍ଥତା ହାର ୯୮. ୩୬ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୦ ଲକ୍ଷ ୯୭ ହଜାର ୩୮୮ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୯୪ […]
୨୪ ଘଣ୍ଟାରେ ଦେଶରେ ୮, ୪୩୯ କରୋନା ସଂକ୍ରମିତ ଏବଂ ୧୯୫ ମୃତ
Published On
By Samaya Live
ଦିଲ୍ଲୀ: ଡିସେମ୍ବର ୦୮ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮, ୪୩୯ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୯, ୫୨୫ ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି , ଯାହା ଏକ ଆଶ୍ୱସ୍ତିକର କଥା । ସେହିପରି ଦେଶରେ ସୁସ୍ଥତା ହାର ୯୮. ୩୬ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୦ ଲକ୍ଷ ୮୯ ହଜାର […]
୨୪ ଘଣ୍ଟାରେ ଦେଶରେ ୮, ୩୦୬ କରୋନା ସଂକ୍ରମିତ ଏବଂ ୨୧୧ ମୃତ
Published On
By Samaya Live
ଦିଲ୍ଲୀ: ଡିସେମ୍ବର ୦୬ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮,୩୦୬ ରହିଛି । କେରଳରେ ସର୍ବାଧିକ ୪, ୪୫୦ ଜଣ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ ୮, ୮୩୪ ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି , ଯାହା ଏକ ଆଶ୍ୱସ୍ତିକର କଥା । ସେହିପରି ଦେଶରେ ସୁସ୍ଥତା ହାର ୯୮. ୩୫ ପ୍ରତିଶତ ରହିଛି । […]
୨୪ ଘଣ୍ଟାରେ ରାଜ୍ୟରେ ୨୫୨ ଜଣ କରୋନା ସଂକ୍ରମିତ ଏବଂ ୨ ମୃତ
Published On
By Samaya Live
ଭୁବନେଶ୍ୱର: ଡିସେମ୍ବର ୦୨ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୭, ୬୪୩ ସ୍ୱାବ ଟେଷ୍ଟ ମଧ୍ୟରୁ ୨୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୫୪ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୧୪୮ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୦୪ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୪୯ ହଜାର ୫୯୭ ଜଣ କରୋନାରେ […]
୨୪ ଘଣ୍ଟାରେ ଦେଶରେ ୮,୯୫୪ କରୋନା ସଂକ୍ରମିତ ଏବଂ ୨୬୭ ମୃତ
Published On
By Samaya Live
ଦିଲ୍ଲୀ: ଡିସେମ୍ବର ୦୧ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮, ୯୫୪ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୦, ୨୦୭ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୩୬ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୦ ଲକ୍ଷ ୨୮ ହଜାର ୫୦୬ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୯୯ […]

