breaking news
ରାଜନୀତି  ଦେଶ- ବିଦେଶ 

ବିମାନବନ୍ଦର ଚଟାଣରେ ବସିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବିମାନବନ୍ଦର ଚଟାଣରେ ବସିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୌ: ଅକ୍‌ଟୋବର ୦୫: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକୁ ନେଇ ରାଜନୀତିରେ ଝଡ଼ ଦେଖାଯାଇଛି । ଆଜି ଏହି ଘଟଣାକୁ କେନ୍ଦ୍ର କରି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଲକ୍ଷ୍ମୌର ବିମାନବନ୍ଦର ଚଟାଣରେ ବସିଛନ୍ତି । ସେଠାରେ ତାଙ୍କୁ ସୁରକ୍ଷାକର୍ମୀ ଉଠାଇବାକୁ ଚେଷ୍ଟା କରିଥିଲେ, ହେଲେ ମୁଖ୍ୟମନ୍ତ୍ରୀ ତାଙ୍କ ଜିଦ୍‌ରେ ଅଟଲ ରହିଥିଲେ । ଘଟଣା ଅନୁସାରେ, ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡକୁ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ୟୁପିରେ ପହଞ୍ଚିଥିଲେ । ହେଲେ ତାଙ୍କୁ ୟୁପି […]
Read More...
ଦେଶ- ବିଦେଶ 

ପ୍ରିୟଙ୍କା ଗାନ୍ଧୀ ଗିରଫ

ପ୍ରିୟଙ୍କା ଗାନ୍ଧୀ ଗିରଫ ଉତ୍ତରପ୍ରଦେଶ: କଂଗ୍ରେରର ସାଧାରଣ ସମ୍ବାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ସୀତାପୁରରୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି । ଗିରଫ ପରେ ପୋଲିସ ତାଙ୍କୁ ସୀତାପୁର ପିଏସି ଗେଷ୍ଟ ହାଉସ୍‌ରେ ରଖିଛି । ଭୋର୍‌ ପ୍ରାୟ ସାଢ଼େ ୪ଟାରୁ ପ୍ରିୟଙ୍କାଙ୍କୁ ଗିରଫ କରାଯାଇଛି । ହେଲେ ଏପର୍ଯ୍ୟନ୍ତ ତାଙ୍କୁ କୋର୍ଟ ଚାଲଣ କରାଯାଇ ନାହିଁ ବୋଲି କଂଗ୍ରେସର ବରିଷ୍ଠ ନେତା ପି. ଚିତାମ୍ବରମ୍‌ ସୂଚନା ଦେଇଛନ୍ତି । ତେବେ ପ୍ରିୟଙ୍କା ବିରୋଧରେ ଧାରା ୧୫୧, ୧୦୭ ଏବଂ ୧୧୬ ଅନୁସାରେ […]
Read More...
ବିଶ୍ବ 

ମହିଳାଙ୍କ ମନ୍ତ୍ରଣାଳୟରେ ମହିଳାଙ୍କୁ ବ୍ୟାନ କଲା ତାଲିବାନ

ମହିଳାଙ୍କ ମନ୍ତ୍ରଣାଳୟରେ ମହିଳାଙ୍କୁ ବ୍ୟାନ କଲା ତାଲିବାନ କାବୁଲ: ସେପ୍‌ଟେମ୍ବର ୧୭: ଆଫଗାନିସ୍ଥାନରେ ସରକାର କରିବା ପରେ ତାଲିବାନ ନିଜ ମନମୁଖୀ ଶାସନ ଚଳାଇଛି । ମହିଳାଙ୍କ ମାମଲା ସକାଶେ ଗଠନ ହୋଇଥିବା ମନ୍ତ୍ରଳଣାୟରେ ମହିଳାମାନଙ୍କୁ ବ୍ୟାନ କରିଛି ତାଲିବାନ । ଏହାସହିତ ମହିଳାଙ୍କ ମନ୍ତ୍ରଳଣାୟରେ ପୁରୁଷ କାମ କରିବେ ବୋଲି ଘୋଷଣା କରାଯାଇଛି । ଯେଉଁ ସ୍ଥାନକୁ ପୁରୁଷମାନେ ଯିବାଆସିବା କରୁଥିବେ ସେହି ସ୍ଥାନମାନଙ୍କରେ ମହିଳାଙ୍କୁ ବ୍ୟାନ ମଧ୍ୟ କରାଯାଇଛି । ଏକ ଖବର ଅନୁସାରେ ଆଜି ଚାରି ଜଣ ମହିଳା କାବୁଲ ମନ୍ତ୍ରଣାଳୟକୁ […]
Read More...
ଓଡ଼ିଶା 

ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ୬ଟି ଏନଡ଼ିଆରଏଫ ଟିମ ମୁତୟନ

ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ୬ଟି ଏନଡ଼ିଆରଏଫ ଟିମ ମୁତୟନ ଭୁବନେଶ୍ୱର,ସେପ୍‌ଟେମ୍ବର ୧୬ : ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଉପକୂଳର୍ବତ୍ତୀ ଜିଲ୍ଲା ଗୁଡିକୁ ଏନଡ଼ିଆରଏଫ ଟିମର ମୁତୟନ କାର୍ଯ୍ୟ ଆରମ୍ଭ ହୋଇଛି । ମୋଟ ୬ ଟିମ ମଧ୍ୟରେ କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ, ଭଦ୍ରକ ଓ ବାଲେଶ୍ୱରରେ ଗୋଟିଏ ଲେଖାଏଁ ଟିମ ମୁତୟନ ହୋଇଛନ୍ତି । ଆଉ ଦୁଇଟି ଟିମ୍‌ ମଧ୍ୟ ମୁତୟନ ପାଇଁ ପ୍ରସ୍ତୁତ ରହିଥିବା ଏନଡ଼ିଆରଏଫ ପକ୍ଷରୁ କୁହାଯାଇଛି । ସେପଟେ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଜଳସସମ୍ପଦ ବିଭାଗର ସର୍ବୋଚ […]
Read More...
ଦେଶ- ବିଦେଶ 

ଦିଲ୍ଲୀରେ ବାଣ ବିକ୍ରୟ ଉପରେ ନିଷେଧ

ଦିଲ୍ଲୀରେ ବାଣ ବିକ୍ରୟ ଉପରେ ନିଷେଧ ଦିଲ୍ଲୀ: ସେପ୍‌ଟେମ୍ବର ୧୫: ଆଗକୁ ଆସୁଥିବା ଦୀପାବଳି ସକାଶେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦିଲ୍ଲୀ ସରକାର ବାଣ ସଂରକ୍ଷଣ ତଥା ବିକ୍ରୟ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଦକ ଲଗାଇଛନ୍ତି । ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହି ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ଟୁଇଟ୍‌ କରି ସୂଚନା ଦେଇଥିଲେ । ଦିଲ୍ଲୀର ପ୍ରଦୂଷଣ ବିପଦଜ୍ଜନକ ପରିସ୍ଥିତିରେ ଆସିପହଞ୍ଚିଛି […]
Read More...
ଦେଶ- ବିଦେଶ 

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ଣ୍ଣାଡିସ୍‌ଙ୍କ ପରଲୋକ

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ଣ୍ଣାଡିସ୍‌ଙ୍କ ପରଲୋକ ଦିଲ୍ଲୀ: ସେପ୍‌ଟେମ୍ବର ୧୩: କର୍ଣ୍ଣାଟକର ମାଙ୍ଗାଲୋରଠାରେ ଆଜି କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ଣ୍ଣାଡିସ୍‌ଙ୍କର ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ବହୁ ଦିନ ଧରି ତାଙ୍କର ସ୍ୱାସ୍ଥାବସ୍ଥ୍ୟା ଖରାପ ରହିଥିଲା । କିଛି ସପ୍ତାହ ପୂର୍ବରୁ ତାଙ୍କ ଦେହ ଅଧିକ ଖରାପ ହୋଇଥିବାରୁ ଚିକିତ୍ସା ନିମନ୍ତେ ମାଙ୍ଗାଲୋର ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଏନେଇ କଂଗ୍ରେସ ପ୍ରବକ୍ତା ଲାବନ୍ୟା ବଲ୍ଲାଲ ଟୁଇଟ୍‌ […]
Read More...
ଦେଶ- ବିଦେଶ 

ଶପଥ ପାଠ ଗ୍ରହଣ କଲେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ

ଶପଥ ପାଠ ଗ୍ରହଣ କଲେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଗୁଜରାଟ: ସେପ୍‌ଟେମ୍ବର ୧୩: ଆଜି ଦ୍ୱିପ୍ରହର ସମୟରେ ରାଜ୍ୟଭବନଠାରେ ଭୂପେନ୍ଦ୍ର ପଟଲ ଗୁଜରାଟର ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ପାଠ ଗ୍ରହଣ କରିଛନ୍ତି । ଏହି ଅବସରରେ ତାଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏବଂ ଭାଜପାର କିଛି ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ନିଜ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କିଏ ତାଙ୍କ ସ୍ଥାନରେ ରହିବ ସେ ନେଇ ଗୁଜରାଟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା […]
Read More...
ଦେଶ- ବିଦେଶ 

ଦିଲ୍ଲୀରେ ଭୁଶୁଡ଼ିଲା ୫ ମହଲା କୋଠା: ବହୁ ଲୋକ ତଳେ ବଦିଯାଇଥିବା ଆଶଙ୍କା

ଦିଲ୍ଲୀରେ ଭୁଶୁଡ଼ିଲା ୫ ମହଲା କୋଠା: ବହୁ ଲୋକ ତଳେ ବଦିଯାଇଥିବା ଆଶଙ୍କା ଦିଲ୍ଲୀ: ସେପ୍‌ଟେମ୍ବର ୧୩: ଉତ୍ତର ଦିଲ୍ଲୀରେ ଥିବା ସବଜୀ ମଣ୍ଡି(ପରିବା ବଜାର) ନିକଟସ୍ଥ ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ି ପଡ଼ିଛି । ଏହାର ଖବର ମିଳିବା ପରେ ତୁରନ୍ତ ସ୍ଥାନୀୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହା ପରେ ଫାୟାରର୍‌ ଟିମର ୫ଟି ଉଦ୍ଧାରକାରୀ ଗାଡ଼ି ସେଠାରେ ପହଞ୍ଚିଛି । ସ୍ଥାନୀୟ ଉଦ୍ଧାରକାରୀ ଦଳ ଦୁଇ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି । ସୂଚନା ଅନୁସାରେ, ଭୁଶୁଡ଼ି ପଡ଼ିଥିବା ୫ ମହଲା କୋଠା ମଲକାଙ୍ଗଜ […]
Read More...
ଓଡ଼ିଶା 

ଲଗାଣ ବର୍ଷା ସକାଶେ ୨ ଦିନ ସ୍କୁଲ ଛୁଟି

ଲଗାଣ ବର୍ଷା ସକାଶେ ୨ ଦିନ ସ୍କୁଲ ଛୁଟି ଭୁବନେଶ୍ୱର: ସେପ୍‌ଟେମ୍ବର ୧୩: ତିନି ଦିନ ହେବ ରାଜ୍ୟରେ ଲଗାତାର ବର୍ଷା ଜାରି ରହିଛି । ରାସ୍ତାଘାଟ ଓ ଘରମାନଙ୍କରେ ପାଣି ପଶି ଆଣ୍ଠୁଏ ହେଲାଣି । ଏହି ପରିସ୍ଥିତିକୁ ଦେଖି ଆଜି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ୧୨ ଜିଲ୍ଲାମାନଙ୍କରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ସେହି ଜିଲ୍ଲାଗୁଡ଼ିକ ହେଉଛି-ଖୋର୍ଦ୍ଧା, କଟକ, ପୁରୀ, କେନ୍ଦ୍ରାପଡ଼ା, ନୟାଗଡ଼, ଢ଼େଙ୍କାନାଳ, ଜଗତସିଂହପୁର, ସମ୍ବଲପୁର, ଦେବଗଡ଼, ବରଗଡ଼, ଅନୁଗୁଳ ଓ ସୋନପୁର । […]
Read More...
ଦେଶ- ବିଦେଶ 

ଇସ୍ତଫା ଦେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ

ଇସ୍ତଫା ଦେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ଗୁଜରାଟ: ସେପ୍‌ଟେମ୍ବର ୧୧: ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ସେ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବା ପରେ ବିଜେପି ନେତୃତ୍ୱକୁ ଧନ୍ୟବାଦ ଜଣାଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଅଧୀନରେ ରହି ସେ ଆଗକୁ କାର୍ଯ୍ୟ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି । ଆଗକୁ ଗୁଜରାଟର ୨୦୨୨ ବିଧାନସଭା ନିର୍ବାଚନ ଆସୁଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ […]
Read More...
ଦେଶ- ବିଦେଶ 

ଦିଲ୍ଲୀରେ ପ୍ରବଳ ବର୍ଷା: ବୁଡ଼ିଲା ଆଇଜିଆଇ ଏୟାର୍‌ପୋର୍ଟ

ଦିଲ୍ଲୀରେ ପ୍ରବଳ ବର୍ଷା: ବୁଡ଼ିଲା ଆଇଜିଆଇ ଏୟାର୍‌ପୋର୍ଟ ଦିଲ୍ଲୀ: ସେପ୍‌ଟେମ୍ବର ୧୧: ଗତକାଲି ରାତିଠାରୁ ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ଲାଗିରହିଛି । ଲଗାତାର ବର୍ଷା ଯୋଗୁଁ ଦିଲ୍ଲୀର କିଛି ସଡ଼କ ପାଣିରେ ବୁଡ଼ି ଯାଇଛି । ଫଳରେ ରାଜଧାନୀରେ ଯାତାୟାତ ଠପ୍‌ ହୋଇଯାଇଛି । ଇନ୍ଦିରା ଗାନ୍ଧୀ ଇଣଫରନ୍ୟାସନାଲ୍‌ ଏୟାର୍‌ପୋର୍ଟରେ ଆଜି ସକାଳ ସମୟରେ ପାଣି ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା । ଦ୍ୱାରିକା ମେଟ୍ରୋ ଷ୍ଟେସନ୍‌ରେ ମଧ୍ୟ ପାଣି ଭରିଯାଇଛି । ପାଣିପାଗ ବିଭାଗ ଅନୁସାରେ, ଦିଲ୍ଲୀ, ନୋଏଡା, ଗ୍ରେଟ୍‌ ନୋଏଡା ସମେତ […]
Read More...
ଦେଶ- ବିଦେଶ 

ଦେଢ଼ ବର୍ଷ ପରେ ମହାକାଳଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

ଦେଢ଼ ବର୍ଷ ପରେ ମହାକାଳଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ ଉଜ୍ଜୟନୀ: ସେପ୍‌ଟେମ୍ବର ୧୧: ଭାରତ ପ୍ରସିଦ୍ଧ ମଧ୍ୟପ୍ରଦେଶ ସ୍ଥିତ ଉଜ୍ଜୟନୀର ମହାକାଳଙ୍କ ମନ୍ଦିର ଆଜି ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି । ପ୍ରାୟ ଦେଢ଼ ବର୍ଷ ପରେ ଶ୍ରଦ୍ଧାଳୁ ଆଜି ମହାକାଳଙ୍କ ଭସ୍ମାରତୀ ନୀତିକାନ୍ତି ଦେଖିବାକୁ ସୁଯୋଗ ପାଇଛନ୍ତି । ଆଜି ସକାଳୁ କୋଭିଡ୍‌ ନିୟମକୁ ମାନି ଶ୍ରଦ୍ଧାଳୁମାନେ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଲାଇନ୍‌ ଲଗାଇଥିବା ନଜରକୁ ଆସିଥିଲା । କରୋନା ଯୋଗୁଁ ୨୦୨୦ରୁ ମନ୍ଦିର ବନ୍ଦ ରହିଥିଲା । ମନ୍ଦିର ଖୋଲିବା ପୂର୍ବରୁ ମନ୍ଦିର କମିଟିଙ୍କ […]
Read More...

Advertisement