Corona News
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ସ୍ଥିର ରହିଛି ଦେଶର କରୋନା ସଂକ୍ରମଣ ଗ୍ରାଫ୍: ୨୪ ଘଣ୍ଟାରେ ୧୭ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ
Published On
By Samaya Live
ଦିଲ୍ଲୀ: ଜୁନ୍ ୨୭ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭ ହଜାର ୦୭୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୪ କୋଟି ୩୪ ଲକ୍ଷ ୦୭ ହଜାର ୦୪୬ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ମହାରାଷ୍ଟ୍ରରେ ସର୍ବାଧିକ ୬ , ୪୯୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ କେରଳରେ ୩, ୩୭୮ ଜଣ ଚିହ୍ନଟ ହୋଇଛନ୍ତି । […]
୨୪ ଘଣ୍ଟାରେ ଦେଶରେ ୨୭, ୧୭୬ କରୋନ ସଂକ୍ରମିତ ଓ ୨୮୪ ମୃତ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୧୫ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭,୧୭୬ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୮, ୦୧୨ ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମିତ ଅପେକ୍ଷା କରୋନା ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି , ଯାହା ଏକ ଆଶ୍ୱସ୍ତିକର ଖବର । ସେହିପରି ସୁସ୍ଥତା ହାର ସର୍ବାଧିକ ୯୭.୬୨ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୨୫ ଲକ୍ଷ ୨୨ ହଜାର ୧୭୧ […]
୨୪ ଘଣ୍ଟାରେ ରାଜ୍ୟରେ ୧,୧୩୨ କରୋନା ସଂକ୍ରମିତ, ୧,୨୪୩ ସୁସ୍ଥ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୧୪ : ଗତ ୨୪ ଘଣ୍ଟାରେ ରାଜ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥମାନଙ୍କ ସଂଖ୍ୟା ଅଧିକ ରହିଛି । ଯାହା ଏକ ଆଶ୍ୱସ୍ତିକର କଥା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୮,୮୭୨ ନୂଆ ସ୍ୱାବ ଟେଷ୍ଟ ମଧ୍ୟରୁ ୧,୧୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬୫୭ ଜଣ କ୍ୱାରେଣ୍ଟିନରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୪୭୫ ରହିଛି । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ […]
ଦେଶରେ ଗତ ୨୪ ଘଣ୍ଟାରେ ୩୫,୪୯୯ କରୋନା ଆକ୍ରାନ୍ତ ଚିହ୍ନଟ ୩୯,୬୮୬ ସୁସ୍ଥ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୯: ୨୪ ଘଣ୍ଟାରେ ଦେଶରେ ୩୫,୪୯୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ବର୍ତ୍ତମାନ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୨ ହଜାର ୧୮୮ ରହିଛି । ସେହିପରି ଗତ ୨୪ ଘଣ୍ଟାରେ ୩୯,୬୮୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ ଏପର୍ଯ୍ୟନ୍ତ ୩ କୋଟି ୧୧ ଲକ୍ଷ ୩୯ ହଜାର ୪୫୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଦେଶରେ ସୁସ୍ଥତର ହାର ବୃଦ୍ଧି […]
ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୨୯ ଆକ୍ରାନ୍ତ ଚିହ୍ନଟ ଏବଂ ୧୭୮୫ ଜଣ ସୁସ୍ଥ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୩: ରାଜ୍ୟରେ କରୋନା ସ୍ଥିତିରେ କ୍ରମେ କ୍ରମେ ସୁଧାର ଆସୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ନୂଆ କରୋନା ସଂକ୍ରମିତ ୧୧୨୯ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୭୮୫ ଜଣ ଏବଂ କରୋନାଜନିତ ମୃତୁ୍ୟ ହୋଇଛି ୬୯ ଜଣଙ୍କର । ଆଜିର କରୋନା ସଂକ୍ରମିତ ୧୧୨୯ ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୬୫୭ ଜଣ ଏବଂ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୪୭୨ ରହିଛି । ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ହୋଇଛନ୍ତି ୯୮୦୮୬୬, […]
ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧,୦୩୨ ନୂଆ ସଂକ୍ରମିତ ଚିହ୍ନଟ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୨: ରାଜ୍ୟରେ କ୍ରମାଗତ ଭାବେ କମୁଛି କରୋନା ସଂକ୍ରମଣ । ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ଶହ ତଳକୁ ରହୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୩୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୯୮ ଜଣ ଥିବା ବେଳେ ବାକି ୪୩୪ ଜଣ ସ୍ଥାନୀୟ ସଂକ୍ରମଣ ଥିବା ଜଣାପଡ଼ିଛି । ସକ୍ରମିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୫୦୫୦ । ୧ ହଜରା […]
ରାଜ୍ୟରେ କମୁଛି କରୋନା ସଂକ୍ରମଣ,୨୪ ଘଣ୍ଟାରେ ୧,୬୩୭ ସଂକ୍ରମିତ ଚିହ୍ନଟ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୬: ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୬୩୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୯୪୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ରୋଗୀଙ୍କ ସଂଖ୍ୟା ୬୮୮ । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ମୋଟ୍ ୯ ଲକ୍ଷ ୬୯ ହଜାର ୧୮୫ ଜଣ ଆକ୍ରାନ୍ତ ହୋଇସାରିଲେଣି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୧୦୮ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ୯ଲକ୍ଷ ୪୫ […]
ଭୁବନେଶ୍ୱରରେ ପୁଣି ୯୦ କରୋନା ପଜିଟିଭ, ୨୭ ଲୋକାଲ
Published On
By Samaya Live
ଭୁବନେଶ୍ୱର : ଜୁଲାଇ ୧୫:ରାଜଧାନୀ ଭୁବନେଶ୍ୱରରେ ଗ୍ରାସୁଛି କରୋନା । ବୁଧବାର ଭୁବନେଶ୍ୱରରେ ୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୬୩ କ ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୭ ଲୋକାଲ କେସ୍ ରହିଛି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ କେବଳ ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫୯କୁ ବୃଦ୍ଧି ହୋଇଛି । ସେଥିରୁ ୩୮୫ ସୁସ୍ଥ ହୋଇଥିବା ବେଳେ ୧୧ […]
୧୬୪ ଜଣ କରୋନା ସଂକ୍ରମିତ ସୁସ୍ଥ ହେଲେ: ଓଡ଼ିଶାରେ ମୋଟ ସୁସ୍ଥ ହେଲେଣି ୫୩୫୩ ଜଣ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୦୧: ଆଜି ୧୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଗଂଜାମ ରୁ ସର୍ବାଧିକ ୪୮, ଜଗତସିଂହପୁର ରୁ ୩୧, ବାଲେଶ୍ୱର ରୁ ୨୬ ଜଣ, କଟକ ରୁ ୨୫ ଜଣ, ଯାଜପୁର ରୁ ୧୨ ଜଣ, ଖୋର୍ଦ୍ଧା ରୁ ୧୨ ଜଣ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ ରୁ ୩ ଜଣ ଲେଖାଏଁ, କେନ୍ଦୁଝର ରୁ ୨ ଜଣ ଏବଂ ଭଦ୍ରକ ଓ ନୟାଗଡ ରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ସୁସ୍ଥ […]

