COVID-19 cases
ଦେଶ- ବିଦେଶ 

ଦେଶରେ ବଢ଼ୁଛି କରୋନା ମୃତୁ୍ୟହାର: ୨୪ ଘଣ୍ଟାରେ ହଜାରରୁ ଅଧିକ ମୃତ ଏବଂ ୨,୪୮୩ ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ ବଢ଼ୁଛି କରୋନା ମୃତୁ୍ୟହାର: ୨୪ ଘଣ୍ଟାରେ ହଜାରରୁ ଅଧିକ ମୃତ ଏବଂ ୨,୪୮୩ ନୂଆ ସଂକ୍ରମିତ ଚିହ୍ନଟ ଦିଲ୍ଲୀ: ଏପ୍ରିଲ ୨୬ : ଲଗାତାର କିଛି ଦିନ ହେବ ଦେଶରେ କରୋନ ଗ୍ରାଫ୍‌ ସମାନ ରହିଥିଲା ବେଳେ ମୃତୁ୍ୟ ସଂଖ୍ୟା ବୃଦ୍ଧି ପାଉଛି । ଯାହା ଏକ ଚିନ୍ତାଜନକ କଥା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୪୮୩ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ କୋଟି ୩୦ ଲକ୍ଷ ୬୨ ହଜାର ୫୬୯ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । […]
Read More...
ଦେଶ- ବିଦେଶ 

ଆଜିଠାରୁ ଦିଲ୍ଲୀରେ ଜାରି ହେବ ନାଇଟ୍‌ କଫୁ୍ର୍ୟ

ଆଜିଠାରୁ ଦିଲ୍ଲୀରେ ଜାରି ହେବ ନାଇଟ୍‌ କଫୁ୍ର୍ୟ ଦିଲ୍ଲୀ: ଡିସେମ୍ବର ୨୭: ରାଜଧାନୀ ଦିଲ୍ଲୀରେ କରୋନା ବିଭିଷୀକା ଚାଲିଥିବା ସମୟରେ ଏବେ ଓମିକ୍ରନ୍‌ର ସଙ୍କଟ ଦେଖାଯାଇଛି । ଦେଶରେ ସର୍ବାଧିକ ୧୪୨ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ଦିଲ୍ଲୀରେ ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନାଇଟ୍‌ କର୍ଫୁ୍ୟ ଜାରି କରିଛନ୍ତି । ଆଜିଠାରୁ କଫୁ୍ର୍ୟ ରାତି ୧୧ଟାରେ ଠାରୁ ଆରମ୍ଭ ହୋଇ ଭୋର ୫ଟା ଯାଏଁ ଚାଲିବ । ତେବେ ରାଜ୍ୟରେ ନାଇଟ୍‌ କର୍ଫୁ୍ୟ ଜାରି ହୋଇଥିଲେ ମଧ୍ୟ ସରକାର କିଛି ମାତ୍ରାରେ […]
Read More...
ଦେଶ- ବିଦେଶ 

କମୁଛି ଦେଶରେ କରୋନା ସଂକ୍ରମଣ, ଆଜି ୨୦,୭୯୯ ସଂକ୍ରମିତ ଓ ୨୬, ୭୧୮ ସୁସ୍ଥ

କମୁଛି ଦେଶରେ କରୋନା ସଂକ୍ରମଣ, ଆଜି ୨୦,୭୯୯ ସଂକ୍ରମିତ ଓ ୨୬, ୭୧୮ ସୁସ୍ଥ ଦିଲ୍ଲୀ: ଅକ୍‌ଟୋବର ୦୪ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦, ୭୯୯ ରହିଛି । କେରଳରେ ସର୍ବାଧିକ ୧୨, ୨୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨୬, ୭୧୮ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୭.୮୯ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୧ ଲକ୍ଷ ୨୧ ହଜାର ୨୪୭ ଜଣ କରୋନାରୁ ସୁସ୍ଥ […]
Read More...
ଓଡ଼ିଶା 

ଓଡ଼ିଶାରେ ୨୪୫ ନୂଆ କରୋନା ସଂକ୍ରମିତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ କୁ ବୃଦ୍ଧି

ଓଡ଼ିଶାରେ ୨୪୫ ନୂଆ କରୋନା ସଂକ୍ରମିତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ କୁ ବୃଦ୍ଧି ଭୁବନେଶ୍ୱର: ଜୁନ ୨୯: ରାଜ୍ୟରେ ୨୪୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଗଂଜାମରୁ ସର୍ବାଧିକ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ଯାଜପୁର ରୁ ୪୦ ଜଣ, ଖୋର୍ଦ୍ଧା ରୁ ୨୮ ଜଣ, ବରଗଡ ରୁ ୧୦ ଜଣ, ଜଗତସିଂହପୁର ରୁ ୯ ଜଣ,କେନ୍ଦ୍ରାପଡ଼ା ରୁ ୮ ଜଣ, କଟକ, ଗଜପତି, କେନ୍ଦୁଝର ଓ ନବରଙ୍ଗପୁର ରୁ ୭ ଜଣ ଲେଖାଏଁ, ସୁନ୍ଦରଗଡ ରୁ ୬ ଜଣ, ମୟୁରଭଞ୍ଜ ରୁ […]
Read More...

Advertisement